ଆଶ୍ଚର୍ଯ୍ୟ ଖବର:- ହାର୍ଟ ସମସ୍ୟାରେ ଚାଲିଗଲେ ଆଉ ଜଣେ ଓଡ଼ିଆ ହିରୋଇନ।

ସାଙ୍ଗମାନେ ଚାଲିଗଲେ ଆଉ ଜଣେ ଓଡ଼ିଆ ହିରୋଇନ ହାର୍ଟ ଆଟାକରେ। ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ସେହି ହିରୋଇନଙ୍କ ବିଷୟରେ। ଯଦି କୌଣସି ବ୍ୟକ୍ତି ହିନ୍ଦୀ ସିରିୟଲକୁ ଦେଖିବାକୁ ପସନ୍ଦ କରୁଥିବେ ତ ସେ ନିଶ୍ଚିତ ଭାବେ ସୁରେଖାଙ୍କୁ ଚିହ୍ନି ଥିବେ। ଶେଷ ନିଦ୍ରାରେ ଅଭିନୟ ଦୁନିଆର ଜଣେ ବଡ଼ ଜଣାଶୁଣା ଅଭିନେତ୍ରୀ ସୁରେଖା ସିକ୍ରୀ। ୭୫ ବୟସରେ ସୁରେଖାଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହି ଆସୁଥିବା ଶୁରେଖାଙ୍କ ଆଜି ସକାଳୁ ହୃଦଘାତରେ ର ମୃତ୍ୟୁ ହେଇଛି। ତାଙ୍କ ବିୟୋଗରେ କଳା ଜଗତରେ ଶୋକର ସାୟା ଖେଳିଯାଇଛି। ବଲିଉଡ ଅଭିନୟ ଜଗତରେ ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ସିରୀୟଲ ବାଳିକା ବଧୂରୁ ସିନେମା ବଧାଇ ହୋରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୁର୍ଦୟରେ ରାଜ କରୁଥିଲେ ଶୂରେଖା।

Shurekha

ଦମଦାର ଅଭିନୟ ପାଇଁ କଳା ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଶୁରେଖା। ୨୦୧୮ ମସିହାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଥିଲେ ମଧ୍ୟ,ଅଭିନୟକୁ ଭୂଲି ପାରୁନଥିଲେ। ଶେଷ ଥର ପାଇଁ ତାଙ୍କୁ ଘୋଷ୍ଟ ଫିଲ୍ମରେ ଦର୍ଶକ ମାନେ ଦେଖିବାକୁ ପାଇଥିଲେ। ୧୯୮୮ ମସିହାରେ ତମଶ,୧୯୯୫ ମାମୁଁ, ଆଉ ୨୦୧୮ ମସିହାରେ ଫିଲ୍ମ ବଧେଇ ହୋ ପାଇଁ ସୁରେଖା ସର୍ବସେଷ୍ଟ ଅଭିନେତ୍ରୀ ଭାବେ ୩ ଥର ଜାତୀୟ ଚଳଚିତ୍ର ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ।

ବନ୍ଧୁଗଣ ଶୁରେଖା ବାଳିକା ବଧୂରେ ଦାଦିଶା ଭାବେ ଘରେ ଘର ବେଶ ଭଲ ଭାବରେ ଜଣାଶୁଣା। ନିଜ ଅଭିନେତ୍ରୀ ଭୂମିକାରେ ସେ ୩୫ ଗୋଟି ସିନେମା, ୧୨ ଗୋଟି ମେଗା ସିରୀୟେଲରେ ନିଜ ପାରଦର୍ଶିତା ଦେଖେଇଥିଲେ। ରିପୋର୍ଟ ମୁତାବକ ପୂର୍ବ ବର୍ଷ ବ୍ରେନଷ୍ଟ୍ରୋକକୁ ସାମ୍ନା କରିଥିଲେ। ତାପରେ ମଧ୍ୟ ସେ ଚଳଚିତ୍ର ଜଗତରେ ନିଜର ଅଭିନୟ ଜାରୀ ରଖିଥିଲେ ।

Shurekha

ଯଦି କୌଣସି ବ୍ୟକ୍ତି ହିନ୍ଦୀ ସିରିୟଲକୁ ଦେଖିବାକୁ ପସନ୍ଦ କରୁଥିବେ ତ ସେ ନିଶ୍ଚିତ ଭାବେ ସୁରେଖାଙ୍କୁ ଚିହ୍ନି ଥିବେ। ସେ ୧୯୭୮ ମସିହାରେ ପଲିଟିକାଲ ଡ୍ରାମା ଫିଲ୍ମ କିସ୍କା କୁର୍ଶିରେ ଡେବ୍ୟୁ କରିଥିଲେ।ସେ ଅନେକ ଚଳଚିତ୍ରରେରେ କାମ କରିଥିଲେ। ସୁରେଖାଙ୍କୁ ସପୋର୍ଟିଂ ଅଭିନେତ୍ରୀ ପାଇଁ ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ତା ସହିତ ସେ ଅନେକ ଅଲଗା ଅଲଗା ପୁରସ୍କାର ମଧ୍ୟ ପାଇଛନ୍ତି ।

ସେ କେବଳ ବଲିଉଡ ନୁହଁ ଓଲିଉଡରେ ମଧ୍ୟ ବହୁତ ଚର୍ଚ୍ଚିତ ଥିଲେ। ଏହି ଖବର ପାଇ ସମସ୍ତେ ଭାଙ୍ଗି ପଡିଛନ୍ତି। ତେବେ ଏହା ବର୍ତ୍ତମାନ ସମୟର ଏକ ବଡ଼ ଦୁଃଖ ଖବର ଆସି ପହଞ୍ଚିଛି। ତେବେ ଏହି ଦୁଃଖ ଖବର ଶୁଣି ତାଙ୍କ ପରିବାର ଓ ବଲିଉଡର ଅଭିନେତା ଏବଂଅଭିନେତ୍ରୀମାନେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ଆଉ ନାହାଁନ୍ତି ବାଳିକା ବଧୁ ସିରିଏଲ ର ଦାଦିସା। ତାଙ୍କ ପରିବାର ବର୍ଗ ଏଥିପାଇଁ ବହୁତ ଦୁଃଖିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *