ଝିଲିକଙ୍କ ବିଷୟରେ ଆସିଲା ଏହି ବଡ ଦୁଃଖ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ରେ ପୀଡିତ ହୋଇଛନ୍ତି ଓଲିଉଡ ର ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ତେବେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଗତ କାଲି କୋରନା ପଜେଟିଭ୍ ହୋଇଛନ୍ତି । ନିଜେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ନିଜର ଫେନ୍ସ ମାନଙ୍କୁ ଏହି ବିଷୟ ରେ ସୂଚନା ପ୍ରଦାନ କରିଛନ୍ତି । ସେ ନିଜେ ହିଁ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ କହିଛନ୍ତି ।

ଏହା ସହିତ ସେ ନିଜର ଫେନ୍ ମାନଙ୍କୁ ଆହୁରୀ ଗୁରୁତ୍ୱ ପୂର୍ଣ୍ଣ କଥା ବିଷୟ ରେ କହିଛନ୍ତି । ତାଙ୍କ ସହିତ ଗତ 10 ଦିନ ଧରି ଯେଉଁମାନେ ମିଶି ଥିଲେ ବା ଭେଟିଥିଲେ ସେମାନେ ନିହାତି ଭାବରେ ଥରେ କୋରନା ଟେଷ୍ଟ କରିନିଅନ୍ତୁ ।

Jhilik

ଏବଂ କୋରନା ଟେଷ୍ଟ ରେ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ପଜେଟିବ୍ ଆସିବା ପରେ ବର୍ତମାନ ସମୟ ରେ କ୍ୱାରେଣ୍ଟିନ୍ ରେ ରହିଛନ୍ତି । ଏବଂ ସେ ବର୍ତମାନ ସମୟ ରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଏହା ସହିତ ସେ ସଂମ୍ପର୍ଣ୍ଣ ରୂପେ ସୁସ୍ଥ ରହିଛନ୍ତି ବୋଲି ସୂଚନା ଦେଇଥିଲେ ।

ତାଙ୍କର ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ତେବେ ଏଠାରେ ଆମେ ମାନେ ଭଗବାନ ଙ୍କ ପାଖରେ ପାର୍ଥନା କରିବାକି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଜଲ୍ଦି କୋରନା କବଳରୁ ମୁକ୍ତି ପାଆନ୍ତୁ । ଏବଂ ସେ ସୁସ୍ଥ ହୋଇ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଫେରିଆସନ୍ତୁ ।

Jhilik Bhatajrajee

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *