ଆଶ୍ଚର୍ଯ୍ୟ ଖବର ଦ୍ଵିତୀୟ ବିବାହ କରିବେ ଓଡିଆ ହିରୋ ଅନୁଭବ ମହାନ୍ତି,ସାମ୍ନାକୁ ଆସିଲା ସବୁ ସତ।

anubhav

ସାଙ୍ଗମାନେ ଆପଣ ମାନେ ତ ଓଡ଼ିଆ ଫିଲ୍ମ ଜଗତର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟ ଦର୍ଶିନିଙ୍କୁ ଜାଣିଥିବେ। ସେମାନେ ଓଲିଉଡ଼ ଫିଲ୍ମ ଜଗତରେ ଜଣେ ସୁପରିଚିତ ଯୋଡି ଅଟନ୍ତି। ହୁଏତ ଆପଣ ମାନଙ୍କ ମଧ୍ୟରୁ କେତେକଙ୍କର ଏହି ଦୁଇ ଜଣ ପ୍ରିୟ ମଧ୍ୟ ଥିବେ। ତେବେ ଏହି ଦୁଇ ଜଣଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ବିଷୟରେ ତ ଆପଣ ମାନେ ନିହାତି ଭାବେ ଜାଣିଥିବେ। ଏବେ ଏହି ଦୁଇ ଜଣଙ୍କ ମାମଲା କୋର୍ଟରେ ଚାଲିଛି। ତେବେ ଦୁଇ ଜଣ ଦୁଇ ଜଣଙ୍କ ବିପକ୍ଷରେ ଆରୋପ ଲଗାଉଛନ୍ତି। ତେବେ ଛାଡ଼ପତ୍ର ଯାଏଁ ମଧ୍ୟ କଥା ଉଠି ସରିଛି।

ସାଙ୍ଗମାନେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେଇ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି। ଏହା ଉପରେ କଣ ରହିଛି ଅଧିକ ତଥ୍ୟ ଆସନ୍ତୁ ଜାଣିବା।ଓଲିଉଡର ନମ୍ବର ୧ ଯୋଡ଼ି ଅନଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଆପଣ ମାନେ ନିହାତି ଭାବେ ଜାଣିଥିବେ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ଏହି ଦୁଇଜଣ ଏକାଠି ବହୁତ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ଦ୍ବାରା ଓଡ଼ିଶାର ଦର୍ଶକ ମାନଙ୍କୁ ବହୁତ ସାରା ସୁପର ହିଟ ଫିଲ୍ମ ଭେଟି ଦେଉଥିଲେ।

brasha

କିନ୍ତୁ ଏବେ ଏମାନେ ଆଉ ଏକାଠି ଫିଲ୍ମ କରୁନାହାନ୍ତି। ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାର ସାଂସଦ ହେବ ପର ଠାରୁ ଓଲିଉଡ ଜଗତରୁ ଦୂରେଇ ଯାଇଛନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସମ୍ମାନିତ ଟିମ ସହାୟତାରେ ଏହି ବିକଟାଳ ପରିସ୍ଥିତିରେ ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି।ଏବଂ ତାଙ୍କର ସୁଖରେ ଦୁଃଖରେ ରହିଥିବାର ମଧ୍ୟ ନଜର ଆସିଛନ୍ତି।

ଯେତିକି ଆପଣ ମାନେ ଜାଣିଛନ୍ତି ଯେ, ୨୦୧୪ ମସିହାରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ। ଦୁହେଁ ପରସ୍ପରକୁ ସୁଟିଂ ସେଟରୁ ଭଲ ପାଇଥିଲେ । ବାହାଘରର ଠିକ ୫ ବର୍ଷ ପରେ ଏହି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫାଟ ସୃଷ୍ଟି।ଏବଂ ଏହି ଫାଟ ସୃଷ୍ଟି ବହୁତ ଆଗକୁ ଚାଲିଯାଇଥିଲା।

brasha

ଏହା ପରେ ଅନୁଭବ ଓ ବର୍ଷା ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବାପାଇଁ ଦୁଇଜଣ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ବର୍ଷାଙ୍କ ଅନୁଭବ ପ୍ରତି ଏହା ଥିଲା କି ଅନୁଭବ ଅନ୍ୟ ନାରୀଙ୍କ ସହ ହୋଟେଲରେ ସମ୍ପର୍କ ରଖୁଛନ୍ତି କିନ୍ତୁ ଏପଟେ କିଛି ଅଭିଯୋଗ ଏପରି ଥିଲା ଯେ, ବର୍ଷା ତାଙ୍କ ସହ ବିଛଣା ସମ୍ପର୍କ ରଖିବାକୁ ଦେଉନାହାନ୍ତି।

ଏହିପରି ଭାବେ ପରସ୍ପର ଭିତରେ ମନୋମାଳିନ୍ୟ ସୃଷ୍ଟି ହେଲା। ଏମିତି ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିବାକୁ ଲାଗିଲା। ନିଶ୍ଚିନ୍ତ ଭାବରେ ଆଗକୁ କଣ ହେବାକୁ ଯାଉଛି ଏହା କୋର୍ଟରେ ବିଚାର ସରିବା ପରେ ଜଣାପଡ଼ିବ। ଆଶା କରୁଛି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଥିବ।

Leave a Reply

Your email address will not be published. Required fields are marked *