ତାଲିବାନ କିଏ? ସେ କାହିଁକି ଆଫଗାନିସ୍ତାନରେ ରଚୁଛି ତାଣ୍ଡବ

Taliban

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତାଲିବାନ କିଏ ? କଣ ରହିଛି ତାଲିବାନ ଗୋଷ୍ଟି ର ପୃଷ୍ଟ ଭୂମି ଆସନ୍ତୁ ଜାଣିନେବା ତାଲିବାନ ଶବ୍ଦ ଆରବିୟ ଶବ୍ଦ ତାଲିବ୍ ରୁ ଆସିଛି । ଜାହାର ଅର୍ଥ ହେଲା ବିଦ୍ୟାର୍ଥି କିନ୍ତୁ ସମୟାନୁକ୍ରମେ ତାଲିବାନ ଏକ ଚରମ ପନ୍ଥୀ କୋଠର ଇସାଲିମ୍ ମେଶଳ ବାଦୀ ସଂଙ୍ଘ ଭାବେ ପରିଚିତ ହୋଇଥିଲା ।

ଜାହାର ପୃଷ୍ଟ ଭୂମି ଆରମ୍ଭ ହୋଇଥିଲା ଆଫଗାନ ଶାସକ ଜାହିର ସାହା ଙ୍କ ଗାଦି ଚ୍ୟୁତ ପରେ 1973 ମସିହାରେ ଏଠାକାର ଶାସକ ଜାହିର ସାହା ଗାଦି ଚ୍ୟୁତ ହେବା ପରେ ଆଫଗାନିସ୍ତାନ ରେ ଆଭ୍ୟନ୍ତରଣିୟ କ୍ରନ୍ଦଳ ଗୃହ ଯୁଦ୍ଧ ଏବଂ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ।

Taliban

ଏହା ପରେ 1979 ମସିହାରେ ତତ୍କାଳିନ ସୋଭିଏତ ଇୟୁନିଅନ୍ ସରକାର ଆଫଗାନିସ୍ତାନ ଉପରେ ଆକ୍ରମଣ କରି ଅଧିକାର କରିଥିଲେ । ଆଫଗାନିସ୍ତାନ ରେ କୋମ୍ୟୁନିଷ୍ଟ ଆନ୍ଦୋଳନ କୁ ସୁଦୃଢ କରିବା ପାଇଁ ସୋଭିଏତ ସରକାର ସେଠାରେ ବାବରାତ କର୍ମାଲ ଙ୍କୁ ରାଷ୍ଟ୍ରପତି କରାଇଥିଲା । କିନ୍ତୁ କର୍ମାଲ ଙ୍କୁ ମୈଳବାଦୀ ଗୋଷ୍ଟୀ ସମର୍ଥନ କରୁନଥିଲେ ।

ସେମାନେ ସରକାର ଙ୍କ ବିରୋଧ ରେ ଗରିଲା ଯୁଦ୍ଧ ଚଳେଇବାରୁ ସୋଭିଏତ ସେନା ଏହାକୁ ନିପାତ କରିବା ଆରମ୍ଭ କରିଥିଲା । ଅପର ପକ୍ଷ ରେ ସଉଦି ଆରବ , ଇରାନ ଏବଂ ପାକିସ୍ତାନ ଏହି ମୈଳବାଦୀ ମାନଙ୍କୁ ସଂଙ୍ଗଠିତ ଏବଂ ଶଶକ୍ତ ହେବାରେ ସହାୟତା କରିଥିଲେ । ଆମେରିକା ମଧ୍ୟ ପାକିସ୍ତାନ ଜରିଆରେ ଏହି ଗୋଷ୍ଟୀ କୁ ସହାୟତା କରିଥିଲେ ।

Taliban

ଫଳରେ ଆଫଗାନିସ୍ତାନ ରେ ଗୃହ ଯୁଦ୍ଧ ଲାଗିରହିଲା । ଏବଂ 1989 ବେଳକୁ ସୋଭିଏତ ସେନା ଆଫଗାନିସ୍ତାନ ଛାଡି ଚାଲିଜାଇଥିଲେ । 1996 ମସିହାରେ ପାକିସ୍ତାନ ଏବଂ ସାଉଦି ଆରବ ସହାୟତା ରେ ଆମେରିକାର ବଳିଷ୍ଟ ମୁଜାଉଦିନ ଗୋଷ୍ଟୀ ନଜିମ୍ ବୁଲା ଙ୍କ ଆଫଗାନ ସେନାକୁ ପରାସ୍ତ କରିଥିଲେ । ସେମାନେ ରାଷ୍ଟ୍ରପତି ଙ୍କୁ ହତ୍ୟା କରି ଶାସନ କ୍ଷେତି ଅଗତିଆର କରିଥିଲେ । ଏହି ଗୋଷ୍ଟୀ ର ନେତା ଥିଲେ ରାହାନାଉଦ୍ଧିନ ରବାନୀ ଏବଂ ଗୁଲବୁଦ୍ଧିନ ହିତମତିଆର ସେମାନେ ହିଁ ତାଲିବାନ ଆନ୍ଧୋଳନ ର କର୍ଣ୍ଣ ଧାର ଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *