ଜଣେ ଛାତ୍ର ନିଜ ପ୍ରେମରେ ଫସେଇ ଶିକ୍ଷୟିତ୍ରୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ରଖିଲେ ଶା-ରି-ରୀ-କ ସ-ମ୍ପ-ର୍କ , ଆଉ ତା ପରେ କିଛି ହେଲା ଏମିତି …

love

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ , ଯାହାକି ଜାତି , ଧର୍ମ , ଗୋତ୍ର କିଛି ଦେଖିନଥାଏ । ପ୍ରକୃତ ପ୍ରେମ ହେଉଛି ଦୁଇଟି ଆତ୍ମାର ମିଳନ ଓ ପ୍ରକୃତ ପ୍ରେମରେ କେବେ କୈାଣସି ସନ୍ଦେହ ନଥାଏ । କିନ୍ତୁ କିଛି ଲୋକ ମାନେ ଏପରି ଅଛନ୍ତି , ଯେଉଁମାନେ କି ପ୍ରେମରେ ଏତେ ପାଗଳ ହୋଇଯାଉଛନ୍ତି ଯେ ବଡ଼ ଓ ସାନ ମଧ୍ୟ ମାନୁ ନାହାନ୍ତି , ଯେଉଁଥିପାଇଁ ତାର ଫାଇଦା ଉଠାଉଛନ୍ତି କିଛି ଲୋକ ।

ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ଯେ ଜଣେ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟରେ ପଢୁଥିବା ଛାତ୍ରଙ୍କୁ ଭଲ ପାଉଥିଲେ ଏବଂ ଉଭୟ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। କିନ୍ତୁ ପ୍ରେମିକ ବିବାହ ପାଇଁ ମନା କରିଦେବାରୁ ଶିକ୍ଷୟିତ୍ରୀ ଜଣଙ୍କ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ ଏହି ମାମଲା ଉତ୍ତରପ୍ରଦେଶର ରାମପୁରରୁ ଘଟିଛି ଯେ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଥିବା ତାଙ୍କ ଛାତ୍ରଙ୍କୁ ଭଲ ପାଉଥିଲେ।

st

ଦୁଇ ଜଣଙ୍କ ମଧ୍ୟରେ ଦିନକୁ ଦିନ ସମ୍ପର୍କ ବଢ଼ିବାକୁ ଲାଗିଲା ଓ ଏହା ପରେ ଦୁହେଁ ଏକାଠି ରହିବାକୁ ଶପଥ କଲେ ଏବଂ ଛାତ୍ର ଜଣଙ୍କ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ବିବାହ କରିବାର ସ୍ୱପ୍ନ ମଧ୍ୟ ଦେଖାଇଲେ। ଛାତ୍ର ଜଣଙ୍କ ବିବାହ ପ୍ରତିଶ୍ରୁତି ଦେବା ପରେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ଓ ଏହିପରି ଭାବରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଚାଲିଥାଏ କିନ୍ତୁ ଏହା ପରେ ହଠାତ୍ ଦିନେ ଯୁବକ ଜଣକ ବିବାହ କରିବାକୁ ମନା କରିଥିଲେ ଓ ବିଦେଶ ଯିବାକୁ ବାହାରିଥିଲେ ।

ଶିକ୍ଷୟିତ୍ରୀ ଜଣଙ୍କ ଏହି କଥା ଜାଣିବା ପରେ ଏ ବିଷୟରେ ଛାତ୍ରଙ୍କୁ ପଚାରିଥିଲେ , କିନ୍ତୁ ଛାତ୍ର ଜଣଙ୍କ ବିବାହ କରିବାକୁ ମନା କରିଥିଲେ । ଏହାପରେ ଶିକ୍ଷୟିତ୍ରୀ ଜଣଙ୍କ ନ୍ୟାୟ ପାଇବା ପାଇଁ ତାଙ୍କ ଛାତ୍ରଙ୍କ ବିରୋଧରେ ଥାନାରେ ଏଫଆଇଆର ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ CO Tanda Dharam Singh Marshall କହିଛନ୍ତି ଯେ ଯୁବତୀ ନିଜ ସହ ବଳାତ୍କାର ହୋଇଥିବା ଅଭିଯୋଗ କରିଥିଲେ।

ti

ସେଥିପାଇଁ ଯୁବତୀଙ୍କ କହିବା ଆଧାରରେ ଏକ ମାମଲା ରୁଜୁ କରାଯାଇଛି । ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା।ଯୁବକଙ୍କ ବିରୋଧରେ ଆଇପିସିର ଧାରା 376 ଅନୁଯାୟୀ ଏକ ମାମଲା ଦାୟର କରାଯାଇଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *