PM କିଷାନ : ଚାଷୀ ମାନଙ୍କ ପାଇଁ ଖୁସି ଖବର ଏବେ ପ୍ରତି ବର୍ଷ 6000 ଟଙ୍କା ବଦଳରେ ମିଳିବ 36000 ଟଙ୍କା ଜାଣନ୍ତୁ କେମିତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ PM କିଷାନ ସମ୍ମାନ ନିଧି ଯୋଜନା ରେ ବର୍ତମାନ ସମୟ ରେ ସମସ୍ତଙ୍କ ପାଇଁ ପେନସନ ଯୋଜନା ଦିଆଜାଇଥାଏ । ଏହି ଯୋଜନା ଆଧାରରେ 60 ବର୍ଷ ବୟସ ପରେ ପ୍ରତି ମାସ 3000 ଏବଂ ପ୍ରତି ବର୍ଷ 36000 ହଜାର ଟଙ୍କା ପେନସନ ଚାଷୀ ମାନଙ୍କୁ ଦିଆଯିବ । ଏହି ଯୋଜନା ର ଲାଭ ନେବା ପାଇଁ ଆପଣ ମାନଙ୍କୁ କିଛି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ।

ଆପଣ ଏହିଥିରେ ରେଜିଷ୍ଟେସନ କରିନାହାଁନ୍ତି ତେବେ ଆସନ୍ତୁ ଜାଣିବା କେମିତି କରିବେ । ପ୍ରଥମେ ଆପଣ ମାନେ ପିଏମ୍ କିଶାନ ର ଅଫିସିଆଲ ୱେବସାଇଟ କୁ ଯିବାକୁ ପଡିବ www.pmkisan.gov.in ଏବଂ ପରେ ତାର ବେନିଫିସିଆରୀ ଷ୍ଟାଟସ ଉପରେ କ୍ଲିକ କରିବାକୁ ପଡିବ । ଏବଂ ପରେ ଏକ ନୂତନ ପେଜ୍ ରେ ନିଜର ଆଧାର ନଂ ମୋବାଇଲ ନଂ ଏବଂ ଆକାଉଣ୍ଟ ନଂ କୁ ଦେବାକୁ ପଡିବ । ଆପଣ ଚୟନ କରିଥିବା ସଂଖ୍ୟା କୁ ଏଣ୍ଟ୍ରୀ କରାନ୍ତୁ । ଏବଂ ପରେ ଆପଣଙ୍କ ବିବରୀଣି ଆପଣ ଦେଖିପାରିବେ । ସେହିପରି ସ୍କ୍ରୀନ ରେ ଏକଟିଭ୍ ଏବଂ ଇନଏକ୍ଟିଭ୍ ଲେଖା ଥିବ ଏକଟିଭ୍ ଥିଲେ ଆପଣଙ୍କ ଏକାଉଣ୍ଟ ସକ୍ରିୟ ରହିଛି । ଏବଂ ଆପଣ ପିଏମ୍ କିଶାନ ର ନବମ କିସ୍ତି ପାଇପାରିବେ ।

Pm
ଏହି ଯୋଜନା ରୁ କେମିତି ଫାଇଦା ପାଇବେ ।

1. ଅତିକମରେ 20 ବର୍ଷ ପର୍ଯ୍ୟନ୍ତ 55 ଟଙ୍କା ଏବଂ ଅତିବେଶୀରେ 40 ବର୍ଷ ପର୍ଯ୍ୟନ୍ତ 200 ଟଙ୍କା ପର୍ଯ୍ୟନ୍ତ ମାସିକ ଅଂଶଦାନ କରିବାକୁ ହେବ। ଯାହା କି ଚାଷୀଙ୍କ ବୟସ ଉପରେ ନିର୍ଭର କରୁଛି।
2. 40 ବର୍ଷ ବୟସରେ ଯୋଡ଼ି ହେଉଥିବା ଚାଷୀଙ୍କ ପାଇଁ ମାସିକ 200 ଟଙ୍କା ଅଂଶଦାନ ଦେବାକୁ ପଡ଼ିବ।

3. ଏହି ଯୋଜନାର ଫାଇଦା 18 ବର୍ଷରୁ ଆରମ୍ଭ କରି 40 ବର୍ଷ ବୟସର କୌଣସି ବି ଚାଷୀ ନେଇପାରିବେ।

pm Kisan

4. 30 ବର୍ଷ ବୟସରେ ଏହି ଯୋଜନାରେ ଯୋଡ଼ି ହେଉଥିବା ଚାଷୀଙ୍କ ପାଇଁ ମାସିକ 110 ଟଙ୍କା ଅଂଶଦାନ ଦେବାକୁ ପଡ଼ିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *