Bollywood :- ବାବା ଙ୍କ ସହିତ ବିବାଦ ରେ ଏହି 3 ଟି କେସ ଫସିଛନ୍ତି ଶିଳ୍ପା ସେଠୀ …।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଅଶିଳ୍ଲ ଫିଲ୍ମ ସୁଟିଂ କୁ ନେଇ ରାଜ କୁନ୍ଦ୍ରା ସାମ୍ନା କୁ ଆସିଥିଲେ ସେହି ସମୟ ରେ ଶିଳ୍ପା ସେଠୀ ବି ଚର୍ଚ୍ଚା ର ବିଷୟ ରେ ରହିଥିଲେ । ସେମିତିରେ ଆମେ ଯଦି ଶିଳ୍ପା ସେଠୀ ଙ୍କ ବିଷୟ ରେ କହିବା ତେବେ ଅତୀତ ରେ ଅନେକ ଥର ଏମିତି ଶିଳ୍ପା ସେଠୀ ବିବାଦ ରେ ଅଂଶ ଗ୍ରହଣ କରିସାରିଛନ୍ତି । କେତେବେଳେ ବିବାଦିୟ ଚିତ୍ର ଆଉ କେତେ ବେଳେ ମ୍ୟଚ୍ ଫିକ୍ସି କୁ ନେଇ ପ୍ରଶ୍ନ ଉଠିଥିଲା । ସେମିତି ରେ ଆମେ ଯଦି ଶିଳ୍ପା ସେଠୀ ଙ୍କ ହିଷ୍ଟ୍ରୀ ବିଷୟ ରେ ଆପଣ ମିାନଙ୍କୁ ଜଣେଇବୁ ତେବେ ଯେତେ ବେଳେ ପ୍ରସିଦ୍ଧ ଶୋ ବିଗ୍ ବ୍ରୋ ରେ ଅଂଶ ଗ୍ରହଣ କରିଥିଲେ । ସେତେବେଳେ ମଧ୍ୟ ସେ ବିବାଦ ଘେର ରେ ରହିଥିଲେ ।

ରିଚର୍ଡ ଗେରେ ଚୁମ୍ବନ ଦେଲେ ।
ତେବେ ବନ୍ଧୁଗଣ 2007 ରେ ଶିଳ୍ପା ସେଠୀ ଏକ ଚର୍ଚ୍ଚା ର ବିଷୟ ରେ ରହିଥିଲେ । କାରଣ ରିଚର୍ଡ ଗେରେ ଏକ ଇଣ୍ଟର୍ଭ୍ୟୁ ରେ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କୁ ଚୁମ୍ବନ ଦେଇଥିଲେ । ଏଠାରେ ଏଡସ୍ ବିଷୟ ରେ ସଚେତନତା କରିବା ପାଇଁ ଏଠାରେ ଏକ କାର୍ଯ୍ୟକ୍ରମ ରହିଥିଲା । ଏହି ବିବାଦ ପରେ ଶିଳ୍ପା ସେଠୀ ଦେଶରେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିଲେ । ସେହି ସମୟ ରେ ଏହି ପ୍ରଶଂଙ୍ଗ କୁ ଶିଳ୍ପା ସେଠୀ ଙ୍କ ଫେନ ମାନେ ବହୁତ ଗୁରୁତ୍ୱର ପ୍ରଶଙ୍ଗ ବନେଇ ଦେଇଥିଲେ ।

Shilpa

ଯେତେବେଳେ ବୁଦ୍ଧ ପୂଜକ ଶିଳ୍ପା ସେଠୀ ଙ୍କୁ ଚୁମ୍ବନ ଦେଲେ ।

ଏହା 2009 ମସିହାରେ ରହିଥିଲା ଯେତେବେଳେ ଶିଳ୍ପା ସେଠୀ ଓଡିଶାର ସାକ୍ଷୀଗୋପାଳ ମନ୍ଦିର କୁ ଜାଇଥିଲେ । ସେଠାରେ ଜଣେ ସାଧୁ ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ । ସେହି ସମୟ ରେ ଏହି ପ୍ରଶଙ୍ଗ ବି କିଛି ଗୁରୁତ୍ୱରତା ହାସଲ କରିଥିଲା ।

Shilpa shetty
ଆଇପିୟଲ ବେଟିଂ ଅଭିଯୋଗ ।
ଯେତେବେଳେ ଆଇପିୟଲ ର ରାଜକୁନ୍ଦ୍ରା ଏବଂ ଶିଳ୍ପା ସେଠୀ ଙ୍କ ଟିମ୍ ରାଜସ୍ଥାନ ରୟଲ ଖେଳିବା ଆରମ୍ଭ କରିଥିଲା । ସେତେବେଳେ ମ୍ୟଚ ଫିକ୍ସିଂ ପାଇଁ ଅଭିଯୋଗ କରାଜାଇଥିଲା । ସେହିଥିରେ ରାଜ ସାତଜଣ ବୁକିଙ୍କ ସହିତ କୋଣ୍ଟାକ୍ଟ ରେ ରହିଥିଲେ । ଏବଂ ତାଙ୍କ ଦଳ ସେହି ସମୟ ରେ ବ୍ୟଟିଂ କରୁଥିଲେ । ସେହି ସମୟ ରେ ଶିଳ୍ପା ସେଠୀ ବି ଚର୍ଚ୍ଚା କୁ ଆସିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *