ପ୍ରଚଣ୍ଡ ଗତିରେ ଆସୁଛି ବାତ୍ୟା। ଦେଖନ୍ତୁ କେଉଁଠି ଲ୍ୟାଣ୍ଡଫଲ କରିବ।

rain

ଆଜି ଆମେ ଆପଣଙ୍କ ପାଖରେ ପାଣିପାଗ ବିଭାଗର ଏକ ବଡ଼ ରିପୋର୍ଟ ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ପ୍ରାୟ ୫ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହି ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ଯାହା ଜଣା ପଡୁଛି କି ପ୍ରଚଣ୍ଡ ବେଗରେ ବାତ୍ୟା ଆସିବାକୁ ଯାଉଛି।

ଏହାର ପ୍ରଭାବରର ଆସନ୍ତା ୨ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

rains

ବର୍ତ୍ତମାନ ରାଜ୍ୟର କିଛି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ଲାଗି ରହିଛି ଆଉ କିଛି କିଛି ସ୍ଥାନ ମାନଙ୍କରେ ସ୍ୱଳ୍ପ ବୃଷ୍ଟିପାତ ରହୁଛି। ତେବେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏବେ ଘୁର୍ଣ୍ଣିବଳୟ ସୃଷ୍ଟି ହେଇଛି ଆଉ ତାହା ଆମ ଓଡ଼ିଶାର କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା କରିବାକୁ ଯାଉଛି। ତେବେ କିଛି କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ଏହା ବାବଦରେ ଏସଆରସିଙ୍କର ସୂଚନା ଅଛି କି ଯେଉଁ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି କରା ଯାଇଛି ସେହି ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇପାରେ। ଏହି ଜିଲ୍ଲା ମାନେ ଯଦି ଗ୍ରାମାଞ୍ଚଳରେ ଥାଆନ୍ତି ତାହେଲେ ତାହା ବନ୍ୟା ହେଇପାରେ ଆଉ ସହରାଞ୍ଚଳରେ ଥିବା ଅଂଚଳ ମାନଙ୍କର ନିମ୍ନ ଭାଗରେ ପାଣି ଜମି ଯାଇପାରେ।

rain

ପାଣିପାଗ ବିଭାଗ ଅନେକ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଉ ପାଣିପାଗ ବିଭାଗର ଏହି ନିୟମ ଅନୁସାରେ କିଛି ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ଅଛି ଆଉ ଲଘୁଚାପ ପ୍ରଭାବରେ ବର୍ଷାର ସମ୍ଭାବନା ଅଧିକ ବଢି ଯାଇଛି । ତେବେ ବର୍ଷାର ପରିମାଣ ଅଧିକ ହେଇପାରେ ଆଉ କିଛି ଜିଲ୍ଲା ମାନଙ୍କରେ ଘଡଘଡି ସହ ବର୍ଷା ହେଇପାରେ।ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ସହ ପ୍ରବଲ ବଜ୍ରପାତର ସମ୍ଭାବନା ଅଛି।

ଏହାକୁ ନେଇ ପ୍ରାୟ ୯ଟି ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ତଥା ପୁରୀକୁ ୟେଲୋ ୱାର୍ନିଂ ଜାରି କଲା ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର। ଏହା ସହିତ ଅନ୍ୟ ଜିଲ୍ଲା ମାନଙ୍କରେ ବର୍ଷାର ସମ୍ଭାବନା ଅଛି। ପବନ ସହ ବଜ୍ରପାତ ବି ହେଇପାରେ। ପବନ ଅଧିକ ହେବାରୁ ସମୁଦ୍ରାପତ୍ତନରେ ବିପଦ ରହିପାରେ ଆଉ ସେଥିପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସେଠାକୁ ଯିବାକୁ ମନା କରା ଯାଇଛି।

Leave a Reply

Your email address will not be published. Required fields are marked *