ଗରିବ ହେବାର ମୁଖ୍ୟ କାରଣ ଏହା ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଗରିବ ହେବାର କାରଣ ଆପଣଙ୍କ ଭିତରେ ଲୁଚି ରହିଁଥିବା ଏହି ଅଭ୍ୟସ ଅଟେ , ଯେଉଁ କାରଣରୁ ଆପଣଙ୍କ ପାଖରେ ଧନ କେବେବି ଲୁଚି ରୁହେନାହିଁ । ଏମିତି କୁହାଯାଏ ମା ଲକ୍ଷ୍ମୀ କେବେବି କୈଣସି ସ୍ଥନରେ କରିମ୍ବା ଜଣେ ବ୍ୟକ୍ତି ପାଖରେ ରୁହନ୍ତି ନାହିଁ , ଏଥିପାଇଁ ତାଙ୍କୁ ପଶ୍ରନ କରିବା ବହୁତ ଜରୁରି ଅଟେ । ଯେଉଁ ଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ ସେଠାରେ ଦରିଦ୍ରତା ରହିଥାଏ , ଯାହା ଆଜିର ସମୟରେ ମଣିସର ଦୁଃଖର ବଡ କାରଣ ହୋଇଥାଏ ,

ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ସେହିଁ ଅଭ୍ୟସ ଏବଂ ଭୁଲ ବିସୟରେ ଯାହା ଜଣା ଅଜଣା ରେ ହୋଇଥାଏ ଏବଂ ଆପଣଙ୍କ ଗରିବ ହେବାର କାରଣ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଲୋକ ଭୋଜନ ଅଇଠା ଛାଡିବାର ଅଭ୍ୟସ ରଖିଥାଏ ଏବଂ ବଞ୍ଚି ଜାଉଥିବା ଅଇଠା ଖାଦ୍ୟକୁ ବାହାରକୁ ଫପାଡି ଦିଏ ତାହେଲେ ଏମିତିରେ ଅର୍ଣ୍ଣ ଅପମାନ ହୋଇଥାଏ , ଏହି କାରଣରୁ ମା ଲକ୍ଷ୍ମୀ ସେହିଁ ଘରୁ ଚାଲି ଜାଆନ୍ତି ଏବଂ ବ୍ୟକ୍ତି କୁ ଗରିବର ସାମ୍ନା କରିବାକୁ ପଡିଥାଏ , ସେଥିପାଇଁ ଭୋଜନ କରିବା ସମୟରେ ଅଇଠା ଖାଦ୍ୟ ଛାଡିବା ଉଚିତ୍ ନୁହେ ।

Lakshmi

ଏହା ସହିତ ଆପଣଙ୍କ ଘରେ ମୁଖ୍ୟ ଖାଇବା ନ ସରିବା ଉଚିତ ଯେପରି ଅଟା ଏବଂ ଚାଉଳ ନସରିବ ଉଚିତ୍ ଆପଣଙ୍କ ଘରେ ଅଟା ସରିବା ମାନେ ଆପଣଙ୍କ ଘରେ ରାହୁ କେତୁ ପ୍ରବେଶ କରିବା ସହିତ ସମ୍ମାନ ହୋଇଥାଏ ସେହି ବ୍ୟକ୍ତି ସବୁ ପ୍ରକାର ଉପାୟ କଲେ ମଧ୍ୟ ତାଙ୍କ ଘରେ ଦାରିଦ୍ର୍ୟତା ହୋଟେ ନାହିଁ । ଏବେ ମୁଁ ଆପଣଙ୍କୁ ଗୋଟେ ନିହାତି ଆବଶ୍ୟକ କଥା କହିବି ଯାହା ଆପଣ ରାତ୍ରୀରେ କଦାବି କରିବା ଉଚିତ୍ ହୋଇନଥାଏ ।

ରାତିରେ କେବେବି ପିତା ଜିନିଷ ଭାଜନ୍ତୁ ନାହିଁ ଯଥା କଲରା ରାତ୍ରୀରେ କଲରା ଭାଜିବ ଦ୍ବାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ ଏହାପରେ ଆପଣ ଯଦି ବି ଜାଣିଶୁଣି କଲରା ଭାଜୁ ଛନ୍ତି କି ଜାନିକି ପ୍ରତି ଥର ଭୁଲ କରୁଛନ୍ତି ତେବେ ଜାଣି ନିଅନ୍ତୁ ଏହା ସର୍ବଦା କରିବା ଦ୍ୱାରା ଆପଣଙ୍କ ଘରେ ଫରକ୍ ପଡ଼ିଥାଏ ଏବଂ ଆପଣଙ୍କ ପରିବାରରେ ଦ୍ଵନ୍ଦ ସୃଷ୍ଟି ହୋଇଥାଏ ।

krishan

ସର୍ବଦା ଘରେ କୋଳି ଝଗଡ଼ା ହେବ ଏହା ଅଶୁଭ ହୋଇଥାଏ ଏବଂ ଏହା ଦାରିଦ୍ର୍ୟତା ର ପ୍ରତୀକ ହୋଇଥାଏ ଯେଁଉ ଘରେ ସର୍ବଦା କୋଳି ଝଗଡ଼ା ଚାଲିଥାଏ , ସେହି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ଫଳରେ ଆପଣଙ୍କ ଘରକୁ ଅସୁବିଧା ର ସମ୍ମଖିନ କରିବାକୁ ପଡ଼ିଥାଏ ଫଳରେ ଆପଣଙ୍କ ଘରେ କେବେବି ଟଙ୍କା ରୁହେ ନାହିଁ ଏବଂ ବ୍ୟକ୍ତି କୁ ଗରିବ ହେବାର ସାମ୍ନା କରିବାକୁ ପଡିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *