ବିଦ୍ୟାଙ୍କୁ ଏହି ପ୍ରଶ୍ନ ପଚାରିଲା ପୋଲିସ। ଜାଣନ୍ତୁ କଣ ଉତ୍ତର ଦେଲେ ବିଦ୍ୟା ଭାରତୀ

vidya

ଏସିଆରଏଫ ସୋମ୍ୟରଞ୍ଜନ ଙ୍କର ମୃତ୍ୟୁକୁ ଏହା ଭିତରେ ତିନି ସପ୍ତାହ ହେଇ ସାରିଛି। ଏଜାର ଏହାର ଫଳାଫଳ ବାବଦରେ ଜଣା ହି ପଡ଼ିନାହିଁ। ତେବେ ଏହା ଉପରେ ପୋଲିସ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ତଥା ତାଙ୍କ ସମେତ ଆହୁରି ୨୪ ଜଣ କର୍ମଚାରୀଙ୍କ ପଚରା ଉଛୁରା କରିସାରିଲାଣି ମାତ୍ର ଏଜାଏ ଏହାର ରହସ୍ୟ ଉପରୁ ପରଦା ହଟୁନାହିଁ। ତେବେ ଏହା ପଛରେ କାରଣ କଣ ଅଛି ତାହା ବାବଦରେ ଜାଣିବା ପାଇଁ ଆମକୁ ଚେଷ୍ଟା କରିବାର ଅଛି। ତେବେ ପୋଲିସ ତାଙ୍କୁ କିଛି ପ୍ରଶ୍ନ ପଚାରିଛି ଆଉ ତାହା ଆମେ ଆଜି ଜାଣିବା।

vidya

ପୋଲିସ ଏହି ପ୍ରଶ୍ନ ମାନଙ୍କର ପଚାରି ସାରିବା ପରେ ହି ତାଙ୍କର ସବୁ ତଥ୍ୟ ପ୍ରୟୋଗ କରିଛି ଆଉ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଜେରା କରା ଯାଇଛି। ସୌମ୍ୟଙ୍କର ମୃତ୍ୟୁ ଉପରୁ ହତୁନି ପରଦା।ହତ୍ୟା ଆତ୍ମହତ୍ୟା ନା ଆକସ୍ମିକ ମୃତ୍ୟୁ? ଏହି ପ୍ରକାରର ଅନେକ ପ୍ରଶ୍ନ ଉଙ୍କି ମାରୁଛି ପୋଲିସର ମନରେ। ତେବେ ଏହା ବାବଦରେ ଦାୟୀ କିଏ? ଏହାର ପଛରେ କାହାର ହାତ ଅଛି। ତେବେ ଏହି ପ୍ରକାରର ପ୍ରଶ୍ନ ମାନଙ୍କର ଉତ୍ତର ଜାଣିବା ପାଇଁ ପୋଲିସ ପୁଣି ଚାରି ଘଣ୍ଟାର ମାରାଥନ ଜେରା କରିଛି ବିଦ୍ୟା ଭାରତୀଙ୍କୁ। ପ୍ରାୟ ଚାରି ଘଣ୍ଟାର ମାରାଥନ ଜେରା ପରେ ପୋଲିସ ନିଜର ପ୍ରଶ୍ନ ମାନଙ୍କର ଉତ୍ତର ପାଇବାରେ ସକ୍ଷମ ହେଇଛି।

ତେବେ ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଖବର ନେଇକି ଆସିଛୁ। ତେବେ ଆଜିର ବଡ଼ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କୁ ପାରଳାଖେମୁଣ୍ଡିରେ ହେଇଥିବା ମୃତ୍ୟୁ ଫରେଷ୍ଟ ଅଫିସର ସୋମ୍ୟଙ୍କର ମୃତ୍ୟୁ ଉପରେ ପୁଣି ଏକ ବଡ଼ ଅପଡେଟ ନେଇକି ଆସିଛୁ। ଏହା ବବଦରେ କଣ ରହିଛି ବଡ଼ ଖବର ତାହା ବାବଦରେ ଜାଣିବା ଆଜି ଆମେ। ତେବେ ଏହା ବାବଦରେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଉ ଆପଣ ଆମ ମାନଙ୍କ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଏହା ବାବଦରେ ଅଧିକ ଜାଣିବା ପାଇଁ। ଚାଲନ୍ତୁ ଆରମ୍ଭ କରିବା।

vi

ତେବେ ପ୍ରଶ୍ନ ମାନଙ୍କ ଦ୍ୱାରା ପୋଲିସ ନିଜର ଶେଷ ନିଷ୍ପତ୍ତି ଆଡକୁ ଅଗ୍ରସର ହେଉଛି। ତେବେ ଏହା ବାବଦରେ ଅନେକ ପ୍ରକାରର ବଡ଼ ବଡ଼ ପ୍ରଶ୍ନ ପଚାରାଯାଇଛି ବିଦ୍ୟାଙ୍କୁ। ତେବେ ପ୍ରଶ୍ନ ମାନଙ୍କ ଭିତରେ ଅନେକ କିଛି ଅଛି। କଣ ରହିଛି ସୋମ୍ୟଙ୍କ ପିଡ଼ି ହେଇଯିବା ପଛର ରହସ୍ୟ? ଏହା ପାଇଁ ଦାୟୀ କିଏ? କଣ ସୋମ୍ୟ ଆତ୍ମହତ୍ୟା କଲେ? ଯଦି ବି ସେ ଆତ୍ମା ହତ୍ୟା କଲେ ତାହେଲେ ଏହାର କାରଣ କଣ ଥାଇପାରେ? ବିଦ୍ୟାଙ୍କର ଅନ୍ୟ ଲୋକ ମାନଙ୍କ ସହ ସମ୍ପର୍କ କଣ?

ଯେତେବେଳେ ସୋମ୍ୟ ଘରେ ନଥିଲେ ସେତେବେଳେ ବିଦ୍ୟାଙ୍କୁ ପାଖରେ କିଏ କିଏ ଆସୁଥିଲେ ଆଉ ସେମାନଙ୍କର ୟଙ୍କ ସହ ସମ୍ପର୍କ କଣ? ମୋବାଇଲରୁ ମିଳିଥିବା ଭାଇରାଲ ଅଡିଓ କଣ ସତ ଅଟେ? କଣ ସୋମ୍ୟଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିଲା? କଣ ସୋମ୍ୟ କଣ କରୁଥିଲେ ଏହା ବାବଦରେ ବିଦ୍ୟାଙ୍କୁ କିଛି ଧାରଣା ଥିଲା?

ଏହି ସବୁ ପ୍ରଶ୍ନ ମାନଙ୍କ ଦ୍ୱାରା ପୋଲିସ ନିଜର ନିଷ୍ପତ୍ତି ଜାରି କରିଛି।

Leave a Reply

Your email address will not be published. Required fields are marked *