ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଏଖ ଘୂର୍ଣ୍ଣିଂ ବଳୟ ଆଉ ଏହାର ପ୍ରଭାବ ରେ ଓଡିଶାର ବିଭିନ୍ନ ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ଏହା ଅଧିକ ପରିମାଣ ରେ ବର୍ଷିବାର ସମ୍ଭାବନା କମ୍ ରହିଛି । ତେବେ ରାଜ୍ୟରେ କେତେକ ଜିଲ୍ଲା ରେ ଘୂର୍ଣ୍ଣିଁ ବଳୟ ପ୍ରଭାବ ରେ ବର୍ଷା ହେବ । ଏହି ନେଇ ଆଞ୍ଚଳିକ ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି ।
ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଡେଟ ଜାଣି ନେବା । ତେବେ ମୈଶୁମୀ କ୍ରମାଗତ ଭାବେ ଉତ୍ତର ପଟେ ରହୁଛି । ବିବାହ ଏବଂ ପଶ୍ଚିମ ବଙ୍ଗର ଉତ୍ତର ପଟେ ସମୁଦ୍ର ପତନ ଉପରେ ମୈଶୁମୀ ଜନିତ ନିମ୍ନ ଚାପ ରେକ୍ଷା ଲମ୍ବିଛି । ଫଳ ରେ ବର୍ଷା ର ପରିମାଣ ରାଜ୍ୟରେ କମୁଥିବା ବେଳେ ରାଜ୍ୟ ବାହାରେ ବର୍ଷା ର ପରିମାଣ ରେ ଏବେ ବୃଦ୍ଧି ଘଟିଛି ।
ସେପଟେ ରାଜ୍ୟ ରେ 24 ରେ ନିଅଣ୍ଟିଆ ବର୍ଷା ବୃଦ୍ଧି ପାଇବ । ଏବେସୁଧା ରାଜ୍ୟରେ ସ୍ୱଭାବିକ ବର୍ଷା 625.9 ମିଲିମିଟର ହେବା କଥା ହେଲେ ହୋଇଛି 469.8 ମିଲିମିଟର ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ ରେ କେନ୍ଧୁଝର , ମୟୁରଭଞୀ , କଳାହାଣ୍ଡୀ ଜିଲ୍ଲା ର ଗୋଟିଏ କିମ୍ଭା ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଏହି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ପ୍ରଦାନ କରାଜାଇଛି କି । ଆସନ୍ତା 24 ଘଣ୍ଟା ମଧ୍ୟମରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କନ୍ଦ୍ରାପଡା , କଟକ, ଜଗତସିହଂପୁର , ପୁରୀ , ଖୋର୍ଦ୍ଧା , ଗଞାମ୍ , ନୟାଗଡ , ଗଜପତି ଆଦି ଜିଲ୍ଲା ରେ ୟୋଲ ୱାର୍ଣ୍ଣିଂ ଜାରି କରିବା ସହିତ ସତର୍କ ୱାର୍ଣ୍ଣିଂ ଜାରି କରାଜାଇଛି ।
ସେହି ପରି ଅଗଷ୍ଟ 8 ତାରିଖ ରୁ 9 ତାରିଖ ମଧ୍ୟରେ ସୁନ୍ଦରଗଡ, ଝାଡସୁଗୁଡା ଏବଂ ବରଗଡ ଆଦି ଜିଲ୍ଲା ରେ କାଶବୈଶାଖୀ ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ୍ୟ ରୁ ୟୋଲ ୱାର୍ଣ୍ଣିଂ ଜାରିକରାଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।