ହଠାତ୍ ସ୍କୁଲରେ ପହଞ୍ଚିଗଲେ ଶିକ୍ଷାମନ୍ତ୍ରୀ ସମୀର ଦାସ , ତାପରେ କଣ ହେଲା ଜାଣନ୍ତୁ….. ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ କରୋନା ମହାମାରୀ ବିଷୟରେ ଜାଣିଥିବେ । ପୁରା ବିଶ୍ଵର ଦୁଇ ବର୍ଷ ହେଲାଣି ତାର ଆତଙ୍କ ଖେଳାଇ ଚାଲିଛି ।ଯାହା ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି ଓ ଅନେକ ଲୋକମାନେ ନିଜର ଜୀବିକା ହରାଇଛନ୍ତି । ବର୍ତ୍ତମାନ କିଛି ମାତ୍ରାରେ ରେ ଏହାର ପ୍ରକୋପ କମିବା , କିନ୍ତୁ ଏବେବି ଏମିତି କିଛି ସ୍ଥାନ ରହିଛି ଯେଉଁଠି ଏପର୍ଯ୍ୟନ୍ତ ମଧ୍ୟ ଏହି କରୋନା ର ପ୍ରକୋପ କମି ନାହିଁ ।

କରୋନା ରେ ସରକାର ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ସ୍କୁଲ,କଲେଜ ଆଦିକୁ ବନ୍ଦ କରି ଦେଇଥିଲେ ଏବଂ ଅନଲାଇନ ମାଧ୍ୟମରେ ପାଠପଢା ଏବଂ ପରୀକ୍ଷା କରାଇଥିଲେ । ଯେଉଁଥିରେ ଅଧିକ ପ୍ରାଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା । ବର୍ତ୍ତମାନ କରୋନା ର ପ୍ରୋକପ କିଛି ମାତ୍ରାରେ କମି ଯାଉଥିବାରୁ ଏବେ କିଛି କିଛି ସ୍ଥାନରେ ସରକାର ଙ୍କ ଅନୁମତିରେ କୋଭିଡ ନିୟମକୁ ପାଳନ କରାଯାଇ ସ୍କୁଲ କଲେଜ ଖୋଲି ଯାଇଛି ।

school

ବର୍ତ୍ତମାନ ପିଲାମାନେ ଆଗଭଳି ସବୁଦିନ ସ୍କୁଲ କଲେଜ ଯାଉଛନ୍ତି , କିନ୍ତୁ ଅଳ୍ପ ପରିମାଣ ରେ ପିଲାମାନେ ସ୍କୁଲ ଆସୁଛନ୍ତି । ତେବେ ବହୁତ ଦିନ ପରେ ସ୍କୁଲ ଖୁଲିବାରୁ କିପରି ପାଠପଢା ଏବଂ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ କିପରି ପାଠ ପଢ଼ାଉଛନ୍ତି ଓ କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ସେ ବିଷୟରେ ମଧ୍ୟ ତଦାରଖ କରିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ସ୍କୁଲ ବୁଲି ଦେଖୁଛନ୍ତି ।

ସୂଚନା ଅନୁସାରେ ହଠାତ୍ କୋରାପୁଟ ର ଏକ ମହିଳା ବିଦ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପହଞ୍ଚିଯାଇ ସେଠାରେ କେମିତି ପାଠ ପଢା ଯାଉଛି , ସମସ୍ତେ ମାଷ୍କ ବ୍ୟବହାର କରୁଛନ୍ତି କି ନାହିଁ ସବୁ କଥାର ତଦାରଖ କରିଛନ୍ତି । ଶିକ୍ଷା ମନ୍ତ୍ରୀ ସମୀର ଦାସ ପହଁଚି ଏକ ଶ୍ରେଣୀ ଗୃହ ଭିତରକୁ ପଶିଯାଇଥିଲେ ଓ ସେଠାରେ ବସି ଶିକ୍ଷୟତ୍ରୀ କିପରି ଭାବରେ ପିଲା ମାନଂକୁ ପଢ଼ାଉଛନ୍ତି ଦେଖିଥିଲେ ।


ପଢେଇବା ସମୟରେ କୈାଣସି ଭୁଲ ରହୁଛି କି ନାହିଁ ଏବଂ ଜଦି ତାଙ୍କର କିଛି ଭୁଲ ଦେଖିଲେ ସେ ତାଙ୍କୁ ମଧ୍ୟ ବୁଝାଉଥିଲେ । ଏହା ଛଡା ସେ ପିଲା ମାନଂକୁ ମଧ୍ୟ ପାଠ ପଢ଼ା ବିଷୟରେ ପଚାରିଥିଲେ ଓ ପାଠପଢାରେ କିପରି ଧ୍ୟାନ ଦେବେ ଏବଂ ଆଗକୁ ହେବାକୁ ଯାଉଥିବା ପରୀକ୍ଷା ବିଷୟରେ ମଧ୍ୟ ସୂଚିତ କରିଥିଲେ ।

ଏହା ଛଡା ଛାତ୍ରଛାତ୍ରୀ ମାନେ ଯେମିତି ପରୀକ୍ଷା ରେ ଭଲ ନମ୍ବର ରଖିବେ , ତାଙ୍କର ପାଠପଢ଼ା ପ୍ରତି ଆଗ୍ରହ ଆଣିବା ପାଇଁ ପରୀକ୍ଷାରେ ଭଲ ନମ୍ବର ରଖିଲେ ତାଙ୍କୁ ସେ ଭଲ ଉପହାର ଦେବେ ବୋଲି ମଧ୍ୟ କହିଥିଲେ । ଏହି କଥା ଶୁଣିବା ପରେ ପିଲାମାନେ ମଧ୍ୟ ବହୁତ ଖୁସି ହୋଇଥିଲେ ଓ ଭଲ ନମ୍ବର ରଖିବେ ବୋଲି କହିଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *