ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ନାରୀ ଙ୍କୁ ଦେଖିଲେ ପୁରୁଷ ର ଆଟ୍ରାକସନ୍ ବଢେ ସେହି ପରି ପୁରୁଷ କୁ ଦେଖିଲେ ନାରୀ ର ଆଟ୍ରାକ୍ସନ ବଢେ ଆମର ପ୍ରେମ କରିବାକୁ କାହିକି ଇଚ୍ଛା ହୁଏ କେଉଁ ଜିନିଷ ପାଇବା ପାଇଁ ଜଣେ ନାରୀ ବା ପୁରୁଷ ପ୍ରେମ ରେ ପଡେ । ଆସନ୍ତୁ ଆମେ ଏଠାରେ ଜାଣିନେବା ସବୁ ବେଳେ ଝିଅ ବା ପୁଅ ଏହି ତିନୋଟି କାମ ପାଇଁ ପ୍ରେମ କରନ୍ତି ।
ତେବେ ପ୍ରଥମେ ହେଲା ଶାରୀରିକ ଆକର୍ଶକତା ସବୁ ନାରୀ ଏବଂ ପୁରୁଷ ମାନଙ୍କୁ ଶାରୀରିକ ସମନ୍ଧ ଆବଶ୍ୟକତା ରହିଥାଏ । ଯୈବନ ଆସିଲେ ଆମ ଶରୀର ରେ ଏକ ପ୍ରକାରର ରାସାୟନିକ ପରିବର୍ତନ ଦେଖିବା ପାଇଁ ମିଳେ ଜାହାଫଳ ରେ ଆମେ ମାନେ ବିପରିତ ପକ୍ଷ୍ୟ କୁ ଭଲ ପାଇବାକୁ ଚେଷ୍ଟା କରୁ ଆମେ କୈଣସି ଝିଅ କିମ୍ବା ପୁଅ କୁ ଦେଖିଲେ ଆମର ପ୍ରେମ ଉତ୍ପନ୍ନ ହୁଏ । ଏବଂ ଖାସ କରି ଶାରୀରିକ ସୁଖ ପାଇବା ପାଇଁ ଆମେ ମାନେ ପ୍ରେମରେ ପଡୁ ।
ହେଲେ ଏହା ଏକ ପ୍ରକୃତ ଭଲପାଇବାର ସଂଙ୍କେତ ନୁହେଁ । କିନ୍ତୁ ଏହା କରିବାକୁ ସମସ୍ତେ ଚାହାଁନ୍ତି । ଏହାକୁ ବୈଜ୍ଞ୍ୟାନିକ ଫର୍ମୁଲା ରେ ଦେଖିଲେ ଆମର ନିଜର ଶାରୀରିକ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ମାନେ ପ୍ରେମରେ ପଡୁ । ଏବଂ ଏହା ଏକ ଭାବନାତ୍ମକ ପରିକଲ୍ପନା ଅଟେ ମଣିଷ ସବୁ ବେଳେ ଏମିତି ସାଥୀ ଟିଏ ଖୋଜୁଥାଏ ଜାହା ସହିତ କଥା ହେଲେ ଆମ ଦୁଖଃ କୁ କମ୍ କମ୍ କରିପାରିବା । ତା ସହିତ ଖୁସୀ ମନେଇବା ଆମ ଇମୋସନ କୁ ତା ସହିତ ସେୟାର କରିବା । ତାକୁ ଦେଖି ଖୁସୀ ଲାଗିବା ଏମିତିରେ ସାଧାରଣ କଥାରେ ଦେଖିଲେ ।
ଦ୍ୱତୀୟ ଆବଶ୍ୟକତା କେବଳ ଏହିଥି ପାଇଁ ଅଟେ ଆମେ କେହି ବି ଝିଅ କୁ ଦେଖିଲେ ବା ପୁଅ କୁ ଦେଖିଲେ ଇମୋସନାଲ ହୋଇଜାଆନ୍ତି । ସେହି ପରି ବହୁତ ସମୟ ରେ ଆମ ମାନଙ୍କ ମାନଶୀକ ଆବଶ୍ୟକତା କୁ ପୂରଣ କରିବା ପାଇଁ ଆମେ ମାନେ ଏମିତି ସବୁ କାର୍ଯ୍ୟ କରନ୍ତି ଏବଂ କୈଣସି ଝିଅ କିମ୍ବା ପୁଅ ସହିତ ମିଶିଲେ ଆମ ମାନଙ୍କୁ ଶାନ୍ତି ଅନୁଭବ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।