ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ତୁଳସୀ ଗଛ କୁ ଏକ ପବିତ୍ର ଗଛ ର ମାନ୍ୟତା ଦିଆ ଜାଇଛି ସାଧାରଣତଃ ସବୁ ହିନ୍ଧୁ ଧର୍ମି ଙ୍କ ଘରେ ଏହି ଗଛ ଦେଖିବା ପାଇଁ ମିଳିଯିବ ଯେଉଁ ଘରେ ଏହି ତୁଳସୀ ଗଛ ର ପୂଜା ହୋଇନଥାଏ ସେହି ଘରେ ନାକାରାତ୍ମକ ଶକ୍ତି ର ଆଗମନ ହୋଇନଥାଏ ବନ୍ଧୁଗଣ ତୁଳସୀ ଗଛ ବୈଜ୍ଞ୍ୟାନିକ ଦୃଷ୍ଟି ରୁ ବହୁତ ମହତ୍ୱ ପୂର୍ଣ୍ଣ ଗଛ ଅଟେ ।
ଘରେ ତୁଳସୀ ଗଛ ଲଗା ଜାଇ ଥାଏ ନିୟମିତ ଭାବେ ଏହି ଗଛ ଠାରେ ସଂନ୍ଧ୍ୟା ଧୂପ ଲଗା ଜାଇଥାଏ ବନ୍ଧୁଗଣ ତୁଳସୀ ଗଛ କେବଳ ପୂଜନିୟ ନୁହେଁ ବରଂ ସେହି ଥିରେ ବହୁତ ଔଷଧିୟ ଗୁଣ ବି ଭରି ରହିଛି , ବୈଧିକ ସଂକୃତି ରେ ମଧ୍ୟୟ ତୁଳସୀ ର ବହୁତ ବଡ ମହତ୍ୱ ରହିଛି , ବହୁତ କମ୍ ଲୋକ ମାନଙ୍କୁ ଏହା ଜଣା ଥିବ କି ତୁଳସୀ ର ବିବାହ ଶାଳ ଗ୍ରାମ ସହିତ ହୋଇ ଥିଲା , ଏବଂ ଶାଳ ଗ୍ରାମ ଭଗବାନ ଶ୍ରୀ କୃଷ୍ଣ ଙ୍କ ଅବତାର ଅଟେ ।
ପ୍ରତ୍ୟେକ ଦିନ ଖାଲି ପେଟ ରେ ପାଞ୍ଚ ଟି ପତ୍ର କୁ ଖାଇବା ଦ୍ୱାରା ଆପଣ ମାନଙ୍କ ଦେହ ରେ ଶ୍ୱାସ ବା ରକ୍ତ ଅପରିସ୍କାର ଭଲି ସମସ୍ୟା ଦେଖିବା ପାଇଁ ମିଳେ ନାହିଁ ସେମିତି ରେ ଆମେ ଆଜି ଏମିତି କିଛି ମହିଳା ମାନଙ୍କ ବିଷୟ ରେ କହିବୁ ଜାହାଙ୍କୁ କେବେ ବି ତୁଳସୀ ଗଛ ର ପୂଜା କରିବା ଉଚିତ୍ ନୁହେଁ , ତେବେ ପ୍ରଥମେ ଯେଉଁ ମହିଳା ମାନେ ମାସିକ ଧର୍ମ ପାଳନ କରନ୍ତି ସେମାନ କେବେ ବି ପୂଜା କରିବା କଥା ନୁହେଁ ।
ସେହି ପରି ଦୁଇ ରେ ବନ୍ଧୁଗଣ କୈଣସି ବି ମହିଳା ମାନେ ଅଗ୍ନି କୁ ସାକ୍ଷୀ ରଖି ବିବାହ କରି ନାହାଁନ୍ତି ସେମାନେ କେବେ ବି ତୁଳସୀ ଗଛ ପୂଜା କରିବା କଥା ନୁହେଁ । ସେହି ପରି ଯେଉଁ ମହିଳା ମାନଙ୍କ ମନ ରେ ଅନ୍ୟ ମାନଙ୍କ ପ୍ରତି ହିଂସା ଏବଂ କ୍ରୋଧ ଦେଖିବା ପାଇଁ ମିଳେ ତଥା ସେମାନଙ୍କ ମନ ରେ ଇର୍ସା ରହିଥାଏ ସେମାନେ କେବେ ବି ତୁଳୀ ଗଛ ପୂଜା କରିବା କଥା ନୁହେଁ , ସେହି ପରି ଯେଉଁ ମାନେ ମଦ୍ୟପାନ , ଏବଂ ଖରାପ କାମ ରେ ଲିପ୍ତ ରୁହନ୍ତି ସେମାନେ କେବେ ବି ଏହି ତୁଳସୀ ଗଛ କୁ ପୂଜା କରିବା କଥା ନୁହେଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।