ଲଘୁଚାପ ପ୍ରଭାବ ୨ଦିନ ପ୍ରବଳ ବର୍ଷା ହେବ | ଏହିସବୁ ଜିଲ୍ଲା ସାବଧାନ ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଘନିଭୂତ ହୋଇଛି ଲଘୁଚାପ 10 ଜିଲ୍ଲାରେ ଦୁଇଦିନ ପ୍ରବଳ ବର୍ଷିବ । ତେବେ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ଫଳ ରେ ଗତ କାଲି ଉତ୍ତର ପଶ୍ଚିମ ସଲଗ୍ନ ଅଞ୍ଚଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଜାହା ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ର ଉପକୂଳ ରେ ଥିବା ଏକ ଘୂର୍ଣ୍ଣିଂ ବଳୟ ସହିତ ଯୋଡି ହୋଇଛି ।

ତେବେ ଲଘୁଚାପ ଘନିଭୂତ ହୋଇଛି ଏବଂ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ସେହି ଜିଲ୍ଲା ଗୁଡିକ କଣ ଏବଂ କଣ ରହିଛି ପାଣିପାଗ ବିଭାଗ ର ସୂଚାନା ଆସନ୍ତୁ ଜାଣିନେବା ।

rains

ତେବେ ଆଜି ରାଜ୍ୟରେ 10 ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସେହି ସବୁ ଜିଲ୍ଲା ଗୁଡିକ ହେଲା ମଲକାନାଗିରି ,କୋରାପୁଟ, ରାୟଗଡା , ଗଜପତି , ଗଞାମ୍ , ପୁରୀ ଖୋର୍ଦ୍ଧା , କନ୍ଧମାଳ , କଳାହାଣ୍ଡି , ନବରଙ୍ଗପୁର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାଲେଶ୍ୱର , ଭଦ୍ରକ , ଜାଜପୁର , କନ୍ଦ୍ରାପଡା , କଟକ , ଜଗତସିହଂ ପୁର , ପୁରୀ , ଖୋର୍ଦ୍ଦା , ନୟାଗଡ , ଗଞାମ୍ , ଗଜପତି , କେଉଁଝର , ମୟୁରଭଞୀ ସ ଅନୁଗୁଳ , ଓ ଢେଙ୍କାନାଳ ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଏହି ନେଇ ସବୁ ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟର ଅନେକ ଅଞ୍ଚଳ ରେ ମରୁଡୀ ଭଳି ସ୍ଥିତି ଉପୁଜି ଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ବିଭାଗ କହିଥିଲେ । ଏବଂ ଆସନ୍ତା 5 ରୁ 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ କୈଣସି ମୈଶୁମୀ ସକ୍ରିୟ ହେବାର ବି ସମ୍ଭାବନା ନଥିବା ବେଳେ କେବଳ ନିଅଟିଆ ବର୍ଷା ହେବାର ସମ୍ଭାବନା ରହିଛି ।

rain

ତା ପରେ ହୁଏତ କିଛି ପରିବର୍ତନ ହୋଇପାରେ ସେହି ପରି ସେପ୍ଟେମ୍ବର ମାସରେ କତେ ପରିମାଣ ରେ ବର୍ଷା ହେବ ତାହାର ଆକଳନ ସେପ୍ଟେମ୍ବର ପହିଲା ରେ ଆକଳନ ହେବ ବୋଲି ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *