ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୀବନ ବର୍ବାଦ କରି ଦିଅନ୍ତି ଏହି ନାମର ଝିଅ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ , ଏ ଦୁନିଆରେ ସବିଠାରୁ ଅନଖା ପ୍ରେମ ହେଉଛି ଏକ କପୁଲ ର ଥିବା ଯାହା କେବେ କେଉଁ ଠାରେ ହୋଇଯାଏ କେହିବି ଜାଣେ ନାହିଁ , ଯଦି ଆପଣଙ୍କ ଜୀବନରେ ଏହି ନାମର ଝିଅ ଆସୁଛନ୍ତି ତେବେ ଚେଷ୍ଟା କରନ୍ତୁ ଏହି ନାମର ଝିଅଙ୍କ ଠାରୁ ଦୁରେଇ ରହିବା କୁ । କ୍ରୌଧ କ୍ରୌଧ କରିବା ମାନସିକ ସାମାଜିକ ରୂପରୁ ଖରାପ ଅଟେ , ରାଗ ମଣିଷ ପାଇଁ ସବୁଠାରୁ ମଣିଷ ପାଇଁ ବଡ଼ ଶତୃ ଅଧିକାଶଂ ସମୟରେ ବ୍ୟକ୍ତି ନିଜର ରୋଗ ପାଇଁ ଅନେକ କିଛି ହରାଇ ଥାଏ , ଗୋଟିଏ ବ୍ୟକ୍ତି ଜୀବନରେ ନାରୀ ଭୂମୀକା ମୋହତ୍ୱ ଅଟେ ।
ନାରୀ ଚାହିଲେ ବ୍ୟକ୍ତି ଜୀବନକୁ ସୁଧାରୀ ପାରେ ନହେଲେ ବିଗାଡି ପାରିବ ତେବେ ଆଜି ମୁଁ ଆପଣଙ୍କୁ ଏମିତି କିଛି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛି ଯେଉଁ ମାନେ ଅଧିକ ରାଗ ସଭାବର ହୋଇଥାନ୍ତି , ପ୍ରଥମେ ହେଲା B ନାମର ଝିଅ ଯେଉଁ ଝିଅ ନାମଙ୍କ ଆରମ୍ଭ ହେଇଛି B ଅକ୍ଷର ରୁ ତାଙ୍କର ସଭାବ ଅତ୍ୟନ୍ତ ରାଗି ଏମାନେ ସର୍ବଦା ନିଜ ରାଗକୁ ଅନ୍ୟଙ୍କ ଉପରେ ସୁଜାଇ ଥାନ୍ତି ଏହା ପରେ ଏମାନେ ସାନ୍ତ ହୋଇଥାନ୍ତି । କିନ୍ତୁ ଏହି ନାମର ଝିଅ ମାନେ ହୃଦୟ ରୁ ମଧ୍ୟ ଭଲ ଏବଂ କମଳ ହୋଇଥାନ୍ତି ,
S ନାମର ଝିଅ ମାନେ ଏହି ନାମର ଆରମ୍ଭ ହୋଇଥିବା ଝିଅ ମାନଙ୍କ ରାଗ ଅଧିକ ହୋଇଥାଏ ଏମାନେ କାହାରି କଥା ସହି ପାରନ୍ତି ନାହିଁ ଏବଂ ଏମାନେ ନିଜ ରାଗକୁ ଅନ୍ୟ ଉପରେ ସଜାଇ ଥାନ୍ତି କିନ୍ତୁ ହୃଦୟ ରୁ ଏମାନେ ବହୁତ ଭଲ ସଭାବର ହୋଇଥାନ୍ତି ।
P ନାମର ଝିଅ ମାନେ ଏହି ନାମର ଆରମ୍ଭ ହୋଇଥିବା ଝିଅ ମାନଙ୍କ କଥାରେ ରାଗିଥାନ୍ତି ଏମାନଙ୍କ ରାଗ ଅଜବ ପ୍ରକାରର ହୋଇଥାଏ , ଯଦି ଏମାନେ ରାଗିଥିବା ସମୟରେ ଚାହିବେ ତେବେ ନିଜର ରାଗ ଉପରେ ନିୟନ୍ତଣ କରି ପାରିବେ ଅନେକ ସମରେ ମିଛ ଭାବନା ରହିଥାଏ କିନ୍ତୁ ହୃଦୟରୁ ଏମାନେ ବହୁତ ଭଲ ହୋଇଥାନ୍ତି , ଏମାନେ ଏତେ ଭଲ ହୋଇଥାନ୍ତି କି ଯେ ଆଖି ଉପରେ କାହାକୁ ବିଶ୍ୱାସ କରି ଦେଇଥାନ୍ତି ।
ଏହି ନାମର ପ୍ରଥମ ଅକ୍ଷର ହେଉଥିବା ଝିଅ ମାନଙ୍କ ମଧ୍ୟରେ ରାଗ ସଭାବ ହୋଇଥାଏ ତେଣୁ ଏମାନଙ୍କ ଠାରୁ ଅଧିକ ସତର୍କ ରହିବା ଉଚିତ୍ , ତେବେ ଆପଣ ମାନେ ଜାଣିଲେ ଜୀବନ ବର୍ବାଦ କରି ଦେଇଥାନ୍ତି ଏହି ନାମର ଝିଅ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।