ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୃଷ୍ଣ ଜନ୍ମଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷ୍ୟ ଅଶ୍ଟମୀ ତିଥି ରେ ହୋଇ ଥାଏ । ଏବଂ ଏହା ସଂମ୍ପର୍ଣ୍ଣ ଭାରତ ବର୍ଷ ରେ ପାଳନ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ କୁ ଜନ୍ମଷ୍ଟମୀ ଭାବେ ପାଳନ କରା ଜାଇଥାଏ ଏହିଥର ଜନ୍ମାଷ୍ଟମୀ 30 ଅଗଷ୍ଟ ସୋମବାର ଦିନ ପଡୁଛି। ଏବଂ ସେହି ଦିନ ରାତ୍ରୀ କୁ ମୋହ ରାତ୍ରୀ ବି କୁହାଯାଏ । ସେହିଥି ପାଇଁ ସେହି ଦିନ ରାତ୍ରୀ କୁ ବିଶେଷ ମହତ୍ୱ ପୂର୍ଣ୍ଣ ମନାଯାଏ ।
ଏମିତି କୁହାଯାଏ ସେ୍ହି ରାତ୍ରୀ ରେ କୃଷ୍ଣ ଙ୍କ କୃପା ଜାହା ଉପରେ ପଡେ ସେମାନଙ୍କ ବୁ ଇଚ୍ଛା ପୂର୍ଣ୍ଣ ହୋଇ ଥାଏ । ତେବେ ଏଠାରେ ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ କହିବୁ ଜାହାକୁ ଆପଣ ମାନେ ଏହି ଜନ୍ମାଷ୍ଟମି ଦିନରେ କରିବା ଦ୍ୱାରା ଭଲ ଫଳ ପ୍ରାପ୍ତି ହୋଇଥାଏ । ତେବେ ସେମିତି ରେ ଏହି ଦିନ ରେ ସକାଳୁ ସ୍ନାନ ଆଦି ସାରି ସୁଦ୍ଧ ବସ୍ତ୍ର ପରିଧାନ କରି ରାଧା କୃଷ୍ଣ ଙ୍କ ମନ୍ଦିର କୁ ଜାଇ ଆରତୀ କରନ୍ତୁ। ଏବଂ ଫୁଲ ମାଳ ବି ଅର୍ପଣ କରନ୍ତୁ ।
ଏମିତି କଲେ ଧନ ସମ୍ମନ୍ଧିୟ ସବୁ ସମସ୍ୟା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇ ଥାଏ । ସେମିତି ରେ ଏହି ଜନ୍ମଷ୍ଟମୀ ରେ ଆପଣ ମାନେ ଯଦି କୃଷ୍ଣ ଙ୍କୁ ହଳଦିଆ ରଙ୍ଗ ର ବସ୍ତ୍ର ଏବଂ ଫଳ ଦିଅନ୍ତି। ଏମିତି କରିଲେ ମାତା ଲକ୍ଷ୍ମୀ ଏବଂ କୃଷ୍ଣ ଙ୍କ କୃପା ପ୍ରାପ୍ତି ହୋଇ ଥାଏ । ଏବଂ ବ୍ୟକ୍ତି ର ଜିବନ ରେ କେବେ ବି ଧନ ସଂମ୍ପଦ ର ଅଭାବ ହୁଏ ନାହିଁ ।
ସେହି ପରି ଆପଣ ମାନେ ଏହି ଜନ୍ମଷ୍ଟମୀ ରେ ଚାଉଳ ର ଖୀରି ଲଗାନ୍ତୁ ହେଲେ ଖୀରୀ ରେ ଚିନି ବଦଳ ରେ ମିଶ୍ରୀ ର ପ୍ରୟୋଗ କରିଲେ ଏମିତି କରିଲେ । ଆପଣ ମାନଙ୍କୁ ଧନ ଏବଂ ଐସର୍ଯ୍ୟ ପ୍ରାପ୍ତି ହୋଇ ଥାଏ । ସେହି ପରି ବେଳେ ଦକ୍ଷିଣ ବର୍ତି ସଂଙ୍ଖ ରେ ଜଳ ଭର୍ତି କରି ଜନ୍ମଷ୍ଟମୀ ଦିନ ସକାଳେ ଶ୍ରୀ କୃଷ୍ଣ ଙ୍କ ଅଭିଶେକ କରନ୍ତୁ ଏବଂ ଆପଣ ମାନେ ଚାହିଁଲେ ପଞ୍ଚାମୃତ ରେ ବି ଆପଣ ମାନେ ଅଭିଶେକ କରି ପାରିବେ ।
ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି । ଏବଂ ଭକ୍ତ ଙ୍କ ସମସ୍ତ ମନସ୍କାମନା ସେ ପୂରଣ କରନ୍ତି । ଆପଣ ମାନେ ଉତ୍ତମ ଜିବନ ସାଥି ପାଇବା ପାଇଁ ଏହି ଦିନ ରେ ଏମିତି ସବୁ ଉପାୟ କରନ୍ତୁ ଦେଖିବେ ଆପଣ ମାନଙ୍କୁ ବହୁତ ସୁନ୍ଦର ଏବଂ ଉତ୍ତମ ଫଳ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।