ଆମେ ଆପଣଙ୍କ ପାଖରେ ସର୍ବଦା ନିଜର ଡେଲି ନିଉଜ ଦ୍ୱାରା ରିଲ ଆଉ ରିଏଲ ଖବର ଆଣିଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ତଥା ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଦୁଃଖଭରା ଖବର ନେଇକି ଆସିଛୁ , ଆମେ ଆଜି ଆପଣଙ୍କ ପାଖରେ ଓଲିଉଡର ଆପଣଙ୍କ ପ୍ରିୟ ତଥା ଫିଲ୍ମ ଅଭିନେତ୍ରି ମାନଙ୍କ ବାବଦରେ କହିବାକୁ ଯାଉଛୁ।
ତେବେ ଆଜି ଏକ ବିଶେଷ ବିଷୟ ଉପରେ ଚର୍ଚା ରହିବାକୁ ଯାଉଛି ଯାହା କି ଓଡ଼ିଆ ହିରୋଇନ ମାନଙ୍କ ବାବଦରେ ଅଟେ। ତାଙ୍କ ଜନ୍ମ ସ୍ଥାନ ମାନଙ୍କ ବାବଦରେ ଜାଣିବା ପାଇଁ ସଭିଙ୍କର ବହୁତ ଅଧିକ ଇଛା ଆଉ ଉତ୍କଣ୍ଠା ରହିଥାଏ। ମାତ୍ର ବହୁତ ଲୋକ ଏହା ଜାଣି ପାରନ୍ତି ନାହିଁ ଆଉ ଏହି ଉତ୍କଣ୍ଠା ଉତ୍କଣ୍ଠାରେ ହି ରହି ଯାଇଥାଏ। ତେବେ ଆଜି ଆମେ ସେହି ବିଷୟ ମାନଙ୍କ ବାବଦରେ ଚର୍ଚା କରିବାକୁ ଯାଉଛୁ କି ଆମ ପ୍ରିୟ ଓଡିଶା ହିରୋଇନ ମାନଙ୍କର ଘର ତଥା ଏହାର ଜନ୍ମ ସ୍ଥାନ କେଉଁଠାରେ ଅଛି। ଆଅଅଁ ଏମାନଙ୍କ ବାବଦରେ ଅଧିକ ଜାଣିବା ପାଇଁ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ଖବର ମାନଙ୍କ ବାବଦରେ।
ତେବେ ଆଗ ଧାଡିରେ ଆସନ୍ତି ଅଭିନେତ୍ରୀ ସିବାନୀ ସଙ୍ଗୀତା ଦାସ। ତାଙ୍କର ଅଭିନୟ ଦ୍ୱାରା ସେ ଓଡ଼ିଶାରେ ଘରେ ଘରେ ପରିଚିତ।ତେବେ ତାଙ୍କର ଏହି ଅଭିନୟ ସଭିଁକର ମନ ଛୁଇଁ ନେଇଥାଏ ଆଉ ତାଙ୍କୁ ଅଥବା କିଏ ନଜାନେ। ଖୁବ ଶୀଘ୍ର ହି ତାଙ୍କର ବାବୁସାନଙ୍କ ସହ ଏକ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାମ ହେଉଛି ବିଦ୍ୟରାଣ। ତେବେ ତାଙ୍କର ଜନ୍ମ ସ୍ଥାନ ଅଟେ ଖୋର୍ଦ୍ଧା ମାତ୍ର ସେ ଚଳଚିତ୍ର ମାନଙ୍କର ସୁଟିଂ ପାଇଁ ଭୁବନେଶ୍ୱରରେ ରହୁଛନ୍ତି।
ଏହାପରେ ଆସନ୍ତି ଆପଣଙ୍କର ପ୍ରିୟ ଅଭିନେତ୍ରୀ ଭୂମିକା ଦାସ। ତାଙ୍କର ଛୋଟ ବେଳୁ ହି ସେ ଅଭିନୟ ଜଗତରେ ପଶି ଯାଇଛି ଆଉ ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଅଥବା କିଏ ନଜାଣେ। ତେବେ ତାଙ୍କର ଜନ୍ମ ସ୍ଥାନ ହେଉଛି ରାଉଲକେଲା ମାତ୍ର ସେ ଏବେ ନିଜର ଚଳଚିତ୍ରର ସୁଟିଂ ପାଇଁ ଭୁବନେଶ୍ୱରରେ ହି ରହୁଛନ୍ତି।
ଏହାପରେ ଆମ ଲିଷ୍ଟରେ ଆସନ୍ତି ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା। ତାଙ୍କୁ ଆପଣ ସମସ୍ତେ ବହୁତ ଅଧିକ ଜାଣିଥିବେ। ଏମିତିରେ ତାଙ୍କ ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର ମାତ୍ର ସେ ସବ୍ୟସାଚୀଙ୍କ ବିବାହ କରିବା ପରେ ତାଙ୍କ ଘରେ ହି ରହୁଛନ୍ତି।
ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ପୁନମ ମିଶ୍ର। ତାଙ୍କୁ ଆପଣ ବାବୁସାନଙ୍କର ଚଳଚିତ୍ର ଲଭ ମାଷ୍ଟର ଦ୍ୱାରା ହି ଜାଣିଥିବେ। ସେ ଓଡ଼ିଶାରେ ବହୁତ ଅଧିକ ପରିଚିତ ଆଉ ତାଙ୍କ ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର ଆଉ ସେ ଏବେ ଭୁବନେଶ୍ୱରରେ ହି ଅଛନ୍ତି।