କିଏ ଏହି ବୁଲବୁଲ, ଏହା ହ-ତ୍ୟା ନା ଆ-ତ୍ମ-ହତ୍ୟା।

Tushar k

ଏବେ ରହସ୍ୟ ଘେରରେ ରହିଛି କଟକର ଖ୍ରାଇଷ୍ଟ କଲେଜର ଛାତ୍ର ତୁଷାରକାନ୍ତ। ତେବେ କଟକର ଯୋବ୍ରା ନିକଟ ରୁ ତାଙ୍କର ମୃତ ଦେହ ଉଦ୍ଧାର ହେଲା। ଏହା ହତ୍ୟା ନା ଆତ୍ମହତ୍ୟା ଆଉ ଯଦି ହତ୍ୟା ତାହେଲେ ଏହା ପଛରେ କାହାର ହାତ ଅଛି ଇତ୍ୟାଦି ବହୁତ କିଛି ପ୍ରଶ୍ନ ଆମ ମନକୁ ଆସୁଛି। ଅନ୍ୟପଟେ ତାଙ୍କ ହତ୍ୟା ପଛରେ ତାଙ୍କ ବାନ୍ଧବୀ ତଥା ଆଉ ଚାରି ଜଣଙ୍କର ହାତ ଥିବା ଆଭିଯୋଗ କରିଛନ୍ତି ତାଙ୍କ ଘର ଲୋକମାନେ।

ଆଜି ଆମେ ଆପଣଙ୍କ ପାଖରେ ଏହି ଖବର ବାବଦରେ କହିବାକୁ ଯାଉଛୁ। ତେବେ ଏହି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି କଟକ ଜିଲ୍ଲାର ଖ୍ରାଇଷ୍ଟ କଲେଜରୁ ଆଉ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଏହା ବାବଦରେ ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ି ରୁହନ୍ତୁ ଆଉ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ବଡ଼ ଖବର ବାବଦରେ।

tushar

ତେବେ ମଙ୍ଗଳବାର ଦିନ ସେ ନିଖୋଜ ହେଇଯାଇଥିଲେ ଆଉ ତାହାପରେ ତାଙ୍କର ମୃତ ଦେହ ମିଳିଥିଲା କଟକ ଜିଲ୍ଲାର ଯୋବ୍ରା ନିକଟ ପାଖରେ। ତାହା ପାଣିରେ ଭାସୁଥିବାର ଦେଖାଗଲା। ତେବେ ମଙ୍ଗଳବାର ଦିନ ତାଙ୍କ ସହ ଦେଖା କରିବା ପାଇଁ ଡାକିଥିଲେ ତାଙ୍କର ବାନ୍ଧବୀ ଆଉ ତାହାପରେ ତାଙ୍କୁ ଡାକି ପଚରା ଉଚୁରା କରୁଥିଲା ପୋଲିସ।

ତେବେ ପ୍ରଶ୍ନ ଏହା ଆସୁଛି କି ଷ୍ଟାଡିଅମ ପାଖକୁ ଯେଉଁ ବାନ୍ଧବୀ ଜଣକ ତାଙ୍କୁ ଡାକିଲେ, ସେ କଣ ପାଇଁ ଡାକିଲେ? ଯଦି ଡାକିଲେ ତାହେଲେ ଷ୍ଟାଡିଅମ ପାଖରେ ଏପରି କଣ ହେଲା କି ତାଙ୍କୁ ମାଡ ମରାଗଲା। ଆଉ ଯଦି ବାନ୍ଧବୀ ଏହି ହାଲ କରିନାହାନ୍ତି ତାହେଲେ ଆଉ କିଏ କରିଛନ୍ତି? ତାଙ୍କ ସହ ଏପରି କାହିଁକି ହେଲା ଆଉ ତାଙ୍କ ବାନ୍ଧବୀଙ୍କ ସହ ଆଉ କିଏ କିଏ ଥିଲେ।

Tusharkant

ଗତକାଲି ତାଙ୍କର ମୃତ ଦେହ ମିଳିଥିଲା ମାତ୍ର ମଙ୍ଗଳଵାର ଦିନରୁ ସେ ନିଖୋଜ ଥିଲେ। କଟକ କ୍ୟାଣ୍ଟେଣ୍ଟମେଣ୍ଟ ଯୋନରେ ଥିବା ଥାନାରେ ତାଙ୍କର ଏତଲା ଦିଆ ଯାଇଥିଲା ଆଉ ତାହା ତାଙ୍କ ନିଖୋଜ ବାବଦରେ ଥିଲା। ତେବେ ତାଙ୍କର ମୃତ ଦେହ ମିଳିବା ପରେ ଘର ଲୋକଙ୍କ ଅନୁରୋଧ କ୍ରମେ ହି ତନାଘନା ଆରମ୍ଭ କରାଗଲା ଆଉ ତାଙ୍କ ସହ ଏହିପରି ହେବା ପଛରେ କାରଣ କଣ ଥିଲା ଆଉ ପ୍ରକୃତରେ ସେଠାରେ ଘଟିଥିଲା କଣ। ତାଙ୍କ ବାନ୍ଧବୀଙ୍କ ସହ ତାଙ୍କର କଣ ହେଇଥିଲା ଆଉ ଏହି ଘଟଣା ପଛରେ ପ୍ରେମ ଅଛି କି?

କାହିଁକି ବାନ୍ଧବୀଙ୍କ ପୁରୁଷ ବନ୍ଧୁଙ୍କ ଭୁଲ ମାଗିବାକୁ କହିଥିଲେ ସେହି ମହିଳା ଜଣକ। ତେବେ ଏହାର ମାମଲା ଏତେ ବାଟକୁ ଗଲା କି ତାଙ୍କ ସହ ମାଡ ମରାମରି ହେଇଗଲା। ତେବେ ଏହି ସବୁ ପ୍ରଶ୍ନ ଉପରେ ଏତଲା ଜାରି ରଖିଛି ପୋଲିସ ଆଉ ଏହା ଉପରେ ଘୋର ତନାଘନା କରା ଯାଉଛି।

Leave a Reply

Your email address will not be published. Required fields are marked *