ମୋ ପ୍ରେମିକକୁ ମୋତେ ଫେରେଇ ଦିଅ ବୋଲି ପ୍ରେମିକା ଥାନାରେ କରିଛନ୍ତି ଅଭିଯୋଗ ସମ୍ପୁର୍ଣ୍ଣ ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଲଭ ପାଇବା ପାଇଁ ବିଭିନ୍ନ ପ୍ରକାରର ଘଟଣା ସବୁ ଘଟୁଛି ଓ ଭଲ ପାଇବାକୁ ନେଇ ଲୋକ ମାନେ ବହୁତ ନୀଚ ସ୍ତରକୁ ବି ଚାଲିଯାଉଛନ୍ତି । ଭଲ ପାଇବା ହେଉଛି ଗୋଟେ ପବିତ୍ର ବନ୍ଧନ ଯାହାକୁ ଆଜିର ମଣିଷ ବୁଝୁନାହାନ୍ତି କିନ୍ତୁ ଯେଉଁ ମଣିଷ ମନ ଆଉ ହୃଦୟ ଦେଇ ଭଲ ପାଇଥାଏ ନା ସିଏ ହିଁ ଭଲ ପାଇବାର ମାନେ ବୁଝିଥାନ୍ତି ,

ହେଲେ ଭଲ ପାଇବାକୁ ଯିଏ ଟାଇମ୍ ପାସ୍ ବୋଲି ଭାବୁଥାଏ ସେ ତା ଜୀବନରେ ଭଲ ପାଇବାର ମାନେ ବୁଝିପାରେନି । ଭଲ ପାଇବା ମାନେ ଖାଲି ପ୍ରେମିକ ଆଉ ପ୍ରେମିକାଙ୍କର ଭଲ ପାଇବା ନୁହେଁ ବରଂ ମଣିଷର ସାହସ ଥିଲେ ଭଲ ପାଇବା ଜିତି ଥାଆନ୍ତି । ସେହିଭଳି ଘଟଣା ଆନଦପୁର ଥାନା ଆଗରେ ଘଟିଛି ଜଣେ ପ୍ରେମିକା ତାର ପ୍ରେମିକ କୁ ପାଇବା ପାଇଁ ସବୁ କିଛି ଅସୁବିଧା କୁ ସାମ୍ନା କରି ସେ ନ୍ୟାୟ ପାଇବା କୁ ଚାଁହୁଚନ୍ତି । ସେ କହୁଛନ୍ତି ଯେ ଯଦି ମୋତେ ନ୍ୟାୟ ନ ମିଳେ ତା ହେଲେ ସେ ଆତ୍ମହତ୍ୟା ହତ୍ୟା କରିବେ ଓ ପ୍ରେମିକା କୁ ପାଇବା ପାଇଁ ସବୁ ବାଧା ବିଘ୍ନ କୁ ସହିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

love

କିନ୍ତୁ ସେଇ ପ୍ରେମିକା ଜଣଙ୍କ ଭୁବନେଶ୍ୱର ରେ ରୁହନ୍ତି ତାଙ୍କର ବିବାହ ହେଇସାରିଥିଲା , ହେଲେ ସେ ଆଉ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କିଛି ଅସନ୍ତୁଷ ବିବାଦ ରହିଥିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଛାଡ ପତ୍ର ଦେଇଥିଲେ ତାଙ୍କର ମଧ୍ୟ ଗୋଟେ ଝିଅ ଟିଏ ଥିଲା | ପ୍ରେମିକ ଏହି ସବୁ କଥା ଜାଣିମଧ୍ୟ ତାଙ୍କୁ ଭଲ ପାଉଥିଲେ ଆଉ ତାଙ୍କ ସହ ସମ୍ପର୍କ ବଢ଼ାଇବାକୁ ଚାଁହୁଥିଲେ । ଏହି ସମ୍ପର୍କ ଭୁବନେଶ୍ୱରର ଗୋଟେ ଲୁଗା ଦୋକାନରେ ଗଢିଉଠିଥିଲା |

ହେଲେ ପ୍ରେମିକଙ୍କ ପରିବାର ଲୋକମାନେ ଏହି ସମ୍ପର୍କକୁ ଆଗେଇବାକୁ ଚାଁହୁନଥିଲେ , ସେଥିପାଇଁ ପ୍ରେମିକର ବିବାହ ଅନ୍ୟ ଝିଅ ସହ କରିବେ ବୋଲି ମନସ୍ତ କରିସାରିଥିଲେ ଏହାକୁ ଶୁଣି ପ୍ରେମିକ ପ୍ରେମିକା କୁ ଖବର ଦେଇଥିଲେ । ପ୍ରେମିକା ଜଣଙ୍କ ପ୍ରେମିକଙ୍କ ଘରକୁ ଆସିଥିଲେ କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ସେହିଠାରେ ଦେଖି ବହୁତ କଥାରେ ଗାଳି ଗୁଲଜ କରିଥିଲେ ଆଉ ମାଡ଼ ମଧ୍ୟ ମାରିଥିଲେ |

 

ଏହାକୁ ନେଇ ପୀଡିତା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ ,ଏହି ଅଭିଯୋଗକୁ ଗ୍ରହଣ କରିନଥିଲେ ହେଲେ ତା ପରେ କେଉଁଝର ଏସିପିଙ୍କ ଦୃଷ୍ଟି ଆକର୍ଷଣ ପରେ ଏହି କେସକୁ ଗ୍ରହଣ କରିଛନ୍ତି । ପ୍ରେମିକାଙ୍କର ଜୀବନ ହେଉଛି ପ୍ରେମିକ,ତାଙ୍କ ବିନା ସେ ଅଧୁରା ସେ ତାଙ୍କୁ ପାଇବାକୁ ଏବେ ଯାଏ ମଧ୍ୟ ଅଡ଼ି ଧରିକି ବସିଛନ୍ତି ଓ ସେ କହିଛନ୍ତି ଯଦି ଥାନା କତୃପକ୍ଷ ଏହାର କିଛି ନିଷ୍ପତି ନ ନିଅନ୍ତି ତା ହେଲେ ସେ ସେଠାରେ ପ୍ରାଣତ୍ୟାଗ କରିବେ । ଏହି ଭଳି ପରିସ୍ଥିତିରେ କଣ କରିବା ଉଚିତ ହେବ ଆପଣ ମାନେ ଆମକୁ ଜଣାନ୍ତୁ ।

ଏହି ପୋଷ୍ଟ ଟି କୁ ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବ ସହିତ ଆପଣ ଆମର ପୋଷ୍ଟକୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବ |

Leave a Reply

Your email address will not be published. Required fields are marked *