ରାଜ୍ୟ ସରକାର ଦେବେ ସବସିଡି | ନବୀନ ଦେବେ ମାଗଣରେ 15 ହଜାର ଟଙ୍କା ।

electric bike

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଣିକି ଇ ଯାନ ମାନେ ଇଲେକ୍ଟ୍ରିକାଲ ଭେକେଲ କିଣିଲେ ରାଜ୍ୟସରକାର ଦେବେ ସବସିଟ କେଉଁ ଗାଡିରେ କେତେ ସପସିଡି ମିଳିବ ଦୁଇ ଚକିଆ କିଣିଲେ କେତେ , ତିନିଚକିଆ କିଣିଲେ କେତେ , ଏମିତି କି ଚାରି ଚକିଆ ପର୍ଯ୍ୟନ୍ତ ଆପଣ ମାନଙ୍କୁ ସପସିଟି ମିଳି ପାରିବ ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଆପଡେଟ୍ ଦେବୁ । ତେବେ ପରିବେଶ ପ୍ରଦ୍ୟୁଶଣ ପାଇଁ ଏବେ ଇଲେକ୍ଟ୍ରିକ ଜାନ କୁ ଗୁରୁତ୍ୱ ଦିଆଜାଉଛି ।

naveen patnaik

ଏହି କ୍ରମ ରେ ଓଡିଶା ଇ ଯାନ ପୋଲିସି 2020 ଏବଂ 2021 ଉପରେ ଗତ କାଲି ରାଜ୍ୟ କେବିନେଟ୍ ମୋହର ମାରିଛି । 2025 ସୁଧା ରାଜ୍ୟରେ ପଞିକୃତ ହେବାକୁ ଥିବା ମୋଟ ଯାନର 20 ପ୍ରତିଶତ ଏଥିରେ ଇ ଯାନ କରିବାର ଏଥିରେ ଲକ୍ଷ୍ୟ ରଖାଜାଇଛି । ତେବେ ମୂଖ୍ୟମନ୍ତ୍ରୀ ଙ୍କ ଅଦକ୍ଷ୍ୟତା ରେ ବସିଥିବା 33 ତମ କେବିନେଟ୍ ବୈଠକ ରେ ମୋଟ 14 ପ୍ରସ୍ତାବ ଉପରେ ମୋହର ବାଜିଛି ।

ଏଥରେ ଇଲେକ୍ଟ୍ରିକ୍ ଯାନକୁ ବ୍ୟବହାର କରିବା ନିମନ୍ତେ ଲୋକମାନଙ୍କୁ ପ୍ରସହାୟତା କରିବା ପାଇଁ ସବୁପ୍ରକାରର ସହାୟତା କରିଛନ୍ତି । ତେବେ ଆସନ୍ତୁ ଜାଣିନେବା କେତେ ପର୍ଯ୍ୟନ୍ତ ରିହାତି ମିଳିପାରିବ । ତେବେ ଏହି ନିତି ଅନୁସାରେ ଇଲେକ୍ଟ୍ରିକାଲ ଭେକେଲ କୁ କିଣିବା ପାଇଁ ରାଜ୍ୟସରକାର ଇନସେଟିଭ୍ ପ୍ରଦାନ କରିବେ । ଦୁଇ ଚକିଆ ଯାନ ପାଇଁ 15 ହଜାର 3 ଚକିଆ ଲାଗି 12 ହଜାର ଏବଂ ଚାରି ଚକିଆ ଲାଗି 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସପସିଟି ମିଳିବ ।

electric bike

ତେବେ ସରକାରୀ କର୍ମଚାରୀ ଇଲେକ୍ଟ୍ରିକାଲ ଭେକେଲ କିଣିଲେ ତାର ସୁଧ ବିହିନ ଋଣ ମଧ୍ୟ ଯୋଗେଇ ଦେବେ । ବସ ଗୁଡିକୁ 10 ପ୍ରତିଶତ ସପସିଟି ସହିତ 4 ବର୍ଷ ଯାଏ ରୋଡ ଟେକ୍ସ ଓ ପଞୀକରଣ ଫି ଛାଡ ହେବ ଏହି ଯାନ ଗୁଡିକ ସିକୃତି ମଞୁରୀ ଉପରେ 14 ଟି ପ୍ରସ୍ତାବ କୁ ମଞୁରୀ ମିଳିଛି । ବିଶ୍ୱର ଅନେକ ଦେଶ ଏହାକୁ ଗୁରୁତ୍ୱ ଦେଉଥିବା ବେଳେ ଭାରତ ବି ଏବେ ଏହାକୁ ଗୁରୁତ୍ୱ ଦେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *