ଆଜି ଆମେ ଆପଣଙ୍କ ପାଖରେ ନାଲି ସୂତାର ଫାଇଦା ବାବଦରେ କହିବାକୁ ଯାଉଛୁ। ତେବେ ଏହା ବାବଦରେ ଆମେ ଆଉ ଡେରି ନକରି ଆରମ୍ଭ କରିବା ଆଉ ଆପଣ ତାହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ି ରୁହନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ମାନଙ୍କ ଜୀବନରେ ଆମେ ଯାହା କିଛି ବି ପିନ୍ଧୁଛୁ ତାହାର ଲାଭ ଆମ ମାନଙ୍କ ଉପରେ ରହିଥାଏ ଆଉ ଆମେ ଯାହା ପିନ୍ଧୁଛୁ ତାହାର କ୍ଷତି ମଧ୍ୟ ଆମ ମାନଙ୍କ ଉପରେ ରହିଥାଏ। ତେବେ ଶାସ୍ତ୍ର ଅନୁସାରେ ଯଦି ଆମେ ଆମର ସବୁ ଜିନିଷ ଆମ ମାନଙ୍କର ରାଶି ଅନୁସାରେ ପିନ୍ଧିବା ତାହେଲେ ତାହା ଆମକୁ ସବୁ ଆଡୁ ଲାଭ ଆଉ ଫାଇଦା ପହଂଚାଇଥାଏ। ଆଉ ଯଦି ଆମେ ତାହା ଆମ ରାଶି ଅନୁସାରେ ନ ପିନ୍ଧିବା ତାହେଲେ ତାହା ଆମକୁ କ୍ଷତି ପହଂଚାଇଥାଏ। ତେବେ ଚାଲନ୍ତୁ ଆମେ ଜାଣିବା କେଉଁ କେଉଁ ରାଶିର ଲୋକ ମାନଙ୍କ ପାଇଁ ନାଲି ରଙ୍ଗର ସୁତ ପିନ୍ଧିବା ଫାଇଦା ଦେଇଥାଏ ଆଉ କେଉଁ ମାନଙ୍କ ପାଇଁ ଏହା କ୍ଷତିକାରକ ହେଇଥାଏ। ତେବେ ଚାଲନ୍ତୁ ଆରମ୍ଭ କରିବା।
ତେବେ ମେଷ ରାଶି, ସିଂହ ରାଶି, ବିଛା ରାଶି, କର୍କଟ ରାଶି ଆଉ ଧନୁ ରାଶିର ଲୋକ ମାନଙ୍କ ପାଇଁ ଏହି ନାଲି ସୂତା ବହୁତ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ। ଏହାକୁ ପିନ୍ଧିବା ଦ୍ୱାରା ସେମାନଙ୍କ ଦେହରେ ଏକ ସକାରାତ୍ମକ ଶକ୍ତି ପରିବାହିତ ହେଇଥାଏ। ସେମାନଙ୍କର ବିବାହ ଅତି ସହଜରେ ହେଇଯାଏ ଆଉ ସେମାନଙ୍କୁ ତାଙ୍କ ଜୀବନର ସବୁ କାର୍ଯ୍ୟ ସଫଳତାର ସହ ତୁଲେଇ ଯାଏ। ଏହି ରାଶିର ଲୋକ ମାନଙ୍କ ଉପରେ ମହାପ୍ରଭୁ ହନୁମାନଙ୍କର ଅପାର କୃପା ରହି ଯାଇଥାଏ। ଏହାଦ୍ୱାରା ହି ତାଙ୍କ ଜୀବନରେ କିଛି ଅସୁବିଧା ହୁଏ ହି ନାହିଁ ଆଉ ତାଙ୍କୁ ମନଚାହା ପ୍ରସ୍ତାବ ମିଳି ଯାଇଥାଏ।
ଏହି ପ୍ରବାହରେ ଆପଣଙ୍କୁ ଶୁଭ ଖବର ମଧ୍ୟ ଖୁବ ଜଲଦି ମିଳିଯାଏ ଆଉ ଯଦି ଆପଣ ଲାଲ ସୂତା ପିନ୍ଧୁଛନ୍ତି ତାହେଲେ ଆପଣଙ୍କ କୁଣ୍ଡଳୀର ସବୁ ଦୋଷ ଭଲ ଭାବରେ ଦୁରେଇ ଯାଇଥାଏ। ଏହି ରାଶିର ଲୋକମାନଙ୍କୁ ଲାଲ ସୂତା ନିଜର ହାତରେ ପିନ୍ଧିବା ଉଚିତ ଯାହାଦ୍ୱାରା କି ସେମାନଙ୍କ ଉପରେ ଭଗବାନ ହନୁମାନଙ୍କର ଅସୀମ କୃପା ଲାଗି ରହିବ।
ତେବେ କନ୍ୟା, ତୁଳା ଆଉ କୁମ୍ଭ ରାଶିର ଜାତକ ମାନଙ୍କ ପାଇଁ ଏହି ଲାଲ ସୂତା ଶୁଭ ସାବ୍ୟସ୍ତ ହେଇଥାଏ। ସେମାନଙ୍କ ପାଇଁ ତାଙ୍କ ଚାକିରୀ ସମ୍ବନ୍ଧରେ ତଥା କ୍ୟାରିଅର ସମ୍ବନ୍ଧରେ ଆଉ ପ୍ରେମ ସମ୍ବନ୍ଧରେ କିଛି ବି ଅସୁବିଧା ରହି ନଥାଏ। ଏହି ସୂତା ଆପଣଙ୍କ ଜୀବନରେ ସବୁ ପ୍ରକାର ଖୁସି ଆଣି ଦେଇଥାଏ। ଆପଣଙ୍କ ବିବାହ ସମ୍ବନ୍ଧରେ ଆଉ ଚାକିରୀ ସମ୍ବନ୍ଧରେ ଥିବା ସବୁ ଅସୁବିଧା ଏହା ଦୁରେଇ ଦେଇଥାଏ। ତେଣୁ କାଳଭୈରବଙ୍କର କୃପା ପାଇବା ପାଇଁ ଏହି ରାଶିର ଲୋକମାନେ ଏହି ସୂତା ନିଜର ହାତରେ ପିନ୍ଧିବା ଦରକାର।