ଏହି ଚାରିଟି କଥା ଭାଙ୍ଗିପାରେ ଆପଣଙ୍କର ହସ ଖୁସିର ବୈବାହିକ ଜୀବନ।

love

ଆଜି ଆମେ ଆପଣଙ୍କ ପାଖରେ କିଛି ଅତି ଦରକାରୀ କଥା କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ତେବେ ଆଜି ଆମେ କହିବାକୁ ଯାଉଛୁ କିଛି କାର୍ଯ୍ୟ ବାବଦରେ ଯାହା କି ଆପଣଙ୍କ ସୁଖ ଖୁସିର ବୈବାହିକ ଜୀବନକୁ ନର୍କ କରି ପାରେ। ଆମେ କହିବୁ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର।

marred

ତେବେ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହେଇଯାଏ ସେତେବେଳେ ସେ ବିଭିନ୍ନ ସ୍ୱପ୍ନ ଦେଖିବା ଆରମ୍ଭ କରିଦିଏ। ସେ ନିଜର ଏକ ହସ ଖୁସିର ପରିବାର ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରେ ଆଉ ତାହା ସେ ସମ୍ପୃନ୍ନ କରିବା ପାଇଁ ଚେଷ୍ଟା କରେ। ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କାର୍ଯ୍ୟ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା କରିବା ପରେ ଜଣେ ବ୍ୟକ୍ତିର ସମ୍ପୃନ୍ନ ଖୁସି ପରିବାର ନାରଖାର ହେଇ ଯାଇଥାଏ। ତେବେ ଆସନ୍ତୁ ଏହା ବାବଦରେ ଆମେ ଆରମ୍ଭ କରିବା ଆଉ ଜାଣିବା ଏହାର ମହତ୍ତ୍ୱ କଣ ଅଟେ।

ପ୍ରଥମ କାରଣ ଅଟେ ସାଥି ସହ ସମୟ ନ ବିତେଇବା। କିଛି ଲୋକ ନିଜର ବିବାହ ପରେ ତାଙ୍କ ସାଥୀଙ୍କ ସହ କିଛି ଉତ୍ତମ ସମୟ ବିତେଇ ଥାଆନ୍ତି ଆଉ କିଛି ଲୋକ ବିବାହ ପରେ ତାଙ୍କ ସାଥୀଙ୍କ ସହ ଭଲ ସମୟ ବିତାନ୍ତି ନାହିଁ। ମାତ୍ର ଯେମିତି ହି ସମୟ ବଢି ଚାଲେ ସେମିତି ହି ଲୋକଙ୍କର ଧ୍ୟାନ ହଟିବାରେ ଲାଗିଯାଏ। ସେମାନେ ନିଜ ସାଥୀଙ୍କ ସହ ସମୟ ବିତେଇବା ପାଇଁ ଆଉ ସମୟ ପାଆନ୍ତି ନାହିଁ। କେତେବେଳେ କାର୍ଯ୍ୟର ବ୍ୟସ୍ତତାରୁ ହେଉ ଅଥବା କେତେବେଳେ ଅନ୍ୟାନ୍ୟ କାରଣରୁ ହେଉ। ଏହି କାରଣ ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ ଆଉ ଆପଣଙ୍କ ସୁଖ ଖୁସିର ବୈବାହିକ ଜୀବନକୁ ନଷ୍ଟ କରିପାରେ।

Fighting

ଦ୍ୱିତୀୟରେ ଆସେ ପୁରାତନ କଥାକୁ ଦୋହରେଇବା। କିଛି ଲୋକଙ୍କର ଆଦତ ଥାଏ କି ସେମାନେ ପୁରାତନ କଥାକୁ ସର୍ବଦା ଧରି ବସନ୍ତି ଆଉ ନିଜର ପାର୍ଟନରଙ୍କ ସହ ଯୁକ୍ତି ତର୍କରେ ଲାଗି ପଡନ୍ତି। ଏହାଦ୍ୱାରା ତାଙ୍କ ଭିତରେ ସର୍ବଦା ଝଗଡା ଲାଗି ରହେ ଆଉ ଭବିଷ୍ୟତରେ ସମ୍ପର୍କ ଖରାପ ହେଇପାରେ।

ତୃତୀୟରେ ଆସେ ସନ୍ଦେହ କରିବା। ବିବାହିତ ଜୀବନରେ ସନ୍ଦେହ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ଆଉ ଏହା ସମ୍ପର୍କ ଖରାପ କରି ଦେଇଥାଏ। ଏହା ଯୋଗୁ ଭବିଷ୍ୟତରେ ସମ୍ପର୍କ ଭାଙ୍ଗି ଯିବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ସନ୍ଦେହ ଆପଣଙ୍କର ସବୁଠୁ ବଡ଼ ଶତ୍ରୁ ହେଇଥାଏ ଯାହା କି ଆପଣଙ୍କ ଉପରେ ଭାରି ପଡିପାରେ।

Leave a Reply

Your email address will not be published. Required fields are marked *