ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ଘୂର୍ଣ୍ଣିଂ ବଳୟ ଆସନ୍ତା 15 ତାରିଖ ପରେ ପ୍ରବଳ ବର୍ଷା ହେବ । ଚାଷୀ ମାନଙ୍କ ପାଇଁ ଏକ ଖୁସୀ ଖବର ବଙ୍ଗୋପସାଗର ରେ ସୃଷ୍ଟି ହେଉଛି ଘୂର୍ଣ୍ଣିଂ ବଳୟ ଏହା ଧିରେ ଧିରେ ଲଘୁଚାପ ରେ ପରିଣତ ହେବ । ଆଉ ଏହାର ପ୍ରଭାବ ରେ 15 ତାରିଖ ପରେ ବର୍ଷା ର ପରିମାଣ ବଢିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ୍ ଆମେ ମାନେ ଜାଣିନେବା କି ବିଷେଶଜ୍ଞ୍ୟ ମାନେ ଏବେ ଏବେ କଣ ନୂଆ ରିପୋର୍ଟ ଜାରିକରିଛନ୍ତି ।
ଅଗଷ୍ଟ 15 ତାରିଖ ପରଠାରୁ ଲଘୁଚାପ ଜନିତ ବର୍ଷା ହେଲେ ବହୁମାତ୍ରା ରେ ନିଅଁଟିଆ ବର୍ଷା କୁ ଭରଣା କରିପାରିବ ବୋଲି । ସୂଚନା ଦେଇଛି IMD ତେବେ ଏହା ପରେ ସେପ୍ଟେମ୍ବର ମାସରେ ବି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ଶ୍ରୀ ମହାପାତ୍ର ଙ୍କ କହିବା କଥା କି ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେଲେ ଓଡିଶା ରେ ବର୍ଷା ହୋଇଥାଏ । ମାତ୍ର ଅଗଷ୍ଟ ମାସ ରେ କୈଣସି ବର୍ଷା ସୃଷ୍ଟି ହେଲା ନାହିଁ । ଏଥିପାଇଁ ନିଅଁଟିଆ ବର୍ଷା ହୋଇଛି ।
ତେବେ ବର୍ତମାନ ସମୟ ଜାହା ଜଣା ପଡୁଛି କି ଆସନ୍ତା 15 ତାରିଖ ଯାଏ ଏମିତି ହିଁ ନିଅଁଟିଆ ବର୍ଷା ହୋଇପାରେ । କେତେକ ସ୍ଥାନ ରେ ଘଡଘଡି ସହିତ ବର୍ଷା ମଧ୍ୟ ହୋଇପାରେ । କିନ୍ତୁ ସକ୍ରିୟ ମୈଶୁମୀ ବର୍ଷା 15 ତାରିଖ ପରେ ହେବାର ସମ୍ଭାବନା ରହିଛି । ତେବେ ଓଡିଶା ରେ ଏ ବର୍ଷ ମୈଶୁମୀ ସକ୍ରିୟ ନାହିଁ ଜୁନ ପ୍ରଥମ ରୁ ଅଗଷ୍ଟ 12 ମଧ୍ୟରେ 26 ଜିଲ୍ଲା ରେ କମ୍ ବର୍ଷା ହୋଇଥିବାର ରେକୋର୍ଡ କରାଜାଇଛି ।
ମାତ୍ର 6 ଟି ଜିଲ୍ଲା କଟକ,ଜଗତସିହଂପୁର, କେନ୍ଦ୍ରାପଡା , ପୁରୀ ନୂଆପଡା ଓ କୋରାପୁଟ , ଜିଲ୍ଲା ରେ ସ୍ୱଭାବିକ ଭାବେ ବର୍ଷା ହୋଇଛି । ତେବେ ଉତ୍ତର ଓଡିଶା ର ଭଦ୍ରକ ଜାଜପୁର , କେନ୍ଧୁଝର ରେ ବେଶୀ ନିୟଣ୍ଟିଆ ବର୍ଷା ହୋଇଥିଲା । ସେହି ପରି ଦକ୍ଷିଁଣ ଆଭ୍ୟନ୍ତରଣିୟ ଓଡିଶା ର ବଲାଙ୍ଗିର , କଳାହାଣ୍ଡୀ , ନବରଙ୍ଗପୁର , ପ୍ରମୁଖ ଜିଲ୍ଲା ରେ ନିଅଁଟିଆ ବର୍ଷା ରେକୋର୍ଟ ହୋଇଛି ।
ହେଲେ 1 ରୁ 12 ଅଗଷ୍ଟ ମଧ୍ୟରେ ଗଞାମ୍ , ରାୟଗଡା , କୋରାପୁଟ , ମାଲକାନାଗିିରି , ଜିଲ୍ଲା ରେ ସାଧାରଣ ବର୍ଷା ଠାରୁ 20 ରୁ 59 ପ୍ରତିଶତ ଅଧିକ ହୋଇଥିବାର ଦେଖିବାପାଇଁ ମିଳିଛି । ତେବେ ଏହା ମଧ୍ୟରୁ ଆପଣ ମାନଙ୍କ ଜିଲ୍ଲା କେଉଁଠୀ ଆପଣ ମାନେ ନିଶ୍ଚିତ କମେଣ୍ଟ କରି ଜଣେଇଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।