ସ୍ତ୍ରୀ ଥାଇ ପର ଝିଅକୁ ପ୍ରେମ କରୁଥିଲେ ସ୍ବାମୀ । ପଡିଗଲେ ଧରା।

ସ୍ତ୍ରୀ ଥାଇ ପ୍ରେମିକାକୁ କଲେ ଗର୍ଭବତୀ। ହଁ ଆଜ୍ଞା ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିବ ଏହି କଥା ଶୁଣି କି। ଆପଣ ଏହି ଖବର ଦେଖି ପାରୁଥିବେ ଏବଂ ଫଟୋ କିଛି ମଧ୍ୟ ଦେଖିଥିବେ। ଆମ ସାମ୍ନାକୁ ଆସିଛି ଏକ ଖବର ଯେଉଁଠାରେ ସ୍ତ୍ରୀ ଥାଇ ମଧ୍ୟ ଏଥାରେ ଯୁବକ ଜଣଙ୍କ ଭଲ ପାଇଥିଲେ। କିନ୍ତୁ ଭଲ ପାଇବା ପଡ଼ିଗଲା ମହଙ୍ଗା। ଯେଉଁଠାରେ ସମ୍ପର୍କ ରଖି ମହିଳା ଜଣଙ୍କ ଗର୍ଭବତୀ ହୋଇ ଯାଇଥିଲେ।

ଗର୍ଭବତୀ ହେଲା ପରେ ଏଠାରେ ପରିବାର ଲୋକଙ୍କୁ ଏହି ଯୁବତୀ ଜଣକ ସବୁ କଥା କହିଥିଲେ। ଯେଉଁ ଠାରେ ସମାଜ ଆଗରେ ବିବାହ କରିବାକୁ ପଡ଼ିଥିଲା ଦୁଇ ଜଣ ଯୁବକ ଯୁବତୀଙ୍କୁ। ଏପଟେ ତାଙ୍କ ସ୍ତ୍ରୀ ଜମା ସହି ପାରି ନଥିଲେ ଏବଂ କିପରି କାନ୍ଦିଥିବେ ଆପଣ ଜାଣି ପାରୁଥିବେ।

love

ବନ୍ଧୁଗଣ ଆଜି କାଲି ଯୁଗରେ କଣ ହେଉଛି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଏ ଭଳି ଦୁନିଆରେ କିଛି ଘଟଣା ଘଟି ଯାଉଛି ଯାହା ବିଶ୍ୱାସ କରିହେବ ନାହିଁ। କିନ୍ତୁ ବନ୍ଧୁ ଗଣ ଏହି କଥାଟି ସତ ଓ ଭିଡିଓରେ ଆପଣ ଦେଖି ପାରୁଥିବେ କିଭଳି ଯୁବକ ଜଣକ ବିବାହ କରୁଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନଙ୍କୁ ନେଇ ସେମାନଙ୍କର ବିବାହ କରାଇ ଦିଆଯାଇଥିଲା। ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ କିଛି ମାସ ହେଲା। ଆଜି କାଲି ଦୁନିଆରେ ମଧ୍ୟ ଏମିତି ହଉଛି। ସ୍ତ୍ରୀ ଥାଇ ମଧ୍ୟ ପର ପ୍ରେମରେ ପଡ଼ିଥିଲେ ଯୁବକ। ଏହାପରେ କଣ ହେଲା ଆସନ୍ତୁ ଜାଣିବା।

ସେ ଯୁବକ ଜଣକ ସହ କିଛି ମାସ ତଳେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା। ଏହା ପରେ ଝିଅ ସହ ଶାରୀରିକ ସଂପର୍କ ରଖିଥିଲେ ଯୁବକ ଜଣକ। ଏମିତି ବହୁତ ଥର ସମ୍ପର୍କ ରଖିବା ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଯାହା ତାଙ୍କ ଘର ଲୋକ ଜାଣିଥିଲେ। ଘର ଲୋକ ଏହି ସବୁ ଜାଣିବା ପରେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ବିଷୟରେ ସବୁ ସତ କଥା ତାଙ୍କ ଘରେ କହିଥିଲେ ।

loves

ଏହି ସବୁ କଥା ଘର ଲୋକ ଜାଣିବା ପରେ ଯୁବକ ଜଣଙ୍କୁ ଘରକୁ ଡ଼ାକି ଯୁବତୀଙ୍କ ସହ ଗାଁ ଲୋକଙ୍କ ଆଗରେ ବିବାହ କରେଇଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ କିପରି ଦୁଃଖ ମନୋଭାବରେ କାନ୍ଦୁଛନ୍ତି ଆପଣ ଜାଣି ପାରୁଥିବେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘର ଲୋକ କୌଣସି ପୋଲିସ କେସ ନ କରି ଯୁବତୀଙ୍କ ବିବାହ କରେଇ ଦେଇଥିଲେ। କଣ ହେଉଛି ଆଜି କାଲି ଯୁଗରେ ଆପଣ ମାନେ ଭାବୁଥିବେ। ସ୍ତ୍ରୀ ଥାଇ ମଧ୍ୟ ପର କ୍ରିୟା ପ୍ରେମ। ତେବେ ଏହି ଘଟଣାରେ ଯୁବତୀଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *