ବେଲଗଛ ଘରର କେଉଁଠି ରହିଲେ ଧନବର୍ଷା ହୁଏ।

bala

ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ବେଲଗଛ ବାବଦରେ କହିବାକୁ ଯାଉଛୁ। ତେବେ ଆପଣ ଜାଣନ୍ତି କି ବେଲଗଛ ଦ୍ୱାରା ଆପଣ ଧନୀ ମଧ୍ୟ ହେଇପାରିବେ। ଏହା ଉପରେ ବାସ୍ତୁ ଶାସ୍ତ୍ରରେ ନିୟମାବଳୀ ଭରା ରହିଛି। ତେବେ ଏହା ବାବଦରେ ଆମେ ଜାଣିବାକୁ ଯାଉଛୁ ଆଜି। ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା।

ତେବେ ଆପଣ ଜାଣନ୍ତି କି ବେଲଗଛ ଦୁନିଆର କିଛି ସବୁଠୁ ଦୁର୍ଲଭ ବୃକ୍ଷ ମାନଙ୍କ ଭିତରୁ ଏକ ଅଟେ। ଏହାର ପବିତ୍ରତା ତଥା ଔଷଧୀୟ ଗୁଣ ହି ଏହାକୁ ଅନ୍ୟ ଗଛ ମାନଙ୍କ ତୁଳନାରେ ଅଲଗା ବନେଇ ଥାଏ। ପୁରାଣ ଶାସ୍ତ୍ର ଅନୁସାରେ ବେଲଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କର ଅଂଶରୁ ହେଇଛି। ଏହା ଆପଣଙ୍କ ଧନ ଧାନ୍ୟ ମଧ୍ୟ ବୃଦ୍ଧି କରିଥାଏ। ତେବେ ଚାଲନ୍ତୁ ଏହା ବାବଦରେ ଅଧିକ ଜାଣିବା।

bala tree

ବେଲଗଛରେ ଅନେକ ଦେବାଦେବୀଙ୍କର ବାସ ରହିଥାଏ। ବେଲଗଛର ତ୍ରିଶାଖାରେ ତ୍ରିଦେଵ ବାସ କରିଥାନ୍ତି। ଅର୍ଥାତ ଏହାର ତିନୋଟି ପତ୍ରରେ ବ୍ରହ୍ମା, ବିଷ୍ଣୁ ତଥା ମହେଶ୍ବର ବାସ କରିଥାନ୍ତି। ତେଣୁ ବେଲଗଛ ମୂଳରେ ସବୁଦିନ ଗାଧେଇ ସାରି ପାଣି ଦେବା ଦ୍ୱାରା ଆପଣଙ୍କୁ କୋଟି କୋଟି ପୁଣ୍ୟ ମିଳିଥାଏ ଆଉ ମାତା ଲକ୍ଷ୍ମୀଙ୍କ ସହ ଶିଵଶଙ୍କର ମଧ୍ୟ ପ୍ରସନ୍ନ ହେଇଥାନ୍ତି। ଯାହା ଫଳରେ ସେହି ମନୁଶ୍ୟ ସମସ୍ତ ପ୍ରାଣୀଙ୍କୁ ବସ କରିବାର ଶକ୍ତି ପ୍ରାପ୍ତ କରିଥାଏ ଆଉ ଚାକିରୀ କରିବାରେ ମଧ୍ୟ ସଫଳତା ଲାଭ କରିଥାଏ।

ବେଲପତ୍ର ହେଉଛି ମହାଦେବ ତଥା ମାତା ଲକ୍ଷ୍ମୀଙ୍କର ପ୍ରିୟ ପତ୍ର ହେଇଥାଏ। ଏହା ସମ୍ପୂର୍ଣ ଶୁଖିଯାଏ ମାତ୍ର କେବେ ବାସୀ ହୁଏ ନାହିଁ। ଏଥିରେ ଚନ୍ଦନ ଲଗେଇ ମାତା ଲକ୍ଷ୍ମୀଙ୍କ ଅର୍ପଣ କରିବା ଦ୍ୱାରା ତାହା କେବେ ବି ବାସି ହୁଏ ନାହିଁ ଆଉ ତାହା ସର୍ବଦା ଆମ ଉପକାର କରିଥାଏ। ଏହାକୁ ଅର୍ପଣ କରିବା ଦ୍ୱାରା ହି ଆପଣଙ୍କ ଜୀବନ ସୁଖମୟ ହେଇଯାଏ ଆଉ ଆପଣଙ୍କୁ ଧନଧାନ୍ୟରେ ମଧ୍ୟ ଅଭାବ ନଜର ଆସେ ନାହିଁ।

bala

ବେଲଗଛର କାଠିକୁ ଚନ୍ଦନ ପରି ଘୋରି ଲଗାଇଲେ ତାହା ଆମକୁ କୋଟି ପୁଣ୍ୟ ଦେଇଥାଏ। ଏହାକୁ ଘୋରି ଘୋରି ମଥାରେ ଲଗାଇବା ଦ୍ୱାରା ମନୁଷ୍ୟ ଅନ୍ୟାନ୍ୟ ପ୍ରାଣୀ ମାନଙ୍କୁ ବସ କରିବାର ଶକ୍ତି ପ୍ରାପ୍ତ କରିଥାଏ। ଏହାଦ୍ୱାରା ମନୁଷ୍ୟର ଧନଧାନ୍ୟ ବହୁତ ଅଧିକ ହୁଏ ଆଉ ସେ ସର୍ବଦା ସଫଳତା ପାଇଥାଏ। ଏହାର କାରଣରୁ ହି ମନୁଷ୍ୟ ସର୍ବଦା ଧନୀ ହେଇଥାଏ ଆଉ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ।

Leave a Reply

Your email address will not be published. Required fields are marked *