ଗୁଡୁଙ୍କ ବାହାଘର ଭୋଜିରେ ଘଟିଲା କିଛି ଏମିତି କଥା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଓଲିଉଡ ର ହାସ୍ୟ ଅଭିନେତା ଗୁଡୁ ତେବେ ଗୁଡୁ କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ତେବେ ଗତ ଦୁଇଦିନ ତଳେ ଆମେ ମାନେ ଆପଣଙ୍କୁ ଜଣେଇଥିଲୁ କି ଗୁଡୁ ପୁଣିଥରେ ବିବାହ କରିଛନ୍ତି । ଓଡିଆ ଘରର ରିତିନିତି ଅନୁସାରେ ସେ ପୁଣିଥରେ ବିବାହ କରିଛନ୍ତି ।

ଏବଂ ଏଠାରେ ଆପଣ ମାନେ ଗୁଡୁଙ୍କ ରିସେପ୍ସନ ପାର୍ଟିର ଫୋଟ ଏଠାରେ ଆପଣ ମାନେ ନିଶ୍ଚିତ ଭାବେ ଦେଖିବାକୁ ପାଉଥିବେ କେମିତି ଭାବେ ସେମାନେ ସେହି ପାର୍ଟି ରେ ଛିଡା ହୋଇଛନ୍ତି । ତାଙ୍କର ଫେମିଲି ସହିତ ତାଙ୍କର ଫ୍ରେଣ୍ଡ୍ ମାନେ ଏହି ରିସେପ୍ସନ ପାର୍ଟି ରେ ଯୋଗ ଦେଇଥିଲେ । ଏହା ସହିତ ଓଲିଉଡ ର କିଛି କଳାକାର ମାନେ ବି ଏହି ହାସ୍ୟ ଅଭିନେତା ଗୁଡୁ ଙ୍କ ରିସେପ୍ସନ ପାର୍ଟି ରେ ଯୋଗ ଦେଇଥିଲେ ।

gudu

ତେବେ ଆପଣ ମାନେ ଜାଣିଥିବେ ଗୁଡୁ ପ୍ରଥମେ କୋର୍ଟ ମ୍ୟରେଜ୍ କରିଥିଲେ । ସେ କୋର୍ଟ ରେ ସେହି ଦୁଇଜଣ ବିବାହ କରିଥିଲେ । ତାଙ୍କର ବାନ୍ଧବୀ ଙଅକୁ କୋର୍ଟ ମ୍ୟରେଜ୍ କରି ସେ ବିବାହ କରିଥିଲେ । ଏବଂ ପରେ ସେ ପୁଣି ଓଡିଆ ଘର ର ରିତି ନିତି ଅନୁସାରେ ତାଙ୍କର ମଙ୍ଗନ କାର୍ଯ୍ୟ ଏବଂ ବାହାଘର ହୋଇଥିଲା । ଏବଂ ଗତ କାଲି ସେମାନଙ୍କର ରିସେପ୍ସନ ପାର୍ଟି ବି ରହିଥିଲା ।

ସେଠାରେ ତାଙ୍କର ଫ୍ରେଣ୍ଡ ଏବଂ ତାଙ୍କର ଫେମିଲି ଉପସ୍ଥିତ ରହିଥିଲେ । ଯେମିତି କି ଆପଣ ମାନେ ଏଠାରେ ଦେଖିପାରୁଥିବେ । ତେବେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁ କେମିତି ଲାଗନ୍ତି ଆପଣ ମାନେ କମେଣ୍ଟ କରି ଜଣେଇଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *