ଆଜିର ବ୍ରେକିଙ୍ଗ ନିଉଜ। ସବୁତକ ବଡ ଖବର

ଆଜି ଆମେ ଆପଣଙ୍କ ପାଖରେ କିଛି ବଡ଼ ବଡ଼ ଖବର ନେଇକି ଆସିଛୁ ଯାହା ଆପଣଙ୍କ ପାଇଁ ଜାଣିବା ନିହାତି ଦରକାର। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜିର ବଡ଼ ଖବର।

ପ୍ରଥମ ଖବର ଏହା କି ଉଜ୍ଜ୍ୱଳା ୨.୦ ର ଆରମ୍ଭ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଉତ୍ତର ପ୍ରଦେଶର ମହତ୍ତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ବଳା ୨.୦ ର ଆରମ୍ଭ କଲେ। ଗରିବ ସୀମାରେଖା ତଳେ ଥିବା ପରିବାର ମାନେ ଏହାଦ୍ୱାରା ଉପକୃତ ହେଇପାରିବେ। ସେମାନଙ୍କୁ ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର। ଏହା ପାଇଁ ଭିଡିଓ କଂଫେରେନ୍ସିଂ ଦ୍ୱାରା ସେମାନଙ୍କୁ ସମ୍ବୋଧିତ କରିଥିଲେ ଉତ୍ତର ଭାରତର ପେଟ୍ରୋଲିଅମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦିପ ସିଂ ଆଉ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

modi

ଆସନ୍ତା ୧୨ ତାରିଖ ଠାରୁ ଯୁକ୍ତ ଦୁଇ ନିମନ୍ତେ କଲେଜ ମାନଙ୍କରେ ନାମଲେଖା ଆରମ୍ଭ ହେବ ଆଉ ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଦେଇ ପଦୋନ୍ନତି କରିପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ମନ୍ତ୍ରଣାଳୟ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି ଉପରେ ନିଆ ଯାଇଥିବା ନିଷ୍ପତ୍ତି କୁ ଆଧାର କରି ଏହି ନିଷ୍ପତ୍ତି ନିଆ ଯାଇଛି।

ରେଡ଼ ଆଲର୍ଟରେ ରହିଛି ଦିଲ୍ଲୀର ବିମାନ ବନ୍ଦର। ଆତଙ୍କବାଦୀ ମାନଙ୍କର ଆକ୍ରମଣ ଉପରେ ସୂଚନା ପ୍ରଦାନ କଲା ଆମ ଖବର ବିଭାଗ ଆଉ ଆଗକୁ ସ୍ବାଧୀନତା ଦିବସ ରହି ଥିବାରୁ ଆତଙ୍କବାଦୀ ମାନଙ୍କର ଆକ୍ରମଣ ଉପରେ ନେଇ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରେଡ଼ ଆଲର୍ଟ ଜାରି କରା ଯାଇଛି।

ପ୍ରାୟ ୧୩ ମାସେ ଚିକିତ୍ସା ପରେ ଘରେ ପହଁଚିଲା ଦୁନିଆର ସବୁଠୁ ଛୋଟ ଶିଶୁ। ଏହି ଶିଶୁର ଚିକିତ୍ସାରେ କେତେ କଣ ଚେଷ୍ଟା କରା ଯାଇଥିଲା ଆଉ ଏହି ଶିଶୁଟି ସିଙ୍ଗାପୁର ଜାତୀୟ ହସ୍ପିଟାଲରେ ଜନ୍ମ ନେଇଥିଲା। ଜନ୍ମ ସମୟରେ ଏହାର ଓଜନ ଥିଲା ମାତ୍ର ୨୧୨ ଗ୍ରାମ। ଏହା କୁହା ଯାଇପାରେ କି ଏହି ଶିଶୁଟି ଏକ ଆପୁଲ ଓଜନର ଥିଲା।

sisu

ଖୁବ ଶୀଘ୍ର ନିଯୁକ୍ତି ହେବେ ୧୧,୪୫୦ ଶିକ୍ଷକ ଆଉ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ଏହା ଉପରେ ସୂଚନା ପ୍ରଦାନ କରିବେ। ଏହା ବାବଦରେ କହିଲେ ଗଣଶିକ୍ଷା ମନ୍ତ୍ରୀ। ରାଜ୍ୟ ସରକାରଙ୍କ ଅନୁସାରେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ପ୍ରାୟ ୧୧,୪୫୦ ଶିକ୍ଷକ ମାନଙ୍କୁ ନିଯୁକ୍ତି ପ୍ରଦାନ କରା ଯାଉଛି ବୋଲି କୁହା ଯାଉଛି।

ଝିଅ ଯଦି ପ୍ରାପ୍ତ ବୟସର ଅଛି ଆଉ ଶାରୀରିକ ତଥା ମାନସିକ ଭାବରେ ସୁସ୍ଥ ଅଛି ତାହେଲେ ସେ ତାଙ୍କ ପିତାଙ୍କ ଠାରୁ ଭରଣ ପୋଷଣ ଦାୟିତ୍ତ୍ୱ ନେଇପାରିବ ନାହିଁ। ସିଜିଏମ କୋର୍ଟ ୨୦୧୦ ମସିହାରେ ଏହା ନିଷ୍ପତ୍ତି ନେଇଥିଲା କି ଯଦି ଜଣେ ଝିଅ ବାପାଙ୍କ ଠାରୁ ଦୂରରେ ରହୁଛି ତାହେଲେ ବି ସେ ତାଙ୍କ ବାପାଙ୍କ ଠାରୁ ୩ ହଜାର ଟଙ୍କା ମାସିକ ନେବାପାଇଁ ବାଧ୍ୟ ଅଟେ। ମାତ୍ର ତାହାକୁ କାଉଣ୍ଟର କରି ଏବେ ଏହି ନିଷ୍ପତ୍ତି ନିଆ ଯାଇଛି କି ତାହା ବାଧ୍ୟ ନୁହଁ।

Leave a Reply

Your email address will not be published. Required fields are marked *