ରାଜ୍ୟରେ ଏଥର ବର୍ଷା ଅଭାବ,ମରୁଡି ଆଶଙ୍କା। ଏହି ଜିଲ୍ଲାର ଲୋକ ସାବଧାନ

Drought

ଆମେ ଆପଣଙ୍କ ପାଖରେ ଆଜିର ବଡ ଖବର ବାବଦରେ କହିବାକୁ ଯାଉଛୁ ଯାହା ହୁଏତ ଆପଣଙ୍କ ପାଇଁ ବହୁତ ଅଧିକ ଦରକାରୀ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ତେବେ ସର୍ବଦା ବର୍ଷା ଅଧିକ ହେବା ଅଥବା ବନ୍ୟା ହେବା ଉପରେ ରିପୋର୍ଟ ଜାରି କରା ଯାଇଥାଏ। ମାତ୍ର ଆଜିର ରିପୋର୍ଟ ଅଲଗା ଅଛି। ଆଜି ଆମେ ଅଭାବୀ ବର୍ଷା ବାବଦରେ କଥା ହେବା।

ଆଜି ଆମେ କହିବା କି ପାଣିପାଗ ବିଭାଗ ଏକ ରିପୋର୍ଟ ଜାରି କରିଛି ଯାହା ଭିତରେ ଅଭାବୀ ବର୍ଷା ବାବଦରେ ଲିଖିତ ଅଛି ଆଉ ଏପରିକି କିଛି ଜିଲ୍ଲା ମାନଙ୍କରେ ମରୁଡି ହେବାର ଆଶଙ୍କା କରା ଯାଇଛି। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ଏହି ମରୁଡି ଆଶଙ୍କା ବାବଦରେ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

marudi

ରାଜ୍ୟରେ ଏଯାଏ ଅଭାବୀ ବର୍ଷା ପାଗ ରହିଛି। ତେବେ ଆପଣ ଜାଣନ୍ତି କି ପାଣିପାଗ ରିପୋର୍ଟ ଅନୁସାରେ ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଅଗଷ୍ଟ ୧୮ ତାରିଖ ଯାଏ ଲଘୁଚାପ ବର୍ଷା ହେଉଛି। ମାତ୍ର ଏହି ବର୍ଷା ରାଜ୍ୟର ଅଭାବୀ ବର୍ଷାର ନିଅଣ୍ଟିଆ ଗୁଣକୁ ହଟେଇ ପାରିନାହିଁ। ରାଜ୍ୟରେ ଏଯାଏ ଅଭାବୀ ବର୍ଷା ଦେଖା ଯାଉଛି। ଏଯାଏ ରିପୋର୍ଟ ଅନୁସାରେ ରାଜ୍ୟରେ ୨୯% କମ ବର୍ଷା ରେକର୍ଡ କରାଯାଇଛି।

ତେବେ ଓଡିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏହା ପ୍ରକାଶ କରା ଯାଇଛି କି ରାଜ୍ୟରେ ଅଗଷ୍ଟ ସଗେଶ ସପ୍ତାହ ସୁଦ୍ଧା ବର୍ଷାର ପ୍ରଭାବ କମି କମି ଯିବ। ଏହାପରେ ଆଉ ଲଘୁଚାପର ପ୍ରଭାବ ରହିବ ନାହିଁ । ଏବେ ଏହି ସବୁ କାରଣ ପାଇଁ ରାଜ୍ୟର କିଛି ଜିଲ୍ଲା ମାନଙ୍କରେ ବର୍ଷା ଅଭାବରୁ ମରୁଡି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଅନେକ ଜିଲ୍ଲା ରେ ଏହି ଆଶଙ୍କା କରା ଯାଉଛି।

ma

ଆହୁରି ମଧ୍ୟ ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରର କଥା ଅନୁସାରେ ଯେଭଳି ପାଣିପାଗ ରହୁଛି ତାହା ହୁଏତ ମାସ ଶେଷକୁ ଆଉ ରହିବ ନାହିଁ। ବର୍ଷାର ପରିମାଣ କମି କମି ଯିବ ଆଉ ତାହା ହୁଏତ ରାଜ୍ୟ ମାନଙ୍କରେ ମରୁଡି ସୃଷ୍ଟି କରିବ । ଏହିଭଳି ଭାବେ ଅନେକ ଜିଲ୍ଲା ମାନଙ୍କର ନାମ ପ୍ରକାଶ କରା ଯାଇଛି ଯେଉଁଠାରେ ଚାଷଜମି ଉଜୁଡି ଯାଇପାରେ।

ଭୁବନେଶ୍ୱର ପାଣିପାଗ ସ୍ଥିତ ଅଫିସର ଉମା ଶଙ୍କରଙ୍କର କହିବା କଥା କି କିଛି ଜିଲ୍ଲା ଯେପରିକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନୂଆପଡା, କେନ୍ଦୁଝର, ଗଂଜାମ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ଦେବଗଡ଼ ଏବଂ ବରଗଡ଼ ଇତ୍ୟାଦିରେ ଅଭାବ ଦେଖାଯାଇ ପାରେ।

Leave a Reply

Your email address will not be published. Required fields are marked *