ଆସିଲା ବଡ଼ ଦୁଃଖ ଖବର,ହଠାତ କଣ ଘଟିଲା ଅରିନ୍ଦମ ଙ୍କ ସହ ||

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଆପଣ ମାନଙ୍କର ଏବଂ ଆମର ପ୍ରିୟ ଅଭିନେତା ସୁପରଷ୍ଟାର ଅରବିନ୍ଦମ୍ ରୟ ତାଙ୍କୁ ନେଇ ବର୍ତମାନ ସମୟ ରେ ଆସିଲା ବଡ ଦୁଖଃ ଖବର ହଁ ବନ୍ଧୁଗଣ ଆପଣ ମାନେ ଠିକ୍ ସୁଣିଛନ୍ତି ଅରବିନ୍ଦମ୍ ରୟ ଏହି ନେଇ ନିଜେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଫେନ୍ ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

Arindham Roy

ତେବେ ହଠାତ୍ ତାଙ୍କର ଏମିତି କଣ ହେଲା । ପ୍ରକୃତରେ ସେ କଣ ପାଇଁ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଅରବିନ୍ଦମ୍ ରୟ ଙ୍କ ବିଷୟ ରେ କହିବା ପାଇଁ ଗଲେ ବର୍ତମାନ ସେ ତାଙ୍କର ଗୋଡ ଫେକ୍ଚର ହେବା ଯୋଗୁଁ ହସ୍ପିଟାଲ ରେ ଆଡମିଟ୍ ହୋଇଛନ୍ତି ।

ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ବେସ୍ ନାମ କରିଛନ୍ତି । ଅଭିନେତା ଅରବିନ୍ଦମ୍ ରାୟ ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ କୁ ପସନ୍ଦ କରନ୍ତି । ସବୁ ସମୟ ରେ ତାଙ୍କର ସିନେମା ବି ବହୁତ ସୁପର ହିଟ୍ ହୋଇଥାଏ । ଆକ୍ସନ ଷ୍ଟାର ଭାବେ ବେସ୍ ପରିଚିତ ଷ୍ଟାର ଅରବିନ୍ଦମ୍ ରୟ ବର୍ତମାନ ସମୟ ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଏହାକୁ ମଧ୍ୟ ସେ ନିଜର ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ।

Arindham

ତାଙ୍କର ଗୋଡ ଫେକ୍ଚର ହେବାରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ହେଲେ ବର୍ତମାନ ସମୟ ରେ ସ ଭଲ ହୋଇଥିବା ବେଳେ ସେ ଭଲ ହେବାର ଏକ ଫୋଟ କୁ ମଧ୍ୟ ପୋଷ୍ଟ କରିଥିଲେ । ଏବଂ ୱେଲଡନ୍ ବି ଲେଖିଥିଲେ ତେବେ ଏହି କଥାରୁ ଜଣା ପଡୁଛି କି ଅରବିନ୍ଦମ୍ ରୟ ଏବେ ସୁସ୍ଥ ହେବାକୁ ଲାଗିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *