ମହିଳାଙ୍କୁ ଶା-ରୀ-ରି-କ ସ-ମ୍ପ-ର୍କ ପାଇଁ ବାଧ୍ୟ କଲେ ଯୁବକ, ରାଜି ନ ହେବାରୁ କରିଦେଲା ଏମିତି କାମ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ଆପଣମାନେ ତ ଜାଣିଥିବେ ଏବେକା ଦୁନିଆରେ କେତେ ପ୍ରକାର ଅତ୍ୟାଚାର ଚାଲିଛି, ଏହି ଭଳି ଅତ୍ୟାଚାର କୁ ଲୋକମାନେ ସୁଧାରିବେ କଣ ସେ ଅତ୍ୟାଚାର କୁ ଆହୁରି ବଢ଼ାଉଛନ୍ତି, ଲୋକମାନେ ତ ଆଉ ସୀମାରେ ରହୁନାହାନ୍ତି, ସୀମା ପାରଇଗଲେଣି, କାହାକୁ ଭରଷା କରିବୁ କଣ, ଏବେକା ସମାଜ ରେ ନିଜେ ନିଜର ସାହସ, ଅନ୍ୟ କୁ ସାହାଯ୍ୟ ମାଗିବାଟା ଭୁଲ, ସାହାଯ୍ୟ ମାଗିବୁ ଯଦି ନିଜେ ଅସୁବିଧାରେ ପଡିବେ ,ଏହିପରି ଘଟଣାଟି କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦୀପଦା ଥାନା ମଧୁପୁର ଗ୍ରାମରେ ଏହି ଅସାମାଜିକ ଘଟଣା ଟି ଘଟିଛି |

ଏହି ଘଟଣା ଟି ଜଣେ ବିବାହିତା ମହିଳାଙ୍କ ସହ ଘଟିଛି, ଯାହାକି ସମାଜ ଆଗରେ ଏହା ଠିକ କଥା ନୁହଁ,ଏହି ବିବାହିତା ମହିଳାଙ୍କ ସ୍ୱାମୀ ବାହାରେ ରହୁଥିବା ବେଳେ ମହିଳା ଜଣକ ଗ୍ରାମରେ ଏକ ଜଳଖିଆ ଦୋକାନଟି ଏ କରିଥିଲେ,ଏହି ଦୋକାନ କୁ ବହୁତ ଲୋକ ଜଳଖିଆ କରିବାକୁ ଆସନ୍ତି, ସେଇ ଗ୍ରାମ ପାଖରେ ଆଉ ଗୋଟେ ଗ୍ରାମ ଥିଲା,ସେହି ଗ୍ରାମର ନାମ ଆଇତିପୁର ଗ୍ରାମର, ସେହି ଗ୍ରାମରେ ଜଣେ ବେଆଇନ କାମ କରୁଥିବା ଯୁବକ ଟି ଏ ଥିଲା ସେ ହେଉଛି ଅମର ଦାସ, ସେହି ଯୁବକ, ମହିଳା କରିଥିବା ଜଳଖିଆ ଦୋକାନ କୁ ଆସନ୍ତି,ସେହି ଯୁବକ ଜଣକ ଗତ କିଛି ଦିନ ହେବ ଫୋନ କରି ପ୍ରେମ ନିବେଦନ କରିଥିଲେ ସେହି ମହିଳାଙ୍କୁ, ଆଉ ତା ସହିତ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ କହୁଥିଲେ |

wo

ଏହାକୁ ଶୁଣି ମହିଳା ରାଜି ନ ହେବାରୁ ଯୁବକ ଜଣକ ଜୋରଜବରଦସ୍ତ ମହିଳାଙ୍କୁ ଟଣା ଓଟରା କରିଥିଲେ,ଏହି ଅବ୍ୟବହାରକୁ ମହିଳା ଜଣକ ସହି ନ ପରି ସେହି ଯୁବକର କାରନାମାର ଫୋନ ରେକଡିଂ ସହ ଅନ୍ୟ କିଛି ପ୍ରମାଣ ନେଇ 11 ତାରିଖରେ ନନ୍ଦୀପଦା ଥାନାରେ ଏହି ବିଷୟରେ ଏତଲା ଦେଇଥିଲେ, ହେଲେ ପୋଲିସ ଏହାକୁ ନ ଶୁଣି ଚୁପଚାପ ହୋଇ ରହିଥିଲେ, ପୋଲିସଙ୍କର ଏହି ନୀରବତା କୁ ଦେଖି ଯୁବକ ଜଣକ ଆହୁରି ସାହସ କରି ମହିଳାଙ୍କୁ ଧମକ ଦେଉଥିଲେ,ଏହି ଘଟଣା କୁ ନେଇ ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆ କହିଛନ୍ତି,

ଏହି କେଶ ର ରେଜିଷ୍ଟ୍ରି ଗତ 11 ତାରିଖରେ ହୋଇଛି, ଆଉ ସେହି ଯୁବକ ଜଣକୁ ଖୋଜିବାକୁ ଚେଷ୍ଟା ଚଲେଇଛୁ, ଆମର ଟିମ ମଧ୍ୟ ଏହି କାର୍ଯ୍ୟରେ ଲାଗିପଡିଛନ୍ତି,ସେ ଖୁଵ ଶୀଘ୍ର ଆମ ହାତରେ ଧରା ପଡିବ,ପୋଲିସ ଏହି କଥା କୁ ନ ଶୁଣିବାରୁ ସେହି ମହିଳା ଜଣକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇ ରହିଛନ୍ତି, ଆଉ କହିଛନ୍ତି ବି ଯଦି ମୋତେ ନ୍ୟାୟ ନ ମିଳେ ତା ହେଲେ ମୁ ଏଇଠି ସେହି ଭଳି ବସି ରହିବି |

women

ଆପଣ ମାନେ ମନେ ରଖିବା ଦରକାର କି ସବୁ ଝିଅ କି ବିବାହିତା ମହିଳା ସମସ୍ତେ ହେଲେ ଆପଣଙ୍କ ଝିଅ. ଭଉଣୀ. ଆଉ ଅନ୍ୟାନ୍ୟ , ତାଙ୍କ ସହିତ ଏପରି ବ୍ୟବହାର ଠିକ ନୁହଁ, ଠିକ କଥାରେ ଚାଲନ୍ତୁ ତୁମ ଜୀବନ ଉଜ୍ଜୁଳମୟ ହେବ |

ଏହି ପୋଷ୍ଟ ଟି କୁ ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *