ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ବିଷୟ ରେ ଜାଣିଥିବେ ଏବଂ ଆପଣ ମାନେ ଆମ ଓଲିଉଡ ର ଆଲବମ୍ ଗୀତ ହେଉ କିମ୍ବା ଚଳଟିତ୍ର ଗୀତ ହେଉ କିମ୍ବା ଭଜନ ସବୁଗୁଡିକୁ ଆପଣ ମାନେ ପସନ୍ଦ କରନ୍ତି ବହୁତ ଭଲ ପାଇବା ଦିଅନ୍ତି । ହେଲେ କେବେ ଆପଣ ମାନେ ଜାଣିବାକୁ ଚେଷ୍ଟା କରନ୍ତି କି ସେହି ଓଲିଉଡ ର ଗୀତିକାର ମାନଙ୍କ ବିଷୟ ରେ ଯଦି ଜାଣିନାହାଁନ୍ତି ତେବେ ଏଠାରେ ଆପଣ ମାନେ ସଂଙ୍ଖିପ୍ତ ରେ ଆପଣ ମାନଙ୍କର ପ୍ରିୟଗୀତିକାର ନମିତା ଅଗ୍ରୱାଲ ତାଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ବିଷୟ ରେ ଆପଣ ମାନେ ଏଠାରେ ଜାଣିବା ପାଇଁ ପାଇବେ ।
ନମିତା ଅଗ୍ରୱାଲ ଙ୍କୁ ଆପଣ ମାନେ ନିବେଦିତା ନାମରେ ବହୁତ ଭଲ ଭାବେ ଜାଣି ଥିବେ , ସେ କଟକ ର ତୁଳସୀ ପୁର ରେ 1969 ମସିହା ଜାନୁଆରୀ ମାସ ର 1 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି । ନମିତା ଅଗ୍ରୱାଲ ଛୋଟ ବେଳୁ ହିଁ ଆଶକ୍ତି ଭାବ ରହି ଥିଲା ଏବଂ ଛୋଟ ବେଳୁ ହିଁ ସେ ଗୀତ ଶିକ୍ଷା ଲାଭ କରି ଥିଲେ ।
ଏବଂ ପରେ ସେ ବିବାହ କରି ଥିଲେ ସୀତା ରାମ ଅଗ୍ରୱାଲ ଙ୍କୁ ସେମିତି ରେ ଆପଣ ମାନେ ସିତାରାମ ଅଗ୍ରୱାଲ ଙ୍କୁ ଜାଣି ଥିଲେ ମାନେ ସେ ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ସେ 91.9 FM ର ମଧ୍ୟ ପ୍ରତିଷ୍ଟାତା ପ୍ରଥମ ରୁ ଗୀତ ପ୍ରତି ଆକୃଷ୍ଟ ରହି ଥିବା ବେଳେ 1992 ମସିହା ପ୍ଲାଟଫର୍ମ ମିଳି ଥିଲା ।
ସେ ଅନେକ ଗୁଡିଏ ଓଡିଆ ଏବଂ ହିନ୍ଧି ଭୋଜନ ପାଇଁ କଣ୍ଠ ଦାନ କରିଛନ୍ତି , ସେମିତି ରେ ବର୍ତମାନ ସମୟ ରେ ଜି ମ୍ୟୁଜିକ୍ କମ୍ପାନୀ ଦ୍ୱାରା ଅନେକ ଗୀତ ପ୍ରସ୍ତୁତ କରୁଛନ୍ତି । ସେମିତି ରେ ତାଙ୍କର ପରିବାର ବିଷୟ ରେ କହିଲେ ସେ ବହୁତ ବଡ ପରିବାର ରୁ ଆସି ଥାନ୍ତି, ତାଙ୍କର ପରିବାର ବର୍ତମାନ ସମୟ ରେ ତାଙ୍କର ଏକ ପୁଅ ଏବଂ ସ୍ୱାମୀ ଙ୍କ ସହିତ ଅନ୍ୟ ସଦଶ୍ୟ ମାନେ ରହିଛନ୍ତି , ତେବେ ଆପଣ ମାନଙ୍କୁ ନମିତା ଅଗ୍ରୱାଲ ଙ୍କ କଣ୍ଠ ସ୍ୱର କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।