ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଜାଣିଥିବେ ଦୁନିଆରେ ମଣିଷକୁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ପ୍ରାଣି ବୋଲି କୁହାଯାଏ । କାରଣ ମଣିଷ ପାଖରେ ବିଚାର କରିବାର ଶକ୍ତି ରହିଥାଏ ହେଲେ ପଶୁ ପକ୍ଷୀଙ୍କ ପାଖରେ ଏହି ବିଚାର କରିବା ଶକ୍ତି ନଥାଏ । କିନ୍ତୁ ମଣିଷ ଓ ପଶୁ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଭାବିଲେ ବହୁତ ସମୟରେ ଆଶ୍ଚର୍ଯ୍ୟ ଲାଗିଥାଏ । ବେଳେବେଳେ ମଣିଷ ପଶୁ ଓ ପକ୍ଷୀଙ୍କ ଅଜବ କଯ୍ୟ ପାଇଁ ତାଙ୍କୁ ତାଙ୍କ ଠାରୁ ଦୂରେଇବା ପାଇଁ ଅନେକ ପ୍ରକାରର ଉପାୟ ଆପଣେଇ ଥାନ୍ତି ।
ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦୁଇ ଜଣ ବ୍ୟକ୍ତି କୁକୁରଙ୍କୁ ଚଳାଇବା ପାଇଁ ଏମିତି କିଛି କାମ କରିଛନ୍ତି , ଯେଉଁଥିପାଇଁ ତାଙ୍କୁ ପରେ ବିପଦରେ ପଡ଼ିବାକୁ ପଡ଼ିଛି । ଭିଡିଓ ଟିରେ ଏପରି କିଛି ଅଛି ଯେ ଗୋଟିଏ ସ୍ଥାନରେ କୁକୁର ମାନେ ବସିଥିବାର ଦେଖି ଦୁଇ ଜଣ ଯୁବକ କୁକୁର ମାନଙ୍କୁ ଡରାଇବାକୁ ଚେଷ୍ଟା କରିଛନ୍ତି , ସେଥିପାଇଁ ଜଣେ ସିଂହ ଡ୍ରେସ୍ ଓ ଅନ୍ୟ ଜଣେ ଭାଲୁ ଡ୍ରେସ୍ ପିନ୍ଧି କୁକୁର ପାଖକୁ ଆସିଥିଲେ ।
କିନ୍ତୁ ସେଥିରେ କୁକୁର ପାଖକୁ ଆସିବା ପରେ ତାଙ୍କ ସହିତ ଏମିତି କିଛି ଘଟିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ଜଣ ଯୁବକ କୁକୁର ଆଡ଼କୁ ଯାଉ ଥିବା ସମୟରେ କୁକୁର ମାନେ ତାଙ୍କ ଆଡ଼କୁ ଆସୁଥିବାର ଦେଖି ସିଂହ ଡ୍ରେସ୍ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଡରରେ ସେଠିରୁ ପଳେଇ ଯାଇ ଥିଲା , କିନ୍ତୁ କିନ୍ତୁ ଭାଲୁ ଡ୍ରେସ୍ ପିନ୍ଧିଥିବା ବ୍ୟକ୍ତି ସେଠାରୁ ଯାଇ ପାରିନଥିଲେ ଓ ତିଙ୍କୁ କୁକୁର ମାନେ ଘରେ ନେଇ ଥିଲେ । କୁକୁର ମାନେ ଏକା ଥରେ ସେହି ଯୁବକ ଉପରକୁ ଆକ୍ରମଣ କରିଥିଲା , ସେ ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦେଖିବାକୁ ଲାଗିଲେ , କିନ୍ତୁ କୁକୁର ମାନେ ବ୍ୟକ୍ତି ଜଣଙ୍କ ପିଛା ଛାଡି ନଥିଲେ ।
ସେହି ସମୟର ଘଟଣାକୁ ପଙ୍କଜ ଯାଦବ ନାମକ ଜଣେ ବ୍ୟକ୍ତି ଭିଡିଓ କରିଥିଲେ ଓ ସେହି ଯୁବକ ଜଣଙ୍କ ଜୁଲାଇ ୨୦ ତାରିଖରେ ସୋସିଆଲ ମିଡିଆରେ ଛାଡିଥିଲେ। ଲୋକମାନଙ୍କୁ ଏହି ଭିଡିଓ ଦେଖି ବହୁତ ମଜା ଆସିଥିଲା । ଭିଡିଓ ଟି ଛାଡ଼ିବା ପରେ ୫ଲକ୍ଷ ରୁ ଅଧୀକ ଲୋକମାନେ ଲାଇକ କରିବା ସହିତ ୨୦୦୦ ରୁ ଅଧିକ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିଲେ ।
ସେହି କମେଣ୍ଟ ମଧ୍ୟରୁ ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଥିଲେ ଯେ ନେକଷ୍ଟ ଟାଇମ ଯେତେବେଳେ ଆପଣଙ୍କ ମୁଣ୍ଡରେ ଏମିତି କାମ କରିବାର ଆଇଡ଼ିଆ ଆସିବ, ସେତେବେଳେ ଟିକେ ଏହି ଦୃଶ୍ୟକୁ ମନେ ପକାଇ ଦେବେ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।