ଓଲିଉଡର ସୁନ୍ଦରୀ ଅଭିନେତ୍ରୀ ତମାନ୍ନା ଜଙ୍ଗଲରେ କରିଦେଲେ ଏହି ସାଙ୍ଘାତିକ କାମ ।

thamana

ଆଜିର ମସାଲାଦାର ଖବର ଆପଣଙ୍କୁ ଜାଣିବା ନିହାତି ଦରକାର। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଏହା ସହିତ ଆମେ ଓଲିଉଡ ତଥା ବଲିଉଡ ର ସବୁ ଗରମ ମଶାଳାଦାର ଖବର ଆପଣ ମାନଙ୍କ ପାଖରେ ରଖିବାକୁ ଚେଷ୍ଟା କରିଥାଉ । ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ଷ୍ଟାର ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ। ତେବେ ଆପଣ ତାଙ୍କ ବାବଦରେ ଶୁଣିବା ପରେ ଆମ ପାଖକୁ ନିଶ୍ଚୟ ଆସିଯିବେ ଆଉ ତାହା ହୁଏତ ଆପଣଙ୍କ ପାଇଁ ବହୁତ ମନଲୋଭି ଖବର ହେବ।

Tamanna

ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଆପଣଙ୍କର ଅତି ପ୍ରିୟ ଅଭିନେତ୍ରୀ ତମାନ୍ନାଙ୍କ ବାବଦରେ। ତାଙ୍କୁ ଅଥବା କିଏ ନଜାଣେ। ଓଡ଼ିଆ ଫିଲ୍ମ ମାନଙ୍କରୁ ଆରମ୍ଭ କରି ଓଡ଼ିଶାର ଅନେକ ଧାରାବାହିକ ମାନଙ୍କରେ ଅଭିନୟ କରିବା ଯାଏ ସେ ବହୁତ କିଛି କରି ଯାଇଛନ୍ତି। ତାଙ୍କର ଏହି ଅଭିନୟ ମାନଙ୍କ ଦ୍ୱାରା ସେ ଆଜି ଓଡ଼ିଶାର ଅନେକ ଲୋକଙ୍କ ହୃଦୟରେ ରାଜୁତି କରୁଛନ୍ତି। ତେବେ ଆଜି ତାଙ୍କରି ବାବଦରେ ହି ଆମେ କହିବା।

ତାଙ୍କର ଏକ ଭିଡିଓ ବହୁତ ଅଧିକ ଭାଇରାଲ ହେବାରେ ଲାଗିଛି। ଆପଣଙ୍କୁ ବାସ ତାହା ଦେଖିବାର ଅଛି। ସେ ଏଥିରେ ବହୁତ ଅଧିକ ସୁନ୍ଦରୀ ଦେଖା ଯାଉଛନ୍ତି। ତେବେ ଏହାକୁ ଲୋକମାନେ ବହୁତ ଅଧିକ ଓଏସନ୍ଦ କରିବାରେ ଲାଗିଛନ୍ତି। ଆପଣ ମଧ୍ୟ ଏହା ଦେଖିବା ପରେ ତାହାକୁ ବହୁତ ଅଧିକ ପସନ୍ଦ କରିବାକୁ ଲାଗିବେ। ତେବେ ଏହା ଉପରେ କଣ ରହିଛି ବଡ ଖବର ତାହା ଆଜି ଆମେ ଜାଣିବା ଆଉ ଆପଣ ମାନେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା।

Actress Tamanna

ତେବେ ଏହି ଭିଡିଓ ହୁଏତ କେଉଁ ଗ୍ରାମାଞ୍ଚଳରେ ସୁଟିଂ କରା ଯାଇଛି। ଏହା ହୁଏତ କେଉଁ ଫିଲ୍ମ ଅଥବା କେଉଁ ଧାରାବାହିକର ସୁଟିଂ ଭିତରେ ଅଛି। ଏଥିରେ ଦେଖା ଯାଉଛି କି ତମାନ୍ନା ସେଥିରେ ହୁଏତ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାପରେ ଯାହା ଦେଖା ଯାଉଛି କି ସେ ଏଥିରେ ତାଙ୍କର ଜଣେ ଡିରେକ୍ଟରଙ୍କ ସହ ବୋଧହୁଏ ଯାଉଛନ୍ତି। ଯାଇକି ସେ ପାହାଡ଼ ଉପରେ ଏକ ଏକୁଟିଆ ସ୍ଥାନରେ ବସି ଯାଇଛନ୍ତି ଆଉ ସେଠାକାର ସିନେରୀକୁ ଅନୁଭବ କରୁଛନ୍ତି। ଏଥିରେ ସେ ହଳଦିଆ ରଙ୍ଗର ଏକ ଡ୍ରେସ ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ଅଧିକ ସୁନ୍ଦରୀ ଲାଗୁଛନ୍ତି।

ନିଜର ଏହି ବେଶରେ ସେ ବହୁତ ଅଧିକ ସୁନ୍ଦରୀ ଲାଗୁଛନ୍ତି ଆଉ ନିଜର ସମର୍ଥକ ମାନଙ୍କୁ ସେ ହାଏ କରୁଛନ୍ତି ଆଉ ତାହା ପରେ ସେଠାରୁ ଚାଲି ଯାଉଛନ୍ତି।

Leave a Reply

Your email address will not be published. Required fields are marked *