ଟଙ୍କା ବର୍ଷା କରୁଥିବା ଏହି ଉପାୟ , ଥରେ ଅବଲମ୍ବନ କରନ୍ତୁ।

tree

ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ଓସସ୍ଥ ଗଛ ବାବଦରେ କହିବାକୁ ଯାଉଛୁ। ତେବେ ଆପଣ ଜାଣନ୍ତି କି ଓସସ୍ଥ ଗଛ ଦ୍ୱାରା ଆପଣ ଧନୀ ମଧ୍ୟ ହେଇପାରିବେ। ଏହା ଉପରେ ବାସ୍ତୁ ଶାସ୍ତ୍ରରେ ନିୟମାବଳୀ ଭରା ରହିଛି। ତେବେ ଏହା ବାବଦରେ ଆମେ ଜାଣିବାକୁ ଯାଉଛୁ ଆଜି। ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା।

ଆଜି ଆମେ ଆପଣଙ୍କ ପାଖରେ ଓସସ୍ଥ ଗଛର ମହିମା କହିବାକୁ ଯାଉଛୁ। ଆମେ କହିବୁ ଆପଣଙ୍କ ପାଖରେ ଏପରି କିଛି କଥା ଯାହା ଆପଣ ଜାଣିବା ପରେ କହିବେ କି ଓସସ୍ଥ ଗଛ ଆପଣଙ୍କର କେତେ ଅଧିକ ଉପକାରୀ ହେଇପାରେ। ଏହାକୁ ପୂଜା କରିବାର ବିଧି ମଧ୍ୟ କହିବୁ ଆଜି। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

tree

ଆପଣ ଜାଣନ୍ତି କୁ ଓସସ୍ତ ଗଛକୁ ବହୁତ ଲୋକ ଭୟ କରନ୍ତି।।ଏହାର କାରଣ ଏହା କି ଏହାକୁ ଶନିବାର ବ୍ୟତୀତ ଆଉ କେବେ ବି ଛୁଇଁବା କଥା ନୁହଁ।ବିଶେଷ କରି ରବିବାର ଦିନ ଏହାକୁ ଛୁଇଁବା ଆଦୌ ବି ଉଚିତ ନୁହଁ।କାରଣ ଏଠିରେ ଅଲକ୍ଷ୍ମୀ ବାସ କରନ୍ତି ଆଉ ତାଙ୍କର ପ୍ରଭାବ ରବିବାର ଦିନ ସର୍ବାଧିକ ରହିଥାଏ। ତେଣୁ ରବିବାର ଦିନ ଏହାକୁ ଛୁଇଁବା ଅନୁଚିତ ଅଟେ।

ତେବେ ଏବେ ଆପଣ ଜାଣନ୍ତୁ କି ଓସସ୍ଥ ଗଛକୁ କେଉଁଦିନ ଆଉ କିଭଳି ପୂଜା କରିବା ଦ୍ୱାରା ଆମକୁ ଭଲ ଫଳାଫଳ ମିଳିଥାଏ। ତେବେ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଓସସ୍ଥ ଗଛ ଚେରରେ ବ୍ରହ୍ମା, ଦେହରେ ବିଷ୍ଣୁ ତଥା ଏହାର ଶାଖା ମାନଙ୍କରେ ମହେଶ୍ବର ଅର୍ଥାତ ଶିବ ବାସ କରନ୍ତି। ଏହାର ପତ୍ର ମାନଙ୍କରେ ସମସ୍ତ ପ୍ରକାର ଦେବାଦେବୀ ବାସ କରନ୍ତି। ଏଥିରେ ଶନିବାର ଦିନ ସାକ୍ଷାତ ଶନିଦେଵ ବାସ କରନ୍ତି ଆଉ ଏହା ସହିତ ସାକ୍ଷାତ ଲକ୍ଷ୍ମୀନାରାୟଣ ବି ବାସ କରନ୍ତି।

a tree

କୁହାଯାଏ କି ଶନିବାର ଦିନ ଓସସ୍ଥ ଗଛ ମୂଳରେ ପୂଜା କରିବା ଦ୍ୱାରା ସାକ୍ଷାତ ଲକ୍ଷ୍ମୀ ନାରାୟଣ ତଥା ଶିବଙ୍କୁ ପୂଜା କରିବା ସହିତ ସମାନ ହେଇଥାଏ। ତେବେ ଓସସ୍ଥ ଗଛ ମୂଳରେ ସାକ୍ଷାତ ଲକ୍ଷ୍ମୀ ବାସ କରନ୍ତି। ତାଙ୍କର ପୂଜା ଶନିବାର ଦିନ କରିବା ଦ୍ୱାରା ଆପଣଙ୍କ ଉପରେ ତାଙ୍କ କୃପା ସର୍ବଦା ରହିଥାଏ ଆଉ ତାହା ଆପଣଙ୍କ ଜୀବନରୁ ସବୁ ଆର୍ଥିକ ସମସ୍ୟା ଦୂର କରିଥାଏ ଆଉ ଆପଣଙ୍କ ଜୀବନରେ ଧନାଭାଵ ଦେଖିବାକୁ ମିଳି ନଥାଏ। ତେବେ ଏହିପରି ଆପଣ ଓସସ୍ଥ ଗଛରୁ ଧନୀ ହେଇପାରିବେ।

Leave a Reply

Your email address will not be published. Required fields are marked *