ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଉ କିଛି ବଡ ଖବର ଜାରି ହୋଇଛି । ଜାହା ଆପଣ ମାନେ ଜାଣିରଖିବା ନିହାତି ଉଚିତ୍ ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବି +2 ପିଲା ମାନଙ୍କର ସିଲାବସ୍ ରେ 30 ପ୍ରତିଶତ କମ୍ ହେବ । ମହାମାରୀ ସମୟ ରେ ପରିକ୍ଷା ବ୍ୟବସ୍ଥା କୁ ସୁବ୍ୟବସ୍ଥିତ କରିବା ପାଇଁ ସିଲାବସ ଏକାଡେମି ର ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଛି ।
ଗତ ବର୍ଷ ପରି ଚଳିତ ବର୍ଷ ବି ଯୁକ୍ତ ଦୁଇ ରେ ହ୍ରାସ ହେବ ସିଲାବସ ଏହି ବର୍ଷ 30 ପ୍ରତିଶତ ସିଲାବସ ହ୍ରାସ କରିବାକୁ ନିସ୍ପତି ହୋଇଛି ତେବେ ନିସ୍ପତି ଅନୁସାରେ ମହାମାରୀ କୋରନା ପରି ସ୍ଥିତି ବଳବର୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ପ୍ରଥମ ବର୍ଷ ଏବଂ ଦ୍ୱତୀୟ ବର୍ଷ ରେ ହେବ ଟର୍ମିନାଲ ପରିକ୍ଷା । ପ୍ରଥମ ବର୍ଷ ର ତିନୋଟି ଏବଂ ଦ୍ୱତୀୟ ବର୍ଷ ର ତିନୋଟି ଇଣ୍ଟର୍ନାଲ ପରିକ୍ଷା ହେବ ।
ପ୍ରତି କ୍ୱାଟର ରେ 30 ନଂ ବିଶିଷ୍ଟ ଇଣ୍ଟରନାଲ ପରିକ୍ଷା ହେବ । ତେବେ 30 ନଂ ରୁ 20 ନଂ ଥ୍ୟୁରି ଏବଂ 10 ନଂ ପ୍ରାକ୍ଟିକାଲ ମଧ୍ୟ ହେବ । ସମସ୍ତ ପରିକ୍ଷା ସଂମ୍ପୃକ୍ତ କଲେଜ ପରିଚାଳନା କରିବ । ତେବେ ପ୍ରଥମ ବର୍ଷ ସେଷରେ ଏବଂ ଦ୍ୱତୀୟ ବର୍ଷ ସେଷରେ ବାର୍ଷିକ ପରିକ୍ଷା ହେବ । ସେହି ପରି ଦ୍ୱୀତିୟ କ୍ୱାଟର ଇଣ୍ଟରନାଲ ରେ ପଡିଥିବା ପ୍ରଶ୍ନ କେବେ ବି ତୃତୀୟ ଇଣ୍ଟରନାଲ ରେ ପଡିବ ନାହିଁ ।
ତେବେ ପିଲାଙ୍କ ବୋଝ କମେଇବା ପାଇଁ ଏହି ପରି ବ୍ୟବସ୍ଥା ମଧ୍ୟ କରାଜାଇଛି । ଏହା ସହିତ ସେପ୍ଟେମ୍ବର 15 ରୁ ଏକାଦୋଶ ଶ୍ରେଣୀ ବି ଖୋଲିପାରେ ବୋଲି ଗଣଶିକ୍ଷା ବିଭାଗ କହିଛନ୍ତି । ଏହା ସହିତ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କି ରାଜ୍ୟ ରେ ଷଷ୍ଟ ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଚର୍ଚ୍ଚା ରହିଛି । ଏହାକୁ ନେଇ ଜଲ୍ଦି ମଧ୍ୟ ନୂଆ SOP ଜାରି ହେବ ଏହା ସହିତ ସେପ୍ଟେମ୍ବର 15 ସୁଧା ଷଷ୍ଟ ରୁ ଅଷ୍ଟମ ବି ଖୋଲିବା ନେଇ ସୂଚନା ମିଳୁଛି । ତେବେ ବହୁତ ଜଲ୍ଦି କୋନଫର୍ମ ଡେଟ୍ ଆସିବ ଜାହା ବିଷୟ ରେ ଆପଣ ମାନେ ମଧ୍ୟ ଜାଣି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।