ଦୁଃଖର ଖବର ଆଜି ଏହି ହିରୋଇନଙ୍କ ମୃ-ତ୍ୟୁ-ରେ ଖେଳିଯାଇଛି ଶୋକର ଛାୟା ।

Sarnaya

ସାଙ୍ଗମାନେ ଆପଣ ମାନେ ତ ହିନ୍ଦୀ ଫିଲ୍ମ ଦେଖୁଥିବେ। ଯଦି ଦେଖୁଥିବେ ତ ଆପଣ ସର୍ଣ୍ଣୟାଙ୍କୁ ନିହାତି ଦେଖିଥିବେ। ତାଙ୍କର ଅଭିନୟ ଆପଣ ମାନଙ୍କୁ ବହୁତ ଭଲ ଲାଗିଥିବ। ଆପଣ ମାନେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରୁଥିବେ। ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ। ଅଭିନୟ ଜଗତକୁ ସେ ବହୁତ ଭଲ ପାଉଥିଲେ। ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ସେ ଚଳଚ୍ଚିତ୍ର ବ୍ୟତୀତ ଅନେକ ଗୁଡ଼ିଏ ଟେଲିଭିଜନ ଧାରାବାହିକ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି।

ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଆସିଛି ବଡ଼ ଦୁଃଖଦ ଖବର। ଏହି ହିରୋଇନଙ୍କ ପରଲୋକରେ ବହୁତ କଳାକାର ଦୁଃଖ ପ୍ରକାଶ କରୁଛନ୍ତି,ଏବଂ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ଏହି ହିରୋଇନଙ୍କର କେମିତି ଓ କିପରି ମୃତ୍ୟୁ ହେଲା ଆସନ୍ତୁ ଜାଣିବା।

Saranya

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ ହେଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅନେକ ସିନେମା ଓ ଟେଲିଭିଜନ ସୋରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟି ଥିବା ଏହି ଅଭିନେତ୍ରୀ,ଗତ ମେ ମାସରେ କୋରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ସୁସ୍ଥ ହେଇଯାଇଥିଲେ ।

ଏହା ପରେ ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖଦେଇଥିଲା ।ନିକଟରେ ଏକ ରିପୋର୍ଟ ଅନୁଯାୟୀ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ।ତାଙ୍କର ସୋଡିଅମ ସ୍ତର ହ୍ରାସ ପାଇଥିଲା। ସେଥିପାଇଁ କିଛି ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ଚିକିତ୍ସା ଦିନ ହିଁ ତାଙ୍କର ପରଲୋକ ହେଇଯାଇଛି। ୧୦ ବର୍ଷ ଧରି ସର୍ଣୟା ବ୍ରେନ ଟ୍ୟୁମରରେ ପୀଡ଼ିତ ଥିଲେ। ସେଥିପାଇଁ ୧୧ ଥର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଶେଷ ଥର ପାଇଁ ଗତ ଏପ୍ରିଲ ମାସରେ ତାଙ୍କ ଠାରେ ଅସ୍ତ୍ରୋପଚାର କରାଯାଇଥିଲା।

Saranya s

ବ୍ରେନ ଟ୍ୟୁମର ଚିକିତ୍ସା ବେଳେ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ସେଥିପାଇଁ ସେ ତାଙ୍କ ସାଙ୍ଗ ସାଥିଙ୍କୁ ସାହାଯ୍ୟ ମାଗିଥିଲେ। ତାଙ୍କ ସାଙ୍ଗ ସାଥି ଓ ଶୁଭେଚ୍ଛକ ମାନେ ପାଣ୍ଠି ଆଦାୟ କରିଥିଲେ।ସେ ତେଲେ ଧାରାବାହିକ ସହିତ ଅନେକ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ, ତେବେ ପ୍ରସିଦ୍ଧ ମାଲାୟଲମ୍ ଅଭିନେତ୍ରୀ ସର୍ଣୟା ଶଶିଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନୟ ଜଗତର ଅନେକ ବଡ ବଡ କଳାକାର ମାନେ ମଧ୍ୟ ସର୍ଣ୍ଣୟାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଓ ପରିବାର ଲୋକ ମାନଙ୍କୁ ଧର୍ଯ୍ୟ ଧରିବାକୁ କହିଛନ୍ତି।l

Leave a Reply

Your email address will not be published. Required fields are marked *