ଏହି ଗଛ ମୁକେଶ ଅମ୍ବାନୀଙ୍କୁ କରିଥିଲା କୋଟିପତି ଆପଣ ବି ଘରେ ଲଗାଇ ହୋଇ ପାରିବେ କୋଟିପତି

money

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଗଛ ବିଷୟ ରେ କହିବାକୁ ଜାଉଛୁ ଜାହାକୁ ଘରେ ଲଗେଇବା ଦ୍ୱାରା ଆପଣ ମାନଙ୍କ ଘରେ ଧନ ସଂମ୍ପତୀ ର ଆଗମନ ହୋଇପାରେ । ତେବେ ଆସନ୍ତୁ ଜଣେଇଦେବୁ ସେହି ଗଛ ଗୁଡିକ କଣ ଅଟେ । ପ୍ରଥମେ ହେଲା ପାନ ଗଛ ଏହି ଗଛ ଏକ ଲତା ଜାତୀୟ ଗଛ ଏହି ଗଛ ଏବଂ ଏହି ଗଛ ର ପତ୍ର ସବୁ ଦେବୀ ଦେବତାଙ୍କର ଅତି ପ୍ରିୟ ହୋଇଥାଏ ।\

pana

ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହି ଗଛର ପତ୍ର କୁ ସବୁ ପୂଜା ପାଠ ଏବଂ ହୋମରେ ବ୍ୟବହାର କରାଯାଏ । ଏମିତି ରେ ଏହି ଗଛ କୁ ଘରେ ରଖିଲେ ଧନ ସଂମ୍ପତୀ ର ଆଗମନ ହୋଇପାରେ । ଦୁଇରେ ହେଲା ଧଳା କନିଅରି ଗଛ । ବନ୍ଧୁଗଣ ଧଳା ରଙ୍ଗର ର କନିଅରି ଗଛ ଶିବ ଭଗବାନଙ୍କର ଅତି ପ୍ରିୟ ହୋଇଥାଏ । ଏବଂ ରାଧା ଦାମଦୋର ଙ୍କର ଅତି ପ୍ରିୟ ମଧ୍ୟ ହୋଇଥାଏ । ବା ଲକ୍ଷ୍ମୀ ନାରାୟଣ ଙ୍କର ମଧ୍ୟ ଅତି ପ୍ରିୟ ଅଟେ ।

ଯଦି ବନ୍ଧୁଗଣ ପ୍ରତି ଶୁକ୍ରବାର ଦିନ ମାଆ ଲକ୍ଷ୍ମୀ ଧଳା ରଙ୍ଗର କନିଅରି ଫୁଲ ବ୍ୟବହାର କରାଯାଏ ତେବେ ଦରିଦ୍ରତା ଦୂର ହୁଏ । ଏବଂ ଧଳା କନିଅରି ଗଛ ଯେଉଁଘରେ ରହେ ସେହି ଧରେ କୈଣସି ବି ନାକାରାତ୍ମକ ଉର୍ଜା ରହିପାରେ ନାହିଁ ।

White kaner flowers

ତୃତୀୟ ରେ ହେଲା ଗଙ୍ଗଶୀଉଳୀ ଗଛ ଏହା ଔଷଧୀୟ ଗୁଣ ରେ ପରିପୂର୍ଣ୍ଣ ଏହାର ଫୁଲ ବହୁତ ସୁଗନ୍ଧ ଯୁକ୍ତ ଅଟେ । ଏବଂ ଏହି ଫୁଲ ସବୁ ଦେବୀ ଦେବତାଙ୍କର ଅତି ଅତି ପ୍ରିୟ ଅଟେ । ଏହି ଗଛ ଘରେ ରଖିଲେ ଆପଣ ମାନଙ୍କର ଧନ ସଂମ୍ପତୀ ର ଆଗମନ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *