ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। 10 ନୁଆ ନିୟମ ଲାଗୁ , ନ ଜାଣିଲେ ପସ୍ତେଇ ପାରନ୍ତି ଆପଣ

news

ସାଙ୍ଗମାନେ ଆଜି ସକାଳୁ କିଛି ଗୁରୁତ୍ଵପୂର୍ଣ୍ଣ ଖବର ଆସିଛି ଯାହାକୁ ଆପଣ ନିହାତି ଜାଣିବା ଉଚିତ। ତେବେ ଆସନ୍ତୁ ଜାଣିବା କଣ ରହିଛି ଖବର? ପ୍ରଥମ ହେଉଛି, ୭୫ ତମ ସ୍ବାଧିନତା ଦିବସରେ ଶୁଭେଛା ଜଣେଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଏହି ସ୍ବାଧିନତା ଦିବସ ଦେଶବାସୀଙ୍କ ପାଇଁ ଶକ୍ତି ଆଉ ନବଚେତନା ସୁଷ୍ଟି କରୁ ବୋଲି କହିଛନ୍ତି। ଏହା ପୂର୍ବରୁ ଗତ କାଲି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ ୭୫ ତମ ସ୍ବାଧିନତା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଛା ଜଣେଇଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ, ୭୫ ତମ ସ୍ବାଧିନତା ଦିବସରେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ମନେ ରଖିବା।

modi

ପରବର୍ତ୍ତୀ ଖବରଟି ହେଉଛି, ଆଉଟ ହେଲେନି ରୁଟ ୨୪ ରନରେ ଆଗୁଆ ଇଂଲଣ୍ଡ । ରୁଟଙ୍କର ଅପରାଜିତ ୧୮୦ ରନରେ ପ୍ରଥମ ଇନିଙ୍ଗସରେ ୨୪ ରନରେ ଆଗୁଆ ଅଛି ଇଂଲଣ୍ଡ। ରୁଟଙ୍କ ୧୮୦ ରନରେ ସାମିଲ ଥିଲା ୧୮ ଟି ଚୌକା ।

ପରବର୍ତ୍ତୀ ଖବରଟି ହେଉଛି, ବିକ୍ରି ହେଲା ବିଜୟ ମାଲ୍ୟାଙ୍କ କିଙ୍ଗ ଫିଶର ହାଉସ। ନିଲାମ ୮ ଥର ବିଫଳ ହେବା ପରେ ଜାଣନ୍ତୁ କିଏ କିଣି ନେଲେ। ଏହି ଘରକୁ ହାଇଦ୍ରାବାଦର ସେଟନ ରିୟଲ ଇଷ୍ଟେଟକୁ ବିକ୍ରି କରିଛନ୍ତି। ଏହି ଏୟାରଲାଇନସ ଉପରେ ୯୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଥିଲା। ଏହି ଘରଟିକୁ ୫୨.୨୫ କୋଟି ଟଙ୍କାରେ ନିଲାମ ହେଇଛି।

ପରବର୍ତ୍ତୀ ଖବରଟି ହେଉଛି,୧୬ ରୁ ପ୍ରବଳ ବର୍ଷା ଅବଗତ କରାଇଲା ପାଣିପାଗ ବିଭାଗ। ଦେଶର ବିଭିନ୍ନ ଜାଗାରେ ବର୍ଷା ହେଉଛି। ଶନିବାର ଦିନ ବାରିପଦାରେ ସର୍ବାଧିକ ବୃଷ୍ଟିପାତ ହେଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

rains

ପରବର୍ତ୍ତୀ ଖବରଟି ହେଉଛି ପରବର୍ତ୍ତୀ ଖବରଟି ହେଉଛି, ହ୍ୱାଟସଆପ ଡେଲିଭରୀ ସ୍କ୍ୟାମ ମାତ୍ର ମିନିଟରେ ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ। ଦିନକୁ ଦିନ ଅନଲାଇନ ସ୍କାମ ବଢ଼ିବାରେ ଲାଗିଛି। ଋଷିଆ ତରଫରୁ ଏହି ସତର୍କ ସୂଚନା ଦିଆଯାଇଛି। ଭାଇରାଲ ହେଉଛି ଅକ୍ଷୟଙ୍କ ଫିମେଲ ଭର୍ସନ । ଆପଣ ମାନେ ବି ଜାଣିପାରିବେନି, ବାଦସାହା ରାପରେ ଭାଇରାଲ ହୋଇଥିବା ଗୀତ ଗାଉଥିବା ମହିଳାଙ୍କ ଠାରେ ଅକ୍ଷୟଙ୍କ ଝଲକ ଦେଖିବାକୁ ମିଳିଛି।

ପରବର୍ତ୍ତୀ ଖବରଟି ହେଉଛି ୧୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ବର୍ଗ ଦ୍ବାର। ସର୍ବାଧିକ ୧୦ ଜଣଙ୍କ ସହିତ ଶବ ଦାହ କରିବା ଅନୁମତି ରହିଛି। ପରବର୍ତ୍ତୀ ଖବରଟି ହେଉଛି,ରେଳବାଇ ରୁ ଆସିଲା ନୂଆ ଖବର ପୁରୀ ଏବଂ ରାଉଲକେଲା ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ। ଏହା ୨୪ ରୁ ରାଉଲକେଲା ଠାରୁ ଆରମ୍ଭ କରି ପୁରୀରୁ ୨୫ ରେ ବାହାରି ରାଉଲକେଲା ରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *