ଆଜିର ଦୁଃଖ ଖବର ଆପଣଙ୍କ ପାଇଁ ଟିକେ ହୃଦୟ ବିଦାରକ ସାବ୍ୟସ୍ତ ହେଇପାରେ। ଆମେ ଆପଣଙ୍କ ପାଖରେ ସର୍ବଦା ନିଜର ଡେଲି ନିଉଜ ଦ୍ୱାରା ରିଲ ଆଉ ରିଏଲ ଖବର ଆଣିଥାଉ। । ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ତଥା ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଦୁଃଖଭରା ଖବର ନେଇକି ଆସିଛୁ , ଆମେ ଆଜି ଆପଣଙ୍କ ପାଖରେ ଆପଣଙ୍କର ପ୍ରିୟ ଅଭିନେତାଙ୍କ କଥା କହିବାକୁ ଯାଉଛୁ। ଆଉ ତାହାଙ୍କର ଏବେ ମୃତ୍ୟୁ ଘଟିଛି ଯାହା କି ପୁରା ସିନେ ଜଗତକୁ ଶୋକରେ ବୁଡ଼େଇ ଦେଇଛି।
ତାଙ୍କର ଦେହାନ୍ତ ପୁରା ଫିଲ୍ମ ଜଗତକୁ ହି ଶୋକରେ ବୁଡ଼େଇ ଦେଇଛି ଆଉ ତାଙ୍କର ଦେହାନ୍ତର କାରଣ ଏଯାଏ ଜାଣି ପାରିନାହୁଁ ଆମେ। ଖାଲି ବଲିଉଡ ହି ନୁହଁ ବରଂ ଓଲିଉଡର ଅଭିନେତା ମାନେ ମଧ୍ୟ ଶୋକରେ ଅଛନ୍ତି। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ।
ସିନେନା ଜଗତ ଏବେ ପୁରା ଶୋକରେ ଅଛି କାରଣ ବାଥ୍ରୂମରୁ ବାହାରିଲେ ଏହି ଫିଲ୍ମ ଅଭିନେତା। ତାଙ୍କ ମୃତ୍ୟୁ ପ୍ରାୟ ୩ଦିନ ଆଗରୁ ହେଇସାରିଥିଲା ତେବେ ତାହା ଜଣା ପଡିନଥିଲା ମାତ୍ର ତାହାପରେ ତାଙ୍କ ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଗଲା ଆଉ ବାଥ୍ରୂମରେ ପଡି ହି ସେ ମୃତ୍ୟୁ ବରଣ କରିଛନ୍ତି। ମୁମ୍ବାଇ ପ୍ରେସ କ୍ଲବର ଜଣେ ସକ୍ରିୟ ସଦଶ୍ୟ ଥିଲେ ରସିଦ। ତେବେ କିଛି ଦିନ ହେବ ନିଜର କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ସେ।
ତେବେ ତାଙ୍କର ନିକଟସ୍ଥ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଆଉ ଖୁବ ଜଲଦି ଫେରି ଆସିବେ ବୋଲି କହିଥିଲେ ସେ। ମାତ୍ର ତାଙ୍କ ଘର ଲୋକ ବାରମ୍ବାର ଫୋନ କରିବାରୁ ସେ ଆଉ ଫୋନ ଉଠେଇଲେ ନାହିଁ। ଏହାଦ୍ୱାରା ତାଙ୍କ ଘର ଲୋକ ଅତ୍ୟନ୍ତ ଚିନ୍ତିତ ହେଇଗଲେ ମାତ୍ର ତାହାପରେ ସେ ପୋଲିସକୁ ଖବର କଲେ। ପୋଲିସ ତାହାପରେ ତାଙ୍କର ତଦନ୍ତ କରିବାରୁ ଶେଷରେ ତାଙ୍କର ମୃତ ଦେହ ତାଙ୍କ ବାଥ୍ରୂମରୁ ମିଳିଲା।
କ୍ଲବ ପକ୍ଷରୁ ବହୁତ ଶୋକ ପ୍ରକାଶ କରାଯାଇଛି। ତାଙ୍କୁ ଦୁଇ କି ତିନି ଦିନ ହେବ ଦେଖା ଯାଇନଥିଲା ବୋଲି କ୍ଲବ ପକ୍ଷରୁ ସୂଚନା ମିଳିଲା ଆଉ ତାହାପରେ ତାଙ୍କର ମୃତ ଦେହ ଉଦ୍ଧାର କରାଗଲା। ସେ ଜଣେ ଜଣା ଶୁଣା ଫିଲ୍ମ କ୍ରୀଟିକ ରସିଦ ଇରାଣୀ ଆଉ ତାଙ୍କର ମୃତ୍ୟୁରେ ସାରା ବଲିଉଡର କିଛି ଆଗ ଧାଡ଼ିର ଅଭିନେତା ମାନେ ନିତାନ୍ତ ଶୋକ ପ୍ରକାଶ କରିଛନ୍ତି।