ଆଜିର ବ୍ରେକିଙ୍ଗ ନ୍ୟୁଜ। ଭାରତରେ ଲାଗୁ ହୋଇଗଲା 10 ନୁଆ ନିୟମ

news

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜି ସକାଳର ବଡ ଖବର। ଏହା ବାବଦରେ ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଆଜି ସକାଳର ବଡ଼ ଖବର ଏହା କି ପୁଣି ଆମ ଖାଉଟି ମାନଙ୍କ ଉପରେ ମହଙ୍ଗା ମାଡ। ଗ୍ୟାସ ସିଲିଣ୍ଡର ମାନଙ୍କର ଦାମ ପୁଣି ବୃଦ୍ଧି ପାଇବାକୁ ଲାଗିଛି। ଗ୍ୟାସ ସିଲିଣ୍ଡର କମ୍ପାନୀ ମାନେ ପୁଣି ବୃଦ୍ଧି କରିଛନ୍ତି ସିଲିଣ୍ଡର ମାନଙ୍କର ଦର। ଘରୋଇ ଅଣ ସବ୍ସିଡି ସିଲିଣ୍ଡର ମାନଙ୍କର ଦାମ ପ୍ରାୟ ୨୫.୫୦ ଟଙ୍କା ବୃଦ୍ଧି କରା ଯାଇଛି। ଏହି ବୃଦ୍ଧି ପରେ ନୂଆଦିଲ୍ଲୀର ଅଣ ସବ୍ସିଡି ସିଲିଣ୍ଡରର ମୂଲ୍ୟ ୧୪.୨ କେଜି ପ୍ରତି ୮୫୯.୫୦ ପଇସା ହେଇଯାଇଛି।

lpg

କେବେ ଆସିବ ଶିଶୁ ମାନଙ୍କ ପାଇଁ ଟୀକା। ତେବେ କୋଭିଡର ତୃତୀୟ ଲହର ସେପ୍ଟେମ୍ବର ମାସରେ ଭାରତରେ ପହଂଚି ଯିବା କଥା ଏବେ ଲୋକ ମାନଙ୍କର ଚିନ୍ତା ବୃଦ୍ଧି କରିଛି। ଲୋକ ମାନଙ୍କର କେବଳ ଏହା କହିବା କଥା କି କେବେ ଏହି କୋଭିଡ ଟୀକା ପୁଣି ଆସିବାକୁ ଯାଉଛି ଆଉ ତାହା ଆମକୁ କେବେ ଶିଶୁ ମାନଙ୍କର ଉପକାର ପାଇଁ ପଡିବାକୁ ଯାଉଛି। ତେବେ ଆଇସିଏମଆରର କଥା ଅନୁସାରେ ସେପ୍ଟେମ୍ବର ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ଆସିବାକୁ ଯାଉଛି କୋଭାକ୍ସିନ ଟୀକା।

କୋଭିଡ ପରିଚାଳନାରେ ପୁଣି ଓଡିଶା ସବୁଠୁ ଆଗରେ ଅଛି। ଆଉ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟଣାୟକ ପୁଣି ନମ୍ବର ୧ ରେ ଅଛନ୍ତି। ଦେଶରେ କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ପୁଣି ଆଗରେ ଆଉ ଦ୍ୱିତୀୟ ଲହରରେ ସଂକ୍ରମଣ ହାର ସବୁଠୁ କମ ଅଛି। ତେବେ ଓଡ଼ିଶାର ପରିଚାଳନା ଦାୟିତ୍ତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏଥର ପୁଣି ନମ୍ବର ୧ ରେ ଅଛନ୍ତି। ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶ କରା ଯାଇଥିବା ରିପୋର୍ଟ ଅନୁସାରେ ଏହା ହେଇଛି।

navin

ନକଲି ଟୀକା ଚିହ୍ନଟ କରିଛି ହୁ। ତେବେ ସିରମ ଇନଷ୍ଟିଚ୍ୟୁଟ ତଥା ଏସଆଇଆଇ ଦ୍ୱାରା ଚିହ୍ନଟ କରା ଯାଇଥିବା ଏକ ପ୍ରୋଗ୍ରାମ ଭିତରେ କୋଭିଡ ଶିଲଡ଼ ଟୀକା ଉପରେ ନକଲି ଟୀକା ବାହାର କର ଯାଇଛି। ତେବେ କୋବିନ ଦ୍ୱାରା ଅସଲି ଟୀକା ଯାଞ୍ଚ କରିବା ପାଇଁ ହୁର ନିର୍ଦ୍ଧେଶ ରହିଛି।

ଜାତୀୟ ଦିଫେନ୍ସ ଏକାଡେମୀ ଅଥବା ଏନଡିଏ ପରୀକ୍ଷା ଦେଇପାରିବେ ମହିଳା। ଏହା ଉପରେ ବଡ ନିଷ୍ପତ୍ତି ନିଆ ଯାଇଛି। ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏନଡିଏ ପରୀକ୍ଷା ଅଛି ଆଉ ଏଥିରେ ଆଗରୁ କେବଳ ପୁରୁଷ ମାନେ ହି ପରୀକ୍ଷା ଦେଇପାରୁଥିଲେ। ମାତ୍ର ଏବେ ମହିଳା ମାନେ ମଧ୍ୟ ଏହି ପରୀକ୍ଷା ଦେଇପାରିବେ ମାତ୍ର ଆଡ୍ମିସନ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *