ଆଜିର ବ୍ରେକିଙ୍ଗ ନ୍ୟୁଜ।। ହୋଇଗଲା ଏହି ସବୁ ବଡ ନିଷ୍ପତି ।

news

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ବଡ଼ ଖବର।

ତେବେ ଆଜିର ପ୍ରଥମ ଖବର ଏହା କି ପୁଣି ଜନତାଙ୍କ ଲାଗିଲା ଝଟକା। ତୈଳ ଦର ପୁଣି ବୃଦ୍ଧି ହେବାର ସମ୍ଭାବନା ଅଛି। ଗ୍ୟାସ ସିଲିଣ୍ଡରର ଦର ଅଗଷ୍ଟ ମାସ ପହିଲାରୁ ପୁଣି ବୃଦ୍ଧି ହେଇଯିବାର ସମ୍ଭାବନା ଅଛି। ତେବେ ଏହା ବାବଦରେ ସରକାରୀ ତୈଳ କମ୍ପାନୀମାନେ ଘୋଷଣା କରିଛନ୍ତି। ପୁଣି ୭୩ ଟଙ୍କା ମହଙ୍ଗା ହେଇଗଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ। ତେବେ ଭାରତର ସବୁଠୁ ବଡ଼ ଗ୍ୟାସ ସିଲିଣ୍ଡର କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଅଥବା ଆଇଓସି ଏହା ବାବଦରେ ଏକ ବଡ଼ ଘୋଷଣାନାମା କରିଛନ୍ତି। ଏବେ ଭୁବନେଶ୍ୱର ତଥା ନୂଆ ଦିଲ୍ଲୀ ଭଳି ବଡ଼ ବଡ଼ ସହର ମାନଙ୍କରେ ୧୯ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ମାନଙ୍କର ମୂଲ୍ୟ ଏବେ ପ୍ରାୟ ୭୩.୫ ଟଙ୍କା ବୃଦ୍ଧି ହେଇଯାଇଛି । ଏହାର ଦର ଏବେ ୧୫୨୦ ରୁ ବୃଦ୍ଧି ପାଇ ୧୫୯୩.୫ ଟଙ୍କା ହେଇଯାଇଛି।

lpg

ଏହାପର ଖବର ଏହା କି ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜର ଦାସ କହିଛନ୍ତି କି ଶିକ୍ଷାଅନୁଷ୍ଠାନ ମାନଙ୍କର ଖୋଲାଯିବା ନେହି ଗଣଶିକ୍ଷାଅନୁଷ୍ଠାନ ନିଷ୍ପତ୍ତି ନେଇପାରିବେ। ତେବେ ଏହା ଉପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଅଛି। ଅଗଷ୍ଟ ମାସରର ଜାରି କରାଯାଇଥିବା କୋଭିଡ ଗାଇଡ୍ଲାଇଁ ଅନୁସାରେ ଶୀଷାନୁଷ୍ଠାନ ମାନଙ୍କର ଖୋଲାଯାଇପାରିବ।

ଏହାପର ବଡ଼ ଖବର କି ବୟସ ଅନୁଯାୟୀ କରୋନାର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ ହେଇଥାଏ। ଏହା ବାବଦରେ କରା ଯାଇଥିବା ଗବେଷଣା ତଥା କିଙ୍ଗସ ୟୁନିଭରସିଟି ଲଣ୍ଡନ ଅନୁଯାୟି ୨୦ ଏପ୍ରିଲ ୨୦୨୦ରୁ ୧୫ ଅକ୍ଟୋବର ୨୦୨୦ ଯାଏ କରା ଯାଇଥିବା ଏକ ପରୀକ୍ଷାରେ ଏହା ଜଣା ପଡିଲା କି ଲିଙ୍ଗ ଆଉ ବୟସ ଅନୁଯାୟୀ କରୋନାର ଲକ୍ଷଣ ଭିନ୍ନ ଭିନ୍ନ ହେଇଥାଏ।

ଅଗଷ୍ଟ ୩ ତାରିଖ ଠାରୁ ପୁଣି ବର୍ଷା ଆରମ୍ଭ ହେଇଯିବ। ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆସନ୍ତା ଅଗଷ୍ଟ ୪ ତାରିଖ ଦିନ ସୁନ୍ଦରଗଡ଼ ,କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼, ଆଉ ବରଗଡ଼ ଇତ୍ୟାଦି ଜିଲ୍ଲା ଉପରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ୫ ତାରିଖ ଦିନ କିଛି ସ୍ଥାନ ମାନଙ୍କରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି। ଏହା ବାବଦରେ ବଡ଼ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ବଡ଼ ବୈଜ୍ଞାନିକ ଉମାଶଙ୍କର ଦାସ।

rains

ଏହାପର ବଡ଼ ଖବର ଏହା କି ଖାଉଟି ମାନଙ୍କ ଉପରେ ଦର ବୃଦ୍ଧିର ବୋଝ ଆସିଯାଇଛି। ତେଲ ମାନଙ୍କର ଦାମରେ ଲିଟର ପ୍ରତି ୩-୧୦ ଟଙ୍କା ଯାଏ ବୃଦ୍ଧି ହେଇଛି।

ଥମିନାହିଁ କରୋନା ଆଉ ଏବେ ପୁଣି ଆସିଲାଣି ଜିଙ୍କା ଭୁଟାଣୁର ଭୟ। ପୁରା ଦୁନିଆରେ ଏଯାଏ କରୋନାର ପ୍ରକୋପ କମ ହେଇନାହିଁ ଆଉ ଦେଶରେ ପୁଣି ଜିଙ୍କା ଭୁତାଣୁ ରୋଗୀ ଚିହ୍ନଟ ହେଇସାରିଛନ୍ତି।

Leave a Reply

Your email address will not be published. Required fields are marked *