ଓଡିଆ କମେଡିଆନ କାଳିଆ ଷଣ୍ଡ ବିଷୟୟରେ ଆସିଲା ଏହି ବଡ ଦୁଃଖ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନରଂଞୀନ ଜଗତ କୁ ଆସିଥିବା ପ୍ରସିଦ୍ଧ କଳାକାର କାଳିଆ ଶଣ୍ଢ ଙ୍କୁ ନେଇ ଆସିଛି ଏକ ଦୁଖଃ ଖବର ଓଲିଉଡ ର ପ୍ରତିଷ୍ଟିତ ପ୍ରାଙ୍କ୍ କଳାକାର କାଳିଆ ଶଣ୍ଡ ମାନେ ଆମକୁ ହସାଉଥିବା ଏହି କଳାକାର ଜଣଙ୍କ ଆଜି ଅବାକ୍ ହୋଇପଡିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ହସର ଖୁରାକ ଯୋଗାଉଥିବା କାଳିଆ ଶଣ୍ଢ ନାମରେ ପ୍ରସିଦ୍ଧ କାଳିଆ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ଦିନଥିଲା ସେ ଖାଇବାକୁ ବି ପାଉନଥିଲେ ।

ହେଲେ ପରେ ସେ ନିଜର ଇୟୁଟିବ୍ୟୁ ଚେନ୍ନଲ ଖୋଲି ଗୁଲୁଆ ଙ୍କ ସହିତ ନିଜର କମେଡି ଧର୍ମି ଚଳଚିତ୍ର କରିଥିଲେ । ବିଗତ ବର୍ଷରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବଂ ଚଳିତ ବର୍ଷ ରେ ତାଙ୍କର ଏକ ଝିଅ ସନ୍ତାନ ହେବାର ସୂଚନା ରହିଥିଲା । ହେଲେ ବର୍ତମାନ ସମୟ ରେ ଏକ ବଡ ଖବର ମିଳିଛି କି ଆଜି ନିଜ ଘର ର ଛାଡ ଉପରେ ଶିଉଳୀ ପଡିଥିବାରୁ ନିଜର ଗୋଡ ଖସି ତାଙ୍କର ଦୁଇଟି ପଞରା ହାଡ ଭାଙ୍ଗି ଜାଇଛି ।

kalia

ଜାହାକି ବର୍ତମାନ ସମୟ ରେ ଏକ ବଡ ଦୁଖଃ ଖବର । ତାଙ୍କୁ ଏହା ପରେ ତୁରନ୍ତ ହସ୍ପିଟାଲ ରେ ଭର୍ତି କରାଜାଇଥିଲା । ଏବଂ ଏବେ ଡାକ୍ତର ତାଙ୍କୁ ସଂମ୍ପର୍ଣ୍ଣ 4 ମାସ ପର୍ଯ୍ୟନ୍ତ ବେଡ୍ ରେଷ୍ଟ ନେବାକୁ କହିଛନ୍ତି । ଏବେ ସେ ଆଉ କୈଣସି ଅଭିନୟ କରିପାରିବେ ନାହିଁ । ତେବେ ବର୍ତମାନ ସମୟ ରେ ଗୁଲୁଆ ଭାଈ ଏବଂ ଏମିତି ଅନେକ ଫନି ଇୟୁଟ୍ୟୁବର ମାନେ ଏହି ଖବର ସୁଣି ବହୁତ ଦୁଖଃ ପ୍ରକାଶ କରିଛନ୍ତି ।

ଏବଂ ସେମାନେ କାଳିଆ ଶଣ୍ଢ ଙ୍କର ଆରୋଗ୍ୟ କାମନା କରିଛନ୍ତି । ଏବଂ ସେ କେମିତି ଭାବେ ବହୁତ ଜଲ୍ଦି ଭଲ ହୋଇଜାଆନ୍ତୁ ସେହି ନେଇ କାମନା କରିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *