ବିଲେଇ ଆପଣଙ୍କ ରାସ୍ତା କାଟିବାର ଅର୍ଥ କଣ ହେଇପାରେ। ଭଲ ନା ଖରାପ

ସ୍ୱାଗତ ଜଣାଉଛୁ ଆମେ ଆଜିର ଏହି ସ୍ୱତନ୍ତ୍ର ଚର୍ଚ୍ଚା ଉପରେ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଧ୍ୟାନଦାୟକ କଥା ଚର୍ଚ୍ଚା କରିବାକୁ ଯାଉଛୁ। ଆପଣ ନିଜର ଦୈନନ୍ଦିନ ଜୀବନରେ ଅନେକ କିଛି ପରୀକ୍ଷା ନୀରିଖ୍ୟା ଦେଇ ଗତି କରୁଥିବେ ଆଉ ତାହା ଭିତରୁ ଆପଣଙ୍କୁ ବହୁତ କିଛି ଉତ୍ତର ବି ମିଳୁଥିବ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ କାର୍ଯ୍ୟ ବାବଦରେ କଥା ହେବାକୁ ଯାଉଛୁ ଯାହା କି ଆପଣଙ୍କ ଜୀବନ ପାଇଁ ନିତାନ୍ତ ଲାଭପ୍ରଦ ହେଇପାରେ। ତେବେ ଆଜି ଆମେ ଆପଣଙ୍କ ପାଖରେ ବିଲେଇ ରାସ୍ତା କାଟିବା ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ। ଆମେ ଆଜି ଏହାର ଅର୍ଥ କଣ ହେଇପାରେ ଆଉ ଏହା ଆପଣଙ୍କୁ କେତେ ଦୂର କ୍ଷତି ଅଥବା ଲାଭ ପହଞ୍ଚାଇ ପାରେ ତାହା ବାବଦରେ ହିଁ ଚର୍ଚା କରିବାକୁ ଯାଉଛୁ।

ବିଲେଇ ରାସ୍ତା କାଟିବା ଦ୍ୱାରା ଆମ ମନରେ ଏକ ଧାରଣା ଥାଏ କି ତାହା ସର୍ବଦା ଅଶୁଭ ହିଁ ହେଇଥାଏ। କଣ ପ୍ରତ୍ୟେକ ଥର ତାହା ଅଶୁଭ ହି ହେଇଥାଏ? ଏହା ହିନ୍ଦୁ ହେଉ କି ମୁସଲିମ ହେଉ, ସମସ୍ତେ ଏହି ନିୟମ ମାନନ୍ତି। ରାସ୍ତା କାଟିବା ଦ୍ୱାରା ଅଶୁଭ ହେଇଥାଏ। ତେବେ ସବୁଥର ବିଲେଇ ରାସ୍ତା କାଟିବା ଆମ ପାଇଁ ଅଶୁଭ ହେଇନଥାଏ। ଏହା ବାବଦରେ ହିଁ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

cat

ବିଲେଇ ଯଦି ବାମ ପଟରୁ ରାସ୍ତା କାଟି ଡାହାଣ ପଟକୁ ଯାଇଥାଏ ତାହେଲେ ହୁଏତ ଆପଣଙ୍କର ଅଶୁଭ ଅଥବା ଦୁର୍ଘଟଣା ହେଇପାରେ। ସବୁ ସମୟରେ ବିଲେଇ ରାସ୍ତା କାଟିବା ଦ୍ୱାରା ଦୁର୍ଘଟଣା ହେଇନଥାଏ। କାରଣ କୁକୁର ଭଳି ବିଳେଇଙ୍କର ବି ପାଂଚ ଇନ୍ଦ୍ରିୟ ବହୁତ ଅଧିକ ଶକ୍ତ ହେଇଥାଏ ଆଉ ସେ ଆପଣଙ୍କୁ ଆପଣଙ୍କ ଭାବୁଷ୍ୟତରେ ହେବାକୁ ଥିବା ବିପଦ ବାବଦରେ ଜାଣିପାରି ସତର୍କ ସୂଚନା ପ୍ରଦାନ କରିଥାନ୍ତି।

ଘର ମାନଙ୍କରେ ବିଲେଇ ଆସି ରହିବା ଅଶୁଭ ମାନା ଯାଇଥାଏ। ତନ୍ତ୍ର ବିଦ୍ୟାରେ ବିଲେଇ ମାନଙ୍କୁ ଅଧିକ ମହତ୍ତ୍ୱ ପ୍ରଦାନ କରା ଯାଇଥାଏ। କୁହାଯାଏ କି ଯଦି ଘରେ କିଛି ବିଲେଇ ଆସି ରହିବାକୁ ଆରମ୍ଭ କରନ୍ତି ଆଉ ତାହାପରେ ପରସ୍ପର ସହ ଲଢ଼ିବାକୁ ଆରମ୍ଭ କରନ୍ତି ତାହେଲେ ତାହା ଅଶୁଭ ସଂକେତ ହେଇଥାଏ ଆଉ ତାହା ଘରେ ଅଶାନ୍ତି ଅଥବା ଘରର କେହି ଲୋକଙ୍କର ମୃତ୍ୟୁ ଖବର ବାବଦରେ ସଂକେତ ପ୍ରଦାନ କରିଥାଏ।

cats

ଦୀପାବଳୀର ବିଲେଇ ଘରକୁ ଆସିବା ବହୁତ ଅଧିକ ଶୁଭ ମାନା ଯାଇଥାଏ। କୁହାଯାଏ କି ବିଲେଇ ସହ ମାତା ଲକ୍ଷ୍ମୀ ଘରକୁ ଆସନ୍ତି। ବିଲେଇ ଆପଣଙ୍କ ଘରୁ ଆସି ଚୁପଚାପ ଯଦି କ୍ଷୀର ପିଇ ଚାଲି ଯାଇଥାଏ ତାହେଲେ କିଛି ଲୋକ ଏହାକୁ ଅଶୁଭ ମାଣିଥାନ୍ତି ଯେତେବେଳେ କି ଏହା ବହୁତ ଅଧିକ ଶୁଭ ହେଇଥାଏ। ବାରମ୍ବାର ବିଲେଇର ଆଗମନ ଆପଣଙ୍କ ଘର ପାଇଁ ଅଶୁଭ ହେଇଥାଏ। ଆପଣ ଘରେ ସତ୍ୟନାରାୟଣ ପୂଜା କରନ୍ତୁ।

Leave a Reply

Your email address will not be published. Required fields are marked *