ଏବେ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ବଦଳିଲା ନିୟମ ଏବେ ଆଉ ଲାଗିବ ନାହିଁ ଲମ୍ବା ଲାଇନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଡ୍ରାଇଭିଂ ଲାଇସେନ୍ସ ହେଉ ଅବା ଗାଡ଼ି ରେଜିଷ୍ଟ୍ରେସନ୍‌ ବର୍ତମାନ ସମୟ ରେ RTO ରେ କେତେ ପରିମାଣ ରେ ଭିଡ ଲାଗି ରହିଛି । ଏବେ ନୂଆ ନିୟମ ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଡ୍ରାଇଭିଂ ଲାଇସେନ୍ସ ହେଉ ଅବା ଗାଡ଼ି ରେଜିଷ୍ଟ୍ରେସନ୍‌ ପାଇଁ ଘଣ୍ଟାଘଣ୍ଟା ଧରି ଠିଆ ହେବାକୁ ପଡ଼ିବ ନାହିଁ। ତେବେ ଏପରିବର୍ତ୍ତେ ଆପଣ ମାନଙ୍କୁ ଜଣେଇଦେବୁ କି ଆପଣ ମାନେ ଏବେ RTO ରେ ପହଁଚିବା ମାତ୍ରେ ଆପଣ ମାନଙ୍କୁ ପ୍ରଥମେ ଏକ ଟୋକନ ଦିଆଯିବ ।

rto

ଏହି ଟୋକନ ଆପଣ ମାନେ ପାଇବା ପରେ ଆପଣ ମାନଙ୍କ ବା ଆବେଦନ କାରୀ ଙ୍କ ନାମ କେତେ ସମୟ ରେ ଆରମ୍ଭ ହେବ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ । ଏବଂ ଏହା ସହିତ ଆପଣ ମାନେ କେଉଁ ସମୟ ରେ ଆସିବେ ଆପଣ ମାନଙ୍କ ମୋବାଇଲ କୁ ଏସେମେସ୍ ମାଧ୍ୟମ ରେ ଜଣେଇ ଦିଆଯିବ । ସେହି ପରି ବେଳେ ଆବେଦନକାରୀ ମାନେ ଅପେକ୍ଷା ଗୃହ ରେ ପ୍ରତିକ୍ଷା କରୁଥିବା ବେଳେ ସେଠାରେ ରହିଥିବା କମ୍ପ୍ୟୁଟର ଡିସପ୍ଲେ ରେ ବି ଆପଣ ମାନଙ୍କୁ ସୂଚନା ଦିଆଯିବ । ବର୍ତମାନ ସମୟ ରେ କଟକ ସମେତ 8 ଟି RTO କେନ୍ଦ୍ର ରେ ଏହି ଟୋକନ ସେବା ଲାଗୁ ହୋଇଛି ।

ଏହି ଥିରେ ବର୍ତମାନ ସମୟ ରେ 2 କୋଟି 18 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଯୋଜନା ରହିଛି । ଏହି ପରି କରିବା ଦ୍ୱାରା RTO ସାମ୍ନା ରେ ଲାଗୁଥିବା ଗଳହୀ କିଛି ପରିମାଣ ରେ କମିଯିବ । ଏବଂ ଲୋକ ମାନେ ସଂମ୍ପର୍ଣ୍ଣ ସୁବିଧା ଠିକ୍ ସମୟ ରେ ପାଇ ପାରିବେ । ତେବେ ଏହି ନୂତନ ଯୋଜନା ଅନୁମୋଦିତ ପାଇଁ ଆଜି ରାଜ୍ୟ ପରିବହନ କମିଶନର ନ୍ୟାସନାଲ ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ ସହିତ ବୁଝାମଣା କରିଛନ୍ତି ।

rto

ଏହା ବ୍ୟତିତ ପ୍ରତ୍ୟେକ RTO ରେ କେମିତି ଲୋକ ମାନେ ସଠିକ୍ ସମୟ ରେ ବିଭିନ୍ନ ସେବା କୁ ପାଇ ପାରିବେ ସେହି ନେଇ ସରକାରଙ୍କ ଏହି ନୀତି ଆଧାରରେ ଏସ୍‌ଟିଏ ପକ୍ଷରୁ ଏହି ଯୋଜନା କରାଯାଇଛି । ତେବେ ବନ୍ଧୁଗଣ ଏହି ଯୋଜନା ର ନାମ ରହିଛି ସ୍ମାର୍ଟ କ୍ୟୁ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ । ତେବେ ଆପଣ ମାନେ ଏହାକୁ ନେଇ ନିଶ୍ଚିତ ଭାବେ ପ୍ରଶନ୍ନ ରହିଥିଲେ କାରଣ ଏବେ ଆପଣ ମାନେ ଘରେ ବସି ଅନଲାଇନ ମାଧ୍ୟମ ରେ ପ୍ରଥରରୁ ହିଁ ସ୍ଲଟବୁକିଂ କରିପାରିବେ । ଏବଂ ଏହି ଯୋଜନା ର ଲାଭ ଉଠେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *