ଆଜିର ନୂଆ ବଡ଼ ଖବର, ଦଶହରା ଆଗରୁ ସମସ୍ତଙ୍କୁ ମିଳିବ ଟଙ୍କା।

news

ଅଗଷ୍ଟ ୧୫ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଏ ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି। ତେବେ ସୂଚନା ମୁତାବକ ଜୁଲାଇ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କଳା ଓ ଧନ୍ଦା ମୂଳକ ରେଜଲ୍ଟ ୧୫ ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ବିଭାଗ ସୂଚନା ଦେଇଥିଲା।

କଳିଙ୍ଗ ଷ୍ଟାଡିୟମରେ ୪ ହକି ଖେଳାଳିଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା, ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ। ପୁରୁଷ ହକି ଖେଳାଳି ଅମିତ ରୋଗଦାସ, ବିରେନ୍ଦ୍ର ଲାକ୍ରା ଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳା ହକି ଖେଳାଳି ଦିପିରେସ ଏକା ଓ ନମିତା ଟପୋ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

haki

ଟୋକିଓ ଅଲମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ ପଦକ ହାସଲ କରିଥିଲେ। ଏହି ଦଳରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ଥିଲେ ଯାହାଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଡି ଏସ ପି ପଦରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।

ଶ୍ରୀମନ୍ଦିର ଖୋଲିବ ନେଇ ଏସୋପି ଜାରି କରାଗଲା। କିଏ କିଏ କରିବେ ଦର୍ଶନ ଆସନ୍ତୁ ଜାଣି ନେବା। ଆସନ୍ତା ୧୬ ତାରିଖରୁ ଭକ୍ତ ଙ୍କ ପାଇଁ ଖୋଲିବ ଜଗା ର ଦୁଆର। ତା ପୂର୍ବରୁ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ। ୫ ଦିନ ପାଇଁ ପୁରୀ ବାସୀ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ୭ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦର୍ଶନ କରିବାର ଅନୁମତି ରହିଛି।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ ରୁ କ୍ରୁଜ ମିଶାଇଲ ର ସଫଳ ପରୀକ୍ଷଣ କରାଯାଇଛି। ସକାଳ ୯.୫୫ ମିନିଟରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ର କୁ ଉତକ୍ଷେପଣ କରା ଯାଇଥିଲା।

ka

ପୁଣି ବଢିବ କେନ୍ଦ୍ରର ୭ମ ବେତନ କମିଶନ ଦରମା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ପୁଣି ବଢିବ ଦରମା। ପିଏମ କିସାନ ଯୋଜନାରେ ଚାଷୀ ମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏବେ ପ୍ରତି ବର୍ଷ ୬୦୦୦ ଟଙ୍କା ଜାଗାରେ ମିଳିବ ୩୬୦୦୦ ଟଙ୍କା। ଏବେ ଚାଷୀ ମାନଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ଅର୍ଥାତ ବାର୍ଷିକ ୩୬୦୦୦ ଟଙ୍କା ପେନସନ ଆକାରରେ ଦିଆ ଯିବ।

ଅନଲାଇନ ଟ୍ରେନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ହୋଇଛି। ଏହି ଟିକେଟ ବିକ୍ରି ପୂର୍ବରୁ ଏବେ ଦୁଇଟି ଭରିଫିକେସନ ବାଧ୍ୟାତ ମୂଳକ କରା ଯାଇଛି। ମୋବାଇଲ ନମ୍ବର ଓ ଇମେଲ ଯାଞ୍ଚ ବାଧ୍ୟତ ମୂଳକ କରା ଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ୟେଲୋ ୱର୍ଣି ଜାରି କରି ସତର୍କ ସୂଚନା ଜାରି କଲା ପାଣି ପାଗ ବିଭାଗ।

Leave a Reply

Your email address will not be published. Required fields are marked *