ଅରିନ୍ଦମଙ୍କ ବିଷୟରେ ଆସିଗଲା ବଡ ଦୁଃଖ ଖବର – ଦେଖିଲେ ବିଶ୍ୱାସ ହେବନି ।

ଆପଣ ମାନଙ୍କୁ ପୋର୍ଟଲ କୁ ସ୍ୱାଗତ କରୁଛୁ ମେଡିତାଲ ରେ ଓଲିଉଡ ର ସୁପର ଷ୍ଟାର ଅରବିନ୍ଦମ୍ ରୟ ତେବେ ଏମିତି କେମିତି ହେଲା ଏବଂ କାହିଁକି ଏହାକୁ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଦୁଖଃ ଖବର ଦେଖିବାକୁ ମିଳୁଛି ଜାହା ଓଲିଉଡ ର ସୁପରଷ୍ଟାର ଅରବିନ୍ଦମ୍ ରୟ ଙ୍କୁ ନେଇ ରହିଛି ।

Arindam

ଆପଣ ମାନେ ଅରବିନ୍ଦମ୍ ରୟ ଙ୍କୁ ନିହାତି ଭାବେ ଜାଣିଥିବେ ବର୍ତମାନ ସେ ତାଙ୍କର ଗୋଡ ଫେକ୍ଚର ହେବା ଯୋଗୁଁ ହସ୍ପିଟାଲ ରେ ଆଡମିଟ୍ ହୋଇଛନ୍ତି । ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ବେସ୍ ନାମ କରିଛନ୍ତି । ଅଭିନେତା ଅରବିନ୍ଦମ୍ ରାୟ ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ କୁ ପସନ୍ଦ କରନ୍ତି ।

ସବୁ ସମୟ ରେ ତାଙ୍କର ସିନେମା ବି ବହୁତ ସୁପର ହିଟ୍ ହୋଇଥାଏ । ଆକ୍ସନ ଷ୍ଟାର ଭାବେ ବେସ୍ ପରିଚିତ ଷ୍ଟାର ଅରବିନ୍ଦମ୍ ରୟ ବର୍ତମାନ ସମୟ ରେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଏହାକୁ ମଧ୍ୟ ସେ ନିଜର ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି । ତାଙ୍କର ଗୋଡ ଫେକ୍ଚର ହେବାରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ହେଲେ ବର୍ତମାନ ସମୟ ରେ ସ ଭଲ ହୋଇଥିବା ବେଳେ ସେ ଭଲ ହେବାର ଏକ ଫୋଟ କୁ ମଧ୍ୟ ପୋଷ୍ଟ କରିଥିଲେ ।

Arindham

ଏବଂ ୱେଲଡନ୍ ବି ଲେଖିଥିଲେ ତେବେ ଏହି କଥାରୁ ଜଣା ପଡୁଛି କି ଅରବିନ୍ଦମ୍ ରୟ ଏବେ ସୁସ୍ଥ ହେବାକୁ ଲାଗିଛନ୍ତି । ଆଗକୁ ସେ କେମିତି ସଂମ୍ପର୍ଣ୍ଣ ଭାବେ ସୁସ୍ଥ ହେବେ ଆମେ ଆମର ଟିମ୍ ତରଫ ରୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିବୁ । କି ସେ ଖୁବ୍ ଶୀଘ୍ର ଭଲ ହୋଇଜାଆନ୍ତୁ ଏବଂ ପୂରା ସୁସ୍ଥ ହୋଇ ସିନେମା କୁ ଫେରିଆସନ୍ତୁ । ତଥା ଦର୍ଶକ ମାନଙ୍କୁ ଯେମିତି ସେ ଆଗରୁ ସୁପର ହିଟ୍ ସିନେମା ଦେଉଥିଲେ ସେମିତି ହିଁ ସେ ସୁପର ହିଟ୍ ସିନେମା ମାନ ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *