ବାପାଙ୍କ ମୃତ୍ୟୁ ପରେ ବିଜୟ ମହାନ୍ତିଙ୍କ ଝିଅ ଏବେ କଣ କରୁଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ।

bjay

ଆମେ ଆଜି ଆପଣଙ୍କ ପାଖରେ ଆଉ ଏକ ବଡ ଖବର ନେଇକି ଆସିଛୁ ଯାହା ଆପଣ ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଇଯିବେ। ଆପଣ ତ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ସର୍ବଦା ନିଜର ଡେଲି ନିଉଜ ଦ୍ୱାରା ରିଲ ଆଉ ରିଏଲ ଖବର ଆଣିଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ତଥା ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଖବର ନେଇକି ଆସିଛୁ , ଆମେ ଆଜି ଆପଣଙ୍କ ପାଖରେ ଓଲିଉଡର ଆପଣଙ୍କ ପ୍ରିୟ ତଥା ଫିଲ୍ମ ଅଭିନେତାଙ୍କ ବାବଦରେ କହିବାକୁ ଯାଉଛୁ। ତାଙ୍କର ଦେହାନ୍ତ ପୁରା ଫିଲ୍ମ ଜଗତକୁ ହି ଶୋକରେ ବୁଡ଼େଇ ଦେଇଛି ଆଉ ତାଙ୍କର ଦେହାନ୍ତର କାରଣ ଏଯାଏ ଜାଣି ପାରିନାହୁଁ ଆମେ। ଖାଲି ବଲିଉଡ ହି ନୁହଁ ବରଂ ଓଲିଉଡର ଅଭିନେତାମାନେ ମଧ୍ୟ ଶୋକରେ ଅଛନ୍ତି।


ତେବେ ଆମେ କହିବାକୁ ଯାଉଛୁ ବିଜୟ ମହାନ୍ତିଙ୍କ ବାବଦରେ। ତାଙ୍କ ଦେହାନ୍ତ ସାରା ସିନେମା ଜଗତକୁ ଶୋକରେ ବୁଡ଼େଇ ଦେଇଥିଲା।ତେବେ ତାଙ୍କ ଝିଅଙ୍କ କଥା ଆଜି ଆମେ ଜାଣିବା ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ।

ତେବେ ବିଜୟ ମହାନ୍ତି ଆମ ମାନଙ୍କ ଭିତରେ ଚିର ଦିନ ପାଇଁ ଜୀବିତ ରହିବେ। ଆଜିର ଯେତେ ବି ଯୁବ କଳାକାର ଅଛନ୍ତି ସେହି ସବୁ କଳାକାର ମାନଙ୍କର ପ୍ରେରଣା ଥିଲେ ବିଜୟ ମହାନ୍ତି। ତେବେ ସେ ବହୁତ ଜଲଦି ଆମକୁ ଛାଡି ଚାଲିଗଲେ ମାତ୍ର ତାଙ୍କର ସେହି ଅଭିନୟ ତଥା ଅନ୍ୟାନ୍ୟ ସବୁ କଳାକାରୀ ଆମ ମାନଙ୍କ ଭିତରେ ଚିରଦିନ ପାଇଁ ଜୀବିତ ରହିବ। ତେବେ ଆଜି ଆମେ ତାଙ୍କ ପରିବାର, ତାଙ୍କ ଝିଅ ତଥା ତାଙ୍କ ସ୍ତ୍ରୀ ଇତ୍ୟାଦିଙ୍କ ବାବଦରେ କହିବାକୁ ଯାଉଛୁ ଯାହା ହୁଏତ ଆପଣଙ୍କୁ ପସନ୍ଦ ଆସିବ।

ji

ତାଙ୍କ ଜନ୍ମ ହେଉଥିଲା ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ। ସେ ଆରମ୍ଭରୁ ହି ନାଟକ, ଅପେରା ତଥା ଯାତ୍ରା ମାନଙ୍କରେ ଅଭିନୟ କରିଥିଲେ। ତେବେ ସେ ନିଜର ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜାତୀୟ ଦ୍ରମା ସ୍କୁଲରେ ଭାଗ ନେଇଥିଲେ ଆଉ ତାହାପରେ ସେ ଦିଲ୍ଲୀରୁ ଫେରି ଆସି ଓଡ଼ିଶାରେ ଫିଲ୍ମ କରିବା ଆରମ୍ଭ କଲେ। ୧୯୭୭ ରେ ତାଙ୍କର ପ୍ରଥମ ଫିଲ୍ମ ଆସିଲା ଯାହାର ନାମ ଥିଲା ଚିଲିକା ତୀରେ। ଏହା ଏତେ ହିଟ ହେଲା କି ତାହା ରାଷ୍ଟ୍ରପତି ପୁରସ୍କାର ପାଇଥିଲା।

ତେବେ ତାଙ୍କ ପରିବାର କଥା କହିବା ତାହେଲେ ତାଙ୍କ ସ୍ତ୍ରୀଙ୍କ ନାମ ତନ୍ଦ୍ର ରାୟ ଯିଏ କି ଜଣେ ଅଭିନେତ୍ରୀ ଥିଲେ। ତାଙ୍କ ଝିଅଙ୍କ ନାମ ଯସ୍ମୀନ ମହାନ୍ତି ଆଉ ସେ ହାଇଦ୍ରାବାଦରେ ନିଜର ସ୍ୱାମୀଙ୍କ ସହ ଏବେ ସମୟ କାଟୁଛନ୍ତି।

Leave a Reply

Your email address will not be published. Required fields are marked *