ଲଘୁଚାପ ନେଲା ଭୟଙ୍କରର ରୂପ। ଆହୁରି ୪୮ ଘଣ୍ଟା ଓଡ଼ିଶାରେ ଭୟଙ୍କର ବର୍ଷା।

ଆଜି ଆମେ ଆପଣଙ୍କ ପାଖରେ ଏକ ବହୁତ ମହତ୍ତ୍ୱପୂର୍ଣ ଖବର ନେଇକି ଆସିଛୁ। ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ପ୍ରାୟ ୫ଟି ଜିଲ୍ଲାକୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହି ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ସେସବୁ ଜିଲ୍ଲା ଗୁଡିକ କଣ ରହିଛି ଆଉ କେଉଁ ସବୁ ଜିଲ୍ଲା ମାନଙ୍କରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ତାହା ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ପଢନ୍ତୁ।

rains

ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଅଂଚଳରେ ବର୍ଷା ହେବାର ସମ୍ଭାବନା ଅଛି। ଏଠାରେ ଘୁର୍ଣ୍ଣିବଳୟ ଘନୀଭୂତ ହେଇଛି ଆଉ ତାହା ବଡ ଆକାର ନେବାରେ ଲାଗିଛି। ତେବେ ଏହା ବାବଦରେ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କିଛି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ବାବଦରେ ଏସଆରସିଙ୍କର ସୂଚନା ଅଛି କି ଯେଉଁ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି କରା ଯାଇଛି ସେହି ଜିଲ୍ଲା ମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇପାରେ। ଏହି ଜିଲ୍ଲା ମାନେ ଯଦି ଗ୍ରାମାଞ୍ଚଳରେ ଥାଆନ୍ତି ତାହେଲେ ତାହା ବନ୍ୟା ହେଇପାରେ ଆଉ ସହରାଞ୍ଚଳରେ ଥିବା ଅଞ୍ଚଳ ମାନଙ୍କର ନିମ୍ନ ଭାଗରେ ପାଣି ଜମି ଯାଇପାରେ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଉପକୁଳରେ ସୃଷ୍ଟି ହେଇଥିବା ଘୁର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ଧାରଣ କରିଛି। ଉତ୍ତର ଉପକୂଳରୁ ପ୍ରାୟ ୭ କିମି ଲମ୍ବା ଏହି ବଳୟ ଦ୍ୱାରା ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ପାଣିପାଗ କେନ୍ଦ୍ରର ସୂଚନା କି ବନ୍ୟା ହେବାର ସମ୍ଭାବନା ବି ଅଛି। ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

rain

ଏହାକୁ ନେଇ କିଛି ଜିଲ୍ଲା ମାନଙ୍କରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି। ତେବେ ଏହିପରି ଜିଲ୍ଲା ମାନଙ୍କ ଭିତରେ ଯେପରିକି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ତଥା ପୁରୀକୁ ୟେଲୋ ବାର୍ନିଂ ଜାରି କଲା ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର। ଏହା ସହିତ ଅନ୍ୟ ଜିଲ୍ଲା ମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି।

ତେବେ ଏହା ଉପରେ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଲାଗି ରହିଛି। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ହେବାକୁ ଯାଉଛି। ଏହା ବହୁତ ଭୟଙ୍କର ହେଇପାରେ। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ତଟକୁ ଯିବାକୁ ମନା କରା ଯାଇଛି।

Leave a Reply

Your email address will not be published. Required fields are marked *