ରାସନ କାର୍ଡ ଥିଲେ ଦେଖନ୍ତୁ ବଡ଼ ଘୋଷଣା। ସରକାର ନେଇଗଲେ ବଡ ନିଶ୍ପତି

ଯଦି ଆପଣଙ୍କର ବି ରାସନ କାର୍ଡ ଅଛି ତାହେଲେ ଆପଣଙ୍କ ପାଇଁ ଆଜି ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରାଜ୍ୟର ସବୁ ରାସନ କାର୍ଡ ଭୋଗକାରୀଙ୍କ ପାଇଁ ଏକ ବଡ଼ ଘୋଷଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ତେବେ ଏହା ବାବଦରେ କଣ ରହିଛି ବଡ଼ ଖବର ତାହା ଆମେ ଜାଣିବା। ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଆଜି ଆମେ ଆପଣଙ୍କ ପାଇଁ ସକାଳର ଖବର ଯାହା କି ରାଜ୍ୟର ଭିତର ଦୁନିଆର ଖବର ବାବଦରେ କହିବାକୁ ଯାଉଛୁ। ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ ବଡ଼ ନୂତନ ବ୍ୟବସ୍ଥା ଲଞ୍ଚ କରିଛନ୍ତି ଯାହା ବାବଦରେ ଆମକୁ ଜାଣିବା ନିହାତି ଦରକାର। ତେବେ ଏହାର କଣ କଣ ସୁବିଧା ତଥା ଅସୁବିଧା ରହିଛି ତାହା ବାବଦରେ ଆମେ ଚର୍ଚ୍ଚା କରିବା। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ।ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଆପଣ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

naveen

ତେବେ ଆମ ଦେଶର ମୁଖ୍ୟମନ୍ତ୍ରୀ ଏକ ରାସନ ଏକ ନେସନ ଯୋଜନା ଲଞ୍ଚ କରିଛନ୍ତି। ଅର୍ଥାତ ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଘର ପାଇଁ ଗୋଟେ ରାସନ କାର୍ଡ ଲଞ୍ଚ ହେବ ଆଉ ଏହାର ସବୁଠୁ ବଡ଼ ବ୍ୟବସ୍ଥା ଏହା କି ଲୋକମାନଙ୍କୁ ଆଉ ନିଜର ରାସନ ଆଣିବା ପାଇଁ ନିର୍ଦ୍ଧିଷ୍ଟ ଡିଲର ମାନଙ୍କ ଉପରେ ଭରସା କରିବାକୁ ପଡିବ ନାହିଁ। ଅର୍ଥାତ ସେମାନେ କେଉଁ ବି ଦୋକାନରୁ ନିଜର ରାସନ କାର୍ଡ ସହାୟତାରେ ନିଜର ରାସନ ଆଣି ପାରିବେ।

ଏହାଦ୍ୱାରା ଆଉ ଡିଲର ମାନଙ୍କର କଳା ବଜାରୀ ହେବ ନାହିଁ ଆଉ ସେମାନେ ନିଜର ରାସନ କାର୍ଡ ଦ୍ୱାରା ସଭିଙ୍କୁ ଉପକୃତ କରିବେ। ଖାଉଟି ମାନଙ୍କୁ ମିକୁଥିବା ନିର୍ଦ୍ଧିଷ୍ଟ ଚାଉଳ ଅଥବା ରାସନର କୋଟାକୁ ଭରିବା ପାଇଁ ଏବେ ଆଉ ନିର୍ଦ୍ଧିଷ୍ଟ ଡିଲର ମାନଙ୍କ ଉପରେ ଭରସା କରିବାକୁ ପଡିବ ନାହିଁ।

rashan
ଏହା ସହିତ ଆମ ମୁଖ୍ୟ ମନ୍ତ୍ରୀ କହିଛନ୍ତି କି ସ୍ୱାଭିମାନର ସହ ବଞ୍ଚିବା ସଭିଙ୍କର ଅଧିକାର ଆଉ ଏହି ଅଧିକାର ଆମେ ସଭିଙ୍କୁ ପ୍ରଦାନ କରୁଛୁ। ଖାଉଟି ମାନେ ଜାତୀୟ ରାସନ ବର୍ଦ୍ଧକ ଯୋଜନା ସହାୟତାରେ ରାଜ୍ୟ ହେଉ ଅଥବା ଦେଶର କେଉଁ ବି ସ୍ଥାନରେ ଥିବା ରାସନ ଦୋକାନରୁ ରାସନ ପାଇପାରିବେ।

ଏହା ସହିତ ସେମାନଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟ ସାରାର ପ୍ରାୟ ୯୨ ଲକ୍ଷ ହିତାଧିକାରୀ ସନ୍ତୁଷ୍ଟ ହେବେ। ଏହା ସହିତ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି କି ଖାଦ୍ୟ ସୁରକ୍ଷା ସଭିଙ୍କର ମୌଳିକ ଅଧିକାର ଆଉ ଏହା ରାଜ୍ୟ ସରକାରଙ୍କର ମୂଳ ପ୍ରକଳ୍ପ ଅଟେ।

Leave a Reply

Your email address will not be published. Required fields are marked *